new twist -ସବୁ ଅପେକ୍ଷାର ଅନ୍ତ ହେଲା— ଶ୍ୱଶୁର ଡାକୁଛନ୍ତି ମାଆ ତୁ ଭିତରକୁ ଆ, ପ୍ରମିଳା ମାକୁ ଏମିତି କହି କାନ୍ଦିଲେ ଦୀପିକା… ଦେଖନ୍ତୁ Video

ତେବେ ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ମାସେ ଉପରେ ହେବ ଦୀପିକା ଓ ଦିନେଶ ଙ୍କର ଘଟଣା କେତେ ଯେ ମାତ୍ରା ରେ ଚର୍ଚ୍ଚା ର ବିଷୟ ପାଲଟିଛି | ବର୍ତ୍ତମାନ ସମୟରେ ପୁଣି ଏକ ଲଜ୍ୟା ଜନକ ଘଟଣା ଦେଖିବା ପାଇଁ ମିଳିଛି ଦୀପିକା ଙ୍କର ଶଶୁର କଣ ଭାବି ସେ ବୋହୂ ଙ୍କୁ ଏଭଳି ବ୍ୟବହାର କଲେ ତାହା ଖୁବ ଲଜ୍ୟା ଜନକ କଥା ଅଟେ | ବାହାରେ ବର୍ଷା ହେଉଛି ଏ ଘରେ କେହି ନାହାଁନ୍ତି ସେ ଘରେ ବି କେହି ନାହାଁନ୍ତି, ଘରେ ମା ନାହିଁ କି ଗୋସେଇ ମା ବି ନାହିଁ ଆ ଭିତରକୁ ପଲେଇ ଆ |

ଏମିତି କୁଆଡେ ଦୀପିକା ଙ୍କୁ ତାଙ୍କ ଶଶୁର କହି ଥିଲେ, ଯେଉଁ ଦିନ ବର୍ଷା ହେଉ ଥିଲା ଆଉ ଯେଉଁ ଦିନ ପ୍ରମିଳା ତ୍ରିପାଠୀ ଭୁବନେଶ୍ୱର ଥିଲେ | ଆଉ ଯେତେ ବେଳେ ଭୁବନେଶ୍ୱର ରୁ ପ୍ରମିଳା ତ୍ରିପାଠୀ ଫେରି ଥିଲେ ଆଉ ତାଙ୍କ ଝିଅ ଦୀପିକା ଙ୍କୁ ଦେଖା କରିବା ପାଇଁ ଯାଇ ଥିଲେ ସାଙ୍ଗରେ ପନିପରିବା ଆଉ ମିଠା ମଧ୍ୟ ନେଇକି ଯାଇ ଥିଲେ | ଆଉ ସେତେ ବେଳେ ଦୀପିକା କାନ୍ଦି କାନ୍ଦି ତା ମା ଅର୍ଥାତ ପ୍ରମିଳା ତ୍ରିପାଠୀ ଙ୍କୁ ଏମିତି କିଛି କହି ଥିଲେ |

ଆଉ ତାପରେ ପ୍ରମିଳା ତ୍ରିପାଠୀ ଙ୍କ କହିବା କଥା ଏହାର ପରିଣାମ କଣ ହେବ ତାହା ତମେ ବଳେ ବୁଝିବ | ବୋହୂ ଯେତେ ବେଳେ ମୁହଁରେ ଜବାବ ଦେବ ସେତେ ବେଳେ ଠିକ ବୁଝି ପାରିବ, ମୁଁ 5 ଦିନ ପାଇଁ ଭୁବନେଶ୍ୱର କୁ ଯାଇ ଥିଲି ଯେ ତମେ ମାନେ ମୋ ଝିଅକୁ ହଇରାଣ କରିଛ | ଘରେ କେହି ନଥିବା ବେଳେ ତୁମେ ତାକୁ ଭିତରକୁ ଡାକିଛ ଏହାର ଜବାବ ତୁମେ ନିଶ୍ଚୟ ପାଇବ |

ଏବେ କିନ୍ତୁ ମୁଁ ଆସିଛି ଆଉ ଭୁବନେଶ୍ୱର ରୁ ଖୁସି ଖବର ନେଇ ଆସିଛି ରାତି ପାହିଲେ ଜାଣିବ ହୁସିଆର ରୁହ | ତେବେ ଏମିତି କିଛି କଥା କହି ସମାଜ ସେବୀ ପ୍ରମିଳା ତ୍ରିପାଠୀ ଦିନେଶ ଙ୍କର ପରିବାର କୁ ଟାର୍ଗେଟ କରିଛନ୍ତି |

କଥା ହେଉଛି ଏହା କି କୁହାଯାଉଛି କି ଯେତେବେଳେ ପ୍ରମିଳା ତ୍ରିପାଠୀ ଭୁବନେଶ୍ୱର ଯାଇ ଥିଲେ ଠିକ ସେତିକି ବେଳେ ବର୍ଷା ହୋଇ ଥିଲା | ଦୀପିକା ଙ୍କ ଶଶୁର କୁଆଡେ ଘରେ ଏକୁଟିଆ ଥିଲେ ଆଉ ସେତିକି ବେଳେ ତାଙ୍କ ବୋହୂ କୁ ଡାକୁଛନ୍ତି ଆ ମା ଭିତରକୁ ପଳେଇ ଆ |

ଆଉ ଯାହାକୁ ଦୀପିକା ପ୍ରମିଳା ତ୍ରିପାଠୀ ଙ୍କ ଆଗରେ କହିଛନ୍ତି ଆଉ ତାପରେ ପ୍ରମିଳା ଙ୍କ ରାଗ ବର୍ତ୍ତମାନ ଚରମ ସୀମାରେ ପହଞ୍ଚି ଯାଇଛି | ଯଦି ପ୍ରମିଳା ଙ୍କ ଅନୁପସ୍ଥିତ ରେ ଦୀପିକା ଙ୍କର ଶଶୁର ତାଙ୍କୁ ଏମିତି କହି ଥାଆନ୍ତି ତେବେ ସ୍ଥିତି ଭୟଙ୍କର ହେବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।