👍ମଡର୍ଣ୍ଣ ଯୁଗର ଯୁଗର ଷଡ଼ର୍ଣ୍ଣ ଛୁଆ xpress ଟ୍ୟାଲେଣ୍ଟେଡ… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ

ଆପଣ ତ ବେସ ଭଲ ଭାବରେ ଜାଣନ୍ତି ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |

ବେଳେ ବେଳେ ଏମିତି ମଧ୍ୟ ହୋଇ ଥାଏ କି ନିଜ ଅଜାଣତ ରେ ନିଜର ହିଁ ଭିଡ଼ିଓ ୟୁଟ୍ୟୁବ ରେ ଉପଲୋଡ ହୋଇ ଯାଏ ଆଉ ଯାହା ଖୁବ ଭାଇରାଲ ମଧ୍ୟ ହୁଏ ପରେ ପରେ ସେହି ବ୍ୟକ୍ତି ହିଁ ପ୍ରଶଂସା ର ପାତ୍ର ହୋଇଯାଏ |

ତେବେ ସବୁଠାରୁ ଭିନ୍ନ ଛୋଟ ଛୁଆ ଙ୍କର ଭାଇରାଲ ଭିଡ଼ିଓ ହୋଇ ଥାଏ ତାହା ଏତେ ମନଲୋଭା ହୋଇଥାଏ କି ଯେତେ ଦେଖିଲେ ବି ସେତେ ଆହୁରି ଦେଖିବା ପାଇଁ ଇଚ୍ଛା ହୋଇଥାଏ | ତାଙ୍କର ଚୁଲବୁଲି କଥା ଦ୍ୱାରା ହିଁ ସେ ସମସ୍ତ ଙ୍କର ମନକୁ କିଣି ନେଇ ଥାଆନ୍ତି | ବର୍ତ୍ତମାନ ସମୟରେ ଏକ କୁନି ପିଲା ର ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ପସନ୍ଦ କରିବେ |

ତେବେ ଏଠାରେ ଦେଖିବାକୁ ମିଳିଛି କି ଜଣେ କୁନି ପିଲା ଟିଏ ସୁନ୍ଦର ଭାବରେ ସବୁ ପ୍ରଶ୍ନ ର ଉତ୍ତର ସାଙ୍ଗେ ସାଙ୍ଗେ ଦେଉ ଦେଉଛି | ଏହି କୁନି ପିଲା ଟିକୁ ଯାହା ବି ପ୍ରଶ୍ନ ପଚରା ଯାଉଛି ସେ ସଠିକ ଭାବରେ ଯେଭଳି ଉତ୍ତର ଦେଉ ଦେଉଛି ତାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ | ଏହା ସହିତ ଯେଭଳି ସେ ଇଂରାଜୀ ଅକ୍ଷର ଗୁଡିକୁ ଡାକୁଛି ତାହା ଶୁଣିଲେ ମଧ୍ୟ ଆପଣ ହସି ହସି ଗଡ଼ି ଯିବେ |

ନିଜ ଚତୁରତା ରେ ସେ ଉତ୍ତର ଏତେ ମଜାଦାର ଭାବେ ଦେଉଛି ଯିଏ ବି ଶୁଣିବ ସେ କେବଳ ପିଲା ଟିକୁ ପ୍ରଂଶସା ହିଁ କରିବ | ତେବେ ଏହି କୁନି ପିଲା ଟି କିଏ ତାହା ତ ଜଣା ପଡ଼ି ନାହିଁ, କେହି ଜଣେ ଏହାର ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରିଛନ୍ତି ଯାହାକି ଖୁବ ଭାଇରାଲ ହୋଇଛି ଆଉ ଏହାକୁ ଯିଏ ବି ଦେଖୁଛି ସେ କେବଳ ପ୍ରଶଂସା ହିଁ କରୁଛି |