ଓଃ କି ଡ୍ୟାନ୍ସ ! Tip Tip Barsa Pani ଗୀତରେ ରୋମାଣ୍ଟିକ ଡ୍ୟାନ୍ସ କଲେ ଏହି Cute ଯୋଡି… ଦେଖିଲେ ନିଜକୁ ସମ୍ଭାଳି ପାରିଲେନି…

ସମସ୍ତଂକ ପାଖରେ କିଛି ନା କିଛି ପ୍ରତିଭା ରହିଥାଏ। କାହା ପାଖରେ କମ୍ ଥାଏ ତ ଆଉ କାହା ପାଖରେ ବହୁତ୍ ଅଧିକ ରହିଥାଏ। ତେବେ କେତେକ ନିଜ ପ୍ରତିଭାକୁ ଦେଖାଇବା ପାଇଁ ସକ୍ଷମ ହୋଇ ପାରନ୍ତି ନାହିଁ। କାରଣ ସେମାନଙ୍କୁ ଉପଯୁକ୍ତ ସୁଯୋଗ ମିଳି ପାରେ ନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ନିଜର ପ୍ରତିଭା ଦେଖାଇବା ପାଇଁ ସୋସିଆଲ ମିଡିଆ ସବୁଠୁ ବଡ଼ ମାଧ୍ୟମ ସାଜି ପାରିଛି।

ସୋସିଆଲ ମିଡିଆରେ ମାଧ୍ୟମରେ ବହୁ ପ୍ରତିଭା ମାନ ଲୋକ ଲୋଚନକୁ ଖୁବ୍ ସହଜରେ ଆସି ପାରୁଛି। ବେଳେବେଳେ ସୋସିଆଲ ମିଡିଆରେ ଏଭଳି କିଛି ପ୍ରତିଭା ଦେଖିବାକୁ ମିଳିଥାଏ ଯାହା ଦେଖିବାକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି। ଏବଂ ସମୟ କ୍ରମେ ସେହି ଭିଡିଓଖୁବ୍ ଭାଇରାଲ ମଧ୍ୟ ହୋଇଥାଏ। ଠିକ୍ ସେହିପରି ଏକ ଭାଇରାଲ ଭିଡିଓ ବାବଦରେ ଆମେ ଆଜି ଆପଣମାନଙ୍କୁ ଜଣାଇବୁ ଯାହା ଦେଖିଲେ ଆପଣଙ୍କୁ ନିଶ୍ଚିତ ଭାବରେ ଖୁସି ଲାଗିବ।

ତେବେ ନିକଟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଏପରି ଏକ ଭିଡିଓ ଯାହା ଦେଖିଲେ ଆପଣଙ୍କୁ ଖୁବ୍ ଖୁସି ଲାଗିବ। କାରଣ ଏଠାରେ ଜଣେ ଯୁବତୀ ଏଭଳି ଅଙ୍ଗଭଙ୍ଗୀ ଦେଖାଇ ଡାନ୍ସ କରୁଛନ୍ତି ଯାହା ସମସ୍ତଂକ ମନକୁ ଛୁଇଁ ପାରିଛି।

ତେବେ ଆପଣ ଅନେକ ସମୟରେ ଯୁବକ ଯୁବତୀ ମାନଙ୍କ ଡାନ୍ସ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। କିନ୍ତୁ ଏହି ଡାନ୍ସ ଭିଡିଓର କୋରିଓଗ୍ରାଫି ଯେଉଁ ଭଳି ହୋଇଛି ତାହା ବେଶ୍ ଆକର୍ଷଣୀୟ ହୋଇଛି ଯାହା ଦେଖିବାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଆପଣ ମଧ୍ୟ ଏହି ଡାନ୍ସଙ୍କର ଷ୍ଟାଇଲ ଦେଖିଲେ ସେମାନଙ୍କ ଡାନ୍ସର ଦିୱାନା ହୋଇଯିବେ। ତେବେ ସେମାନେ ମନ ଖୋଲି ଯେଉଁ ଭଳି ଜବରଦସ୍ତ ଡାନ୍ସ ଦେଖାଉଛନ୍ତି ତାକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ।

ତେବେ ଏହି ଡାନ୍ସ ଭିଡିଓରେ ଦେଖିବାକୁ ମିଳୁଛି ୩ ଜଣ ଯୁବତୀ ହଳଦୀ ରଙ୍ଗର ଶାଢ଼ୀ ପିନ୍ଧି ଷ୍ଟେଜରେ ତାଙ୍କର ଜବରଦସ୍ତ ଡାନ୍ସ ଦେଖାଉ ଅଛନ୍ତି।ତେବେ ଏହି ଯୁବତୀ ମାନେ ରୋମାଣ୍ଟିକ ହିନ୍ଦି ଗୀତ ଟିପି ଟିପି ବର୍ଷା ପାଣି ଗୀତରେ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି।

ଏହି ତିନି ଜଣ ଯୁବତୀଙ୍କ ଷ୍ଟାଇଲ ଓ ପ୍ରତ୍ୟେକ ଡାନ୍ସ ଷ୍ଟେପ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି।ଏହି ଭିଡିଓ ଟି ଏବ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାର କୋରିଓଗ୍ରାଫି ଏତେ ସୁନ୍ଦର ହୋଇଛି ଯେ ଲୋକେ ଏହାକୁ ଦେଖି ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୭ ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି। ତେବେ ଆପଣ ମଧ୍ୟ ଏହି ସୁନ୍ଦର ଡାନ୍ସକୁର ଦେଖି ଏହାର ମଜା ନିଅନ୍ତୁ। ଏହି ଭିଡିଓଟି ଏତେ ଆକର୍ଷଣୀୟ ହୋଇଛି ଯେ ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।