ସ୍ତ୍ରୀକୁ ଖୁସୀ କରିବା ପାଇଁ ହେଲେ ପ୍ରତି ରାତିରେ ସ୍ୱାମୀମାନେ ସେବନ କରନ୍ତୁ ଏହି ଜିନିଷ – Sadhu Bani

ବିବାହ କରି ସାରିବା ପରେ ସତାଜରେ ପ୍ରତ୍ୟେକ ସ୍ୱାମୀ ଓ ସ୍ତ୍ରୀ ଖୁସି ରେ ଜୀବନ ଅତିବାହିତ କରିବା ପାଇଁ ଚାହିଁଥାନ୍ତି। ଯେମିତିକି ତାଙ୍କ ସ୍ୱାମୀ ତାଙ୍କୁ ସବୁ ପ୍ରକାର ଖୁସି ଦେଇ ପାରୁଥିବ ଏବଂ ପ୍ରତ୍ୟେକ ଆଶା କୁ ପୂରା କରି ଦେଉଥିବେ। ଆପଣ ମାନେ ନିଶ୍ଚିତ ଜାଣିଥିବ କି ,କିଛି ଦାମ୍ପତ୍ୟ ଜୀବନ ରେ ଝଗଡ଼ା ଓ ମନ ମତାନ୍ତର ଦେଖା ଯାଇଥାଏ ।ଯାହା ସେମାନଙ୍କୁ ପରସ୍ପର ଠାରୁ ଅଲଗା ମଧ୍ୟ କରି ଦେଇଥାଏ। କିଛି ପୁରୁଷ ମାନଙ୍କ ଠାରେ ପୁରୁଷତ୍ୱ କମ୍ ରହିଥାଏ ,ଯାହା ତାଙ୍କ ଜୀବନ ସାଥୀଙ୍କୁ ଖୁସି କରାଇବାରେ ନିରାଶ ହୋଇଥାଏ।

ଉଭୟଙ୍କ ମଧ୍ୟରେ ମତାନ୍ତର ମଧ୍ୟ ଦେଖା ଯାଇଥାଏ ।ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ ,ଯାହାର ସେବନ କରି ଆପଣ ମାନେ ଆପଣଙ୍କ ପୁରୁଷତ୍ୱ କୁ ଫେରି ପାଇବେ।

ଯଦି ଆପଣ ସଂଭୋଗ କରିବା ସମୟରେ ଶୀଘ୍ର ପତ୍ତନ ହୋଇ ଯାଉଛି ,ସଂଭୋଗ କରିବା ପାଇଁ ଇଛା ହେଉ ନାହିଁ ବା ଆପଣଙ୍କ ଗୁପ୍ତାଙ୍ଗ ଉତ୍ତେଜିତ ହେଉ ନାହିଁ। ତେବେ ଏହା ଉପଭୋଗ କରିବା ଦ୍ୱାରା ଏମିତି ସମସ୍ୟା ମୂଳରୁ ଦୂର ହୋଇଯିବ। ତେବେ ଜାଣିବା ସେହି ସହଜ ସରଳ ଘରୋଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ।

ଆବଶ୍ୟକ ସାମଗ୍ରୀ-

 

୧- ଗୁଜୁରାତି

୨- ମିଶ୍ରି

୩- କ୍ଷୀର

ପ୍ରସ୍ତୁତି ପ୍ରଣାଳୀ –

ପ୍ରଥମେ ଆପଣ ମାନେ ୨ ରୁ ୩ ଟି ଅଳେଇଚ ନେଇ ତାର ମଞ୍ଜି ବାହାର କରି ନିଅନ୍ତୁ ।ଏଥି ସହିତ ଅଳ୍ପ ମିଶ୍ରି ନେଇ ତାହାକୁ ଗୁଣ୍ଡ କରି ନିଅନ୍ତୁ। ଏବେ ଏକ ପେନ ରେ ଏକ ଗ୍ଲାସ୍ କ୍ଷୀର ନିଅନ୍ତୁ ଓ ସେଥିରେ ଗୁଣ୍ଡ କରାଯାଇଥିବା ଅଳେଇଚ ଓ ମିଶ୍ରି କୁ ପକାନ୍ତୁ। ଏବେ ଏହି ସମସ୍ତ ମିଶ୍ରଣ କୁ ହାଲକା ଆଞ୍ଚରେ ଫୁଟାଇ ଦିଅନ୍ତୁ। ଏହା ଭଲ ଭାବରେ ଫୁଟିଗଲା ପରେ ଏକ କପ୍ ବା ଗ୍ଲାସ୍ ରେ ଭଲ ଭାବରେ ଛାଣି ନିଅନ୍ତୁ। ବର୍ତ୍ତମାନ ଏହି ଉପଚାର ଟି ପ୍ରସ୍ତୁତ ହୋଇ ସାରିଛି। ଏଥିରେ ପ୍ରୟୋଗ କରାଯାଉଥିବା ଦୁଇଟି ସାମଗ୍ରୀ ଆପଣଙ୍କ ଘରେ ବହୁତ ସହଜରେ ମିଳିଯିବ।

ବ୍ୟବହାର ପ୍ରଣାଳୀ –

ଏହି ଉପଚାର କୁ ଆପଣ ସନ୍ଧ୍ୟା ସମୟରେ ୧୦ ରୁ ୧୫ ଦିନ ସେବନ କରନ୍ତୁ ।ଆପଣଙ୍କ ର ସମସ୍ତ ଜୌନ ସମସ୍ୟା ଦୂର ହୋଇଯିବ। ପତି ପତ୍ନୀ ଙ୍କ ମଧ୍ୟରେ ଖୁସି ର ବାତାବରଣ ରହିବ ଓ ସଂଭୋଗ ର ମଜା ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ନେଇ ପାରିବେ। ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ମଧ୍ୟ ନଥାଏ ।ସମ୍ପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ। ଆପଣ ମାନେ ଏହାକୁ ନିଶ୍ଚୟ ବ୍ୟବହାର କରି ଦେଖନ୍ତୁ, ଖୁବ୍ ଶୀଘ୍ର ଏହାର ରେଜଲ୍ଟ ପାଇଯିବେ।