ପୁଣି ଓଡ଼ିଆ ମ୍ୟୁଜିକ କୁ ଚ୍ୟାଲେଞ୍ଜ କଲା ପୂର୍ଣ୍ଣ ମଉସାଙ୍କ ପ୍ରଥମ ଓଡ଼ିଆ ଭଜନ… ମାତ୍ର 4 ଘଣ୍ଟାରେ Million Plus ଲୋକ ଦେଖି ସାରିଲେଣି…

ଆପଣ ତ ବେସ ଭଲ ଭାବରେ ଜାଣନ୍ତି ସଙ୍ଗୀତ ଏମିତି ଏକ ଜିନିଷ ଯାହାକୁ ଶୁଣିଲେ ଆମ ମନକୁ ଏକ ଅଦ୍ଭୁତ ଖୁସି ପ୍ରଦାନ ହୋଇ ଥାଏ ଏବଂ ନୂତନ ପୁଲକ ଖେଳି ଉଠେ | ଏହି ମଧୁର ସଙ୍ଗୀତ ଶୁଣିଲେ ଆମେ କିଛି ସମୟ ସେଥିରେ ହଜି ଯାଇ ଥାଉ ଏବଂ ଦୁଃଖ କଷ୍ଟ କୁ ଭୁଲି ଯାଇଥାଉ | ତେବେ ଅନେକ କଣ୍ଠଶିଳ୍ପୀ ମଧ୍ୟ ଭରି ରହିଛନ୍ତି ସେଥି ମଧ୍ୟରୁ ପ୍ରାୟ ସମସ୍ତ ଙ୍କର ପ୍ରିୟ ର କଳାକାର ମଧ୍ୟ ରହି ଥାଆନ୍ତି | ତେବେ ଆଜି ସେଭଳି ଏକ ପ୍ରତିଭା ଙ୍କ କଥା କହିବୁ ଯିଏ ତାଙ୍କ ସ୍ୱର ରେ ସମସ୍ତ ଙ୍କୁ ବାନ୍ଧି ରଖିଛନ୍ତି |

ଆପଣ ଙ୍କର ପ୍ରିୟ କଳାକାର ଙ୍କର ଗୀତ ତ ନିହାତି ଭାବରେ ଶୁଣିବାକୁ ଇଚ୍ଛା ହୋଇଥାଏ ଯାହାକି ମନକୁ ଖୁବ ଖୁସି ଦେଇ ଥାଏ | ତେବେ ପ୍ରାୟ ନୂଆ ନୂଆ ଭଜନ ଆମେ ଟିଭି ଏବଂ ମୋବାଇଲ ଦ୍ୱାରା ଶୁଣିବାକୁ ପାଇ ଥାଉ ବେଳେ ବେଳେ କିଛି ଭଜନ ଏତେ ସୁନ୍ଦର ହୋଇ ଥାଏ କି ଯାହା ଆମେ ଗୀତ ର ଅର୍ଥ ଅନୁଭବ କରି ଭାବ ବିହ୍ଵଳ ମଧ୍ୟ ହୋଇ ଯାଇଥାଉ | ଏହି ଭଜନ ଶୁଣିଲେ ଭକ୍ତ ମାନଙ୍କର ଭକ୍ତି ମଧ୍ୟ ଆହୁରି ବଢ଼ି ଯାଇଥାଏ ଯାହାକି ମନକୁ ଏକ ପ୍ରକାର ଖୁସି ଦେଇ ଥାଏ |

ତେବେ ବର୍ତ୍ତମାନ ସମୟରେ ଏକ ନୂଆ ଭଜନ ଆସିଛି ଯାହାକୁ ଯିଏ ବି ଶୁଣିବ ସିଏ ନିହାତି ଭାବରେ ଭାବ ବିହ୍ଵଳ ହୋଇ ଯିବ | ତେବେ ଏହି ସୁନ୍ଦର ଭଜନ ଟିରେ କଣ୍ଠ ଦାନ କରିଛନ୍ତି ଜୟଦେବ ମିଶ୍ର ଏବଂ ସଙ୍ଗୀତ ଟିରେ ନିର୍ଦ୍ଧେଶନା ଦେଇଛନ୍ତି ବାବୁ ବାବୁ | ଆମେ ସୋସିଆଲ ମିଡ଼ିଆ ରେ ଅନେକ ଗୀତ ଶୁଣି ଥାଉ ଆଉ ଏହାକୁ ଶୁଣି ଖୁବ ଖୁସି ଅନୁଭବ କରି ଥାଉ କାରଣ ଏହି ଭଗବାନ ଙ୍କ ଭଜନ ଆମର ଭଗବାନ ଙ୍କ ପ୍ରତି ଆହୁରି ଭକ୍ତି ଓ ପ୍ରେମ ବଢ଼ାଇ ଦେଇ ଥାଏ |


ତେବେ ଏହି ଭଜନ ଟି ସବୁ ଭଜନ ଠାରୁ ଖୁବ ନିଆଁରା ଅଟେ ଯାହାକି ସୋସିଆଲ ମିଡ଼ିଆ ରେ ଖୁବ ନାଁ କରିଛି | ଏହି ଭାବପୂର୍ଣ୍ଣ ସଙ୍ଗୀତ ଟିର ସଙ୍ଗୀତ ରଚନା ସହିତ ଏହାକୁ ସ୍ଵରରେ ସଜାଇ ଅଛନ୍ତି ଜୟଦେବ ମିଶ୍ର | ତେବେ ଏହି ଗୀତଟିର ସ୍ୱର ସଂଯୋଜନା ବେଶ୍ ହୃଦୟସ୍ପର୍ଶୀ ହୋଇଛି ଯାହାକୁ ଶୁଣିଲେ ଆପଣ ବି ଭାବ ବିହ୍ୱଳ ହୋଇଯିବେ |

ଏହି ସୁନ୍ଦର ଭଜନ ସଙ୍ଗୀତ କେତେ ଭାବପୂର୍ଣ୍ଣ ଏବଂ କେତେ ମନଛୁଆଁ ଅଟେ ତାହା ଆପଣ ଏହି ଗୀତଟି ଶୁଣିଲେ ଜାଣି ପାରିବେ | ଆଉ ଏହି ସଙ୍ଗୀତ ଟିକୁ ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଦେଖି ସାରିଲେଣି ଏବଂ ଶୁଣି ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।