ବର୍ଷାରେ ଓଦା ହୋଇ Sizzling Dance କଲେ Ritu -Stage ରେ ଲାଗିଲା ନିଆଁ – ଦେଖନ୍ତୁ ଭିଡିଓ…

ଓଡିଆ ଟେଲିଭିଜନ ଇତିହାସ ସବୁଠାରୁ ବଡ଼ ରିୟାଲିଟି ଶୋ “ନାଚ ଓଡିଶା ନାଚ ” ରେ ଆରମ୍ଭ ହୋଇ ଯାଇଛି ଫାଇନାଲ ରାଉଣ୍ଡ | ଯାହା କି ସିଦ୍ଧାର୍ଥ ଟିଭି ରେ ତାହାର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଛି | ଯେଉଁ ଥିରେ ଦେଖିବାକୁ ମିଳିଛି ଓଡିଶାର ନାମୀ ଦାମୀ କଳାକାରଙ୍କ ସହିତ ମଞ୍ଚରେ ନାଚୁଛନ୍ତି ମା ମାନେ | ତେବେ ସେପ୍ଟେମ୍ବର 18 ରେ ଏହା ଆରମ୍ଭ ହୋଇ ଯାଇଛି ଆଉ ଏହି ରିୟାଲିଟି ଶୋ ଓଡିଶା ସବୁଠାରୁ ବଡ଼ ରିୟାଲିଟି ଶୋ ବୋଲି କୁହାଯାଇଛି |

ତେବେ ଏହି ରିୟାଲିଟି ଶୋ ଆରମ୍ଭ ହେବା ଠୁ ଏହା ଲୋକଙ୍କର ବେଶ ପ୍ରଶଂସା ପାତ୍ର ହେଇପାରିଛି | ତେବେ ଆସନ୍ତୁ ଭାଇରାଲ ହେଉଥିବା ସେହି ରିୟାଲିଟି ଶୋ ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଦେଖିବାକୁ ମିଳିଛି କି ଏହି ରିୟାଲିଟି ଶୋ ଆରମ୍ଭରୁ ଏଥିରେ ବହୁତ ଜଣ ଅଂଶ ଗ୍ରହଣ କରିଥିଲେ | ହେଲେ ଯେଉଁ ମାନେ ଏହି ଶୋ ଭଲ କରଥିଲେ ସେମାନଙ୍କ ଭିତରୁ 6 ଜଣ ଏବେ ଫାଇନାଲ ରେ ପହଞ୍ଚିଯାଇଛନ୍ତି | ଯାହାକୁ ନେଇ ଏବେ ଅନୁଷ୍ଠିତ ହୋଇଛି ଗ୍ରାଣ୍ଡ ଫାଇନାଲ ରାଉଣ୍ଡ |ତେବେ ଏହି ରିୟାଲିଟି ଶୋ ଓଡିଶା ମା ମାନଙ୍କର ପ୍ରତିଭାକୁ ଦେଖାଇବା ସୁଯୋଗ ଦେଇଛି | ତେବେ କିଏ ହେବ ଏହି ନାଚ ଓଡିଶା ନାଚ ର ସିଜିନ 1

ର ଗ୍ରାଣ୍ଡ ଫାଇନାଲ ବିଜେତା ତାହା ଏବେ ଦେଖିବାକୁ ବାକି ରହିଛି | ତାହାଲେ ଏହି ସିଜିନ 1 ନାଚ ଓଡିଶା ନାଚ ରେ ଅଂଶ ଗ୍ରହଣ କରିଥିବା କଣ ଅନୁକଣ ବିଭିନ୍ନ ଅଂଶଦାର ମାନେ ସେମାନେ ସେମାନଙ୍କର ବେଷ୍ଟ ଦେଇ ଆଜି ନାଚ ଓଡିଶା ନାଚ ର ଗ୍ରାଣ୍ଡ ଫାଇନାଲ ରେ ପହଞ୍ଚିଛନ୍ତି |

ତେବେ ଏହି ଗ୍ରାଣ୍ଡ ଫାଇନାଲ ରେ ପହଞ୍ଚି ଥିବା 6 ଅଂଶୀଦାର ମାନଙ୍କ ଭିତରୁ କିଏ ନାଚ ନାଚ ଓଡିଶା ନାଚ ର ଗ୍ରାଣ୍ଡ ଫାଇନାଲ ର ବିଜୟୀ ମୁକୁଟ ପିନ୍ଧିବ ତାହା ଜଣା ପଡି ନାହିଁ | ତାହେଲେ ଏତେ ଦିନ ଧରି ଆପଣଙ୍କୁ ତାର ସ୍ନେହ ଶ୍ରଦ୍ଧା ରେ ବାନ୍ଧି ରଖିଥିବା ସେହି ରିୟାଲିଟି ଶୋ ଯାହା ସିଦ୍ଧାର୍ଥ ଟିଭି ରେ ପ୍ରସାରଣ ହେଉଥିଲା | ସେହି ରିୟାଲିଟି ଶୋ ଏବେ ତାହାର 6 ଜଣ ଫାଇନାଲ ଅଂଶୀ ଦାର ଙ୍କୁ ନେଇ ଶେଷ ପର୍ଯ୍ୟାୟ ରେ ପହଞ୍ଚି ସାରିଛି | ବର୍ତ୍ତମାନ ଏହି ଗ୍ରାଣ୍ଡ ଫାଇନାଲର ର ମଞ୍ଚ ରେ 6 ଜଣ ଫାଇନାଲ ଡ୍ୟାନ୍ସ ଙ୍କ ସହିତ ନଜର ଆସିଛନ୍ତି ଏବଂ ତାସହିତ ଓଡିଶା ର ନାମୀ ଦାମୀ କଳାକାର ଓ ସେଠାର ଉପସ୍ଥିତ ଜର୍ଜ ମାନେ ମଧ୍ୟ ଡ୍ୟାନ୍ସ କରିବାରେ ନଜର ଆସିଛନ୍ତି |

 ତେବେ ବର୍ତ୍ତମାନ ସମୟରେ ଏହି ରାଉଣ୍ଡ ରେ ଜଣେ ପ୍ରତିଯୋଗୀ ଯାହାଙ୍କର ନାମ ହେଉଛି ରୁତୁସ୍ନିଗ୍ଧା ନାୟକ ଯାହାଙ୍କର ଡାନ୍ସ ପର୍ଫମାନ୍ସ ର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ତେବେ ସେ ଫାଇନାଲ ରାଉଣ୍ଡ ର ଜଣେ ପ୍ରତିଯୋଗୀ ଏବଂ ଯାହାଙ୍କର ଫାଇନାଲ ରାଉଣ୍ଡ ର ଡାନ୍ସ ଦେଖି ଜର୍ଜମାନେ ପୂରା ଅବାକ୍ ହୋଇ ଯାଇଛନ୍ତି। ସେ ମୁଁ ତୋ ହିରୋ ଗୀତରେ ବର୍ଷାରେ ଭିଜି ଭିଜି ତାଙ୍କ ଜବରଦସ୍ତ ଡାନ୍ସ ରେ ପୂରା ଷ୍ଟେଜ୍ ରେ ନିଆଁ ଲଗେଇ ଦେଇଛନ୍ତି। ଆଉ ଜର୍ଜମାନେ ତାଙ୍କର ଡାନ୍ସ ଦେଖି ବହୁତ ଭଲଭଲ କମେଣ୍ଟ ମଧ୍ଯ ଦେଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।