Black Bull V Red Bull ବୁଢା ଲୋକ କୁ ଭଗବାନ ହେଲେ ସାହା… ଭିଡ଼ିଓ ଦେଖିଲେ ଗୋଡ ତଳୁ ମାଟି ଖସିଯିବ.

ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ଯେଉଁଠି ଯେଉଁ ଘଟଣା ଘଟିଲେ ବି ଆମେ ତାକୁ ସହଜରେ ଦେଖିବାକୁ ସକ୍ଷମ ହୋଇଥାଉ ଘରେ ବସି ରହି। ସ୍ୱାଭାବିକ ଭାବରେ ଆମେ ପ୍ରତିଦିନ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଆପଣ ମଧ୍ୟ ଅନେକ ଏପରି ଘଟଣା ଦେଖିଥିବେ।

ତେବେ ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତି ଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ ।

ଏଥିରେ ଅନେକ ଘଟଣା ଖୁବ୍ ମଜାଳିଆ ଥାଏ ତ ଆଉ କିଛି ଘଟଣା ଦୁଃଖ ଦାୟକ ଥାଏ। ବିଭିନ୍ନ ପ୍ରକାର ଘଟଣା ର ଭିଡ଼ିଓ ସୋସିଆଲ ମିଡିଆ ରେ ରେ ଚର୍ଚ୍ଚା ର ବିଷୟ ପାଲଟି ଥାଏ। ତେବେ ଏବେ ଏକ ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡ଼ିଓ ରେ ଦୁଇ ଜଣ ଷଣ୍ଢ ଖୁବ୍ ଭୟଙ୍କର ଭାବେ ଲଢେଇ ଲାଗୁ ଥିବାର ଦେଖିବା ପାଇଁ ମିଳିଛି।

ତେବେ ଆପଣ ମନେ ତ ଜାଣିଥିବେ ଷଣ୍ଢ ଲଢେଇ କେତେ ଭୟଙ୍କର ଅଟେ । ସେହି ସମୟ ରେ ଆଖ ପାଖରେ ଲୋକ ରହିବା ପାଇଁ ବିପଦ ମନେ କରନ୍ତି । କାହିଁକି ନାଁ ଗାଈ, ବଳଦ ଓ ଷଣ୍ଢ ଯେତେ ବେଳେ ମଣିଷ ମାନଙ୍କ ଉପରେ ଆକ୍ରମଣ କରନ୍ତି, ସେମାନ ଙ୍କୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡିଆ ଖାବରା କରି ରକ୍ତାକ୍ତ କରି ଦେବା ପାଇଁ ଚେଷ୍ଟା କରି ଥାଆନ୍ତି। ଏଥି ସହିତ ସେମାନ ଙ୍କୁ ଦେଖିବା ମାତ୍ରେ ମଧ୍ୟ ଭୟ ଲାଗି ଥାଏ।

ସେହିପରି ଏକ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ଯାହା କ୍ୟାମେରା ରେ ରେକର୍ଡ ହେବାପରେ ଏବେ ସାମ୍ନାକୁ ଆସିଛି।ଏଠାରେ କିପରି ଭାବରେ ଦୁଇ ଜଣ ଷଣ୍ଢ ରାସ୍ତା ମଝିରେ ଲଢେଇ ଲାଗୁଛନ୍ତି ତାହା ଥରେ ଦେଖନ୍ତୁ। ବୁଲା ଷଣ୍ଢ ଦୁଇଟି ଶିଙ୍ଗ ରେ ପରସ୍ପର କୁ କିପରି ଆକ୍ରମଣ କରୁଛନ୍ତି ତାହା ଦେଖିଲେ ଆପଣ ଡରିଯିବେ।

ସ୍ଥାନୀୟ ଲୋକେ ଷଣ୍ଢ ଉପରକୁ ପାଣି ଛାଟୁଛନ୍ତି। ଟ୍ରକ୍, ଜିପ୍ ଗୁଡ଼ିକ ହର୍ଣ୍ଣ ମାରିବା ପରେ ଷଣ୍ଢ ଗୁଡ଼ିକ ଏପଟେ ସେପଟେ ଚାଲି ଯାଉଛନ୍ତି। ଏଭଳି ଘଟଣା ସେଠାରେ ଉପସ୍ଥିତ ଲୋକଙ୍କୁ ଭୟଭୀତ କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।