ତୁଳସୀ ଗଣନାଟ୍ୟ Love Song ” ମୋ ଶବକୁ ମଶାଣି ମନା “… ମାତ୍ର 16 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଆପଣ ଅନେକ ପ୍ରକାରର ସଙ୍ଗୀତ ଅନେକ ସମୟରେ ଦେଖିବାକୁ ପାଉଥିବେ। କିନ୍ତୁ ସବୁଠାରୁ ଟିକେ ଭିନ୍ନ ଲାଗିଥାଏ ଯେତେବେଳେ ଆମେ ପ୍ରତ୍ୟେକ୍ଷ ଭାବରେ କାହା ପାଖରୁ ସଙ୍ଗୀତ ଶୁଣିବାକୁ ପାଉ। ଯାହା ଆମକୁ କୌଣସି ଷ୍ଟେଜ ପ୍ରୋଗ୍ରାମ, ଅର୍କେଷ୍ଟା ବା ଯାତ୍ରାରେ ଶୁଣିବାକୁ ମିଳିଥାଏ। ତେବେ ସଙ୍ଗୀତ ଏକ ଏମିତି ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଶୁଣିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ବି ଚାହିଁ ଥାଆନ୍ତି। କାରଣ ଏହି ସଙ୍ଗୀତ, ନିରସ, ନିରୁତ୍ସାହିତ ଜୀବନରେ ରସ ଏବଂ ଆନନ୍ଦ ଭରି ଦେଇଥାଏ। ସଙ୍ଗୀତ ଶୁଣି ସମସ୍ତେ ଖୁସି ହେଉ ।

ସଙ୍ଗୀତରେ ସ୍ୱର ସଂଯୋଜନା ଏବଂ ମ୍ୟୁଜିକ ଏହାକୁ ଅଧିକ ଆକର୍ଷଣୀୟ କରିଦିଏ। ତେବେ ସଙ୍ଗୀତ ଶୁଣିଲେ ଏହାଦ୍ୱାରା ଟିକେ ହସିବାକୁ, ଖୁସି ହେବାକୁ ସୁଯୋଗ ମିଳି ଯାଇ ଥାଏ। ଖୁସି ହେବା ସହିତ ମନୋରଞ୍ଜନର ସୁରାକ ଏବଂ ସୁଯୋଗ ମଧ୍ଯ ମିଳିଯାଏ।

ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବିଶେଷ କରି ଯୁବପିଢି ମାନେ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି। ଏହାସହ ସେମାନେ ନିଜର ସିଙ୍ଗୀଙ୍ଗ ଭିଡିଓ ସବୁ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ସେମାନଙ୍କର ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରନ୍ତି।

ଏହାଛଡା ଏଭଳି ମନ ପସନ୍ଦର ଭିଡିଓକୁ ଅନ୍ୟ ମାନଙ୍କ ସହିତ ସେୟାର ମଧ୍ଯ କରିଥାନ୍ତି। ଯେତେବେଳ କେହି ଜଣେ ଗୀତ ଗାଉଥିବାର ଆପଣ ଦେଖିବାକୁ ପାଆନ୍ତି ସେତେବେଳ ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେଉଥିବେ। କାରଣ ଏହିଭଳି ଭିଡିଓ ଦେଖିବା ମାତ୍ରେ ଆମ୍ଭେ ସେହି ତାଳରେ ଅଜାଣତରେ ଗୋଡ଼ ଉଠାଇ ଦେଇ ଥାଉ, ମନ ଭିତରେ ଗୀତକୁ ଗୁଣୁ ଗୁଣୁ କରିଥାଉ।

ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ତାହା ଏବେ ବେଶ୍ ଭାଇରାଲ ହେଉଛି।ଏହା ଏକ ଏମିତି ସୀଙ୍ଗୀଙ୍ଗ ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି।ଆପଣ ଏହି ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ।

ଏଠାରେ ଗାୟକ ଗାୟିକା କେଡେ ସୁନ୍ଦର୍ ଭାବରେ ଯାତ୍ରା ପେଣ୍ଡାଲ ପାର୍ଶ୍ଵରେ ବସି ଏକ ସୁନ୍ଦର୍ ରୋମାଣ୍ଟିକ ଗୀତ ଗାଉଥିବାର ନଜର ଆସିଛନ୍ତି। ଆଉ ଏହି ଗୀତରେ ଯାତ୍ରା ପେଣ୍ଡାଲ ରେ ହିରୋ ହିରୋଇନ୍ ଏବଂ ଅନ୍ୟ ଯାତ୍ରା ଡାନ୍ସର ମାନେ ନୃତ୍ୟ କରୁଛନ୍ତି।

ତେବେ ଗାୟକ ପ୍ରମୋଦ ଏବଂ ଫିମେଲ ସିଙ୍ଗର ନନ୍ଦିନୀ ଏଠାରେ ଗାଉଥିବା ଗୀତଟି ହେଉଛି, ମୋ ଶବକୁ ମଶାଣି ମନା । ତେବେ ସେମାନେ ତୁଳସୀ ଗଣନାଟ୍ୟ ର ଏକ ଅପେରାର ଏହି ସୁନ୍ଦର୍ ଲଭ୍ ସଙ୍ଗ ଟି ଗାଇଛନ୍ତି । ଯାହାକୁ ଶୁଣିବା ପରେ ସମସ୍ତଙ୍କ ମନମୁଗ୍ଧ ହୋଇଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।