viral audio call – ଘରେ କେହି ନାହାନ୍ତି ଏବେ ଆସ ମୋ ସହ ଯାହା କରୁଛ କର କିନ୍ତୁ ବାଓରେ ମୋର ମାର୍କ ଦରକାର ଏମିତି କହି କଲେଜ ଛାତ୍ରୀ ଡାକୁଛନ୍ତି ସାରଙ୍କୁ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ପ୍ରତିଦିନ ଏମିତି ଆଶ୍ଚର୍ଯ୍ୟ କରିଥିବା ଭଳି ଭିଡିଓ ଅନେକ ସମୟରେ ନଜରରେ ଆସିଥାଏ। ଆଉ କିଛି ଘଟଣା ସମାଜକୁ ଶିକ୍ଷା ଦେଇଥିବା ବେଳେ ଆଉ କିଛି ଶିକ୍ଷା ହୀନ ସମାଜ ପରିଚୟ ସୃଷ୍ଟି କରିଥାଏ। ଏବେ ସେହିପରି ଜଣେ ଶିକ୍ଷୟିତ୍ରୀ ଙ୍କ କାର୍ଯ୍ୟ ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଗୁରୁ ହିସାବରେ ସମସ୍ତଙ୍କୁ ହିଂସା ଓ ରାଗ କୁ ନିୟନ୍ତ୍ରଣ କରିବା ପାଇଁ ବୁଝେଇଥିବା ବେଳେ ଅନ୍ୟ ପଟେ ଏମିତି ବ୍ୟବହାର ସମସ୍ତଙ୍କୁ ଚମକେଇ ଦେଇଛି ।

ଆଉ ତାପରେ ସେଠାରେ ଉପସ୍ଥିତ ଥିବା ଶିକ୍ଷା ଅଧିକାରୀ ଙ୍କ ସାମ୍ନାରେ ଓ ପରେ କଣ ହେଲା ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ। ଏହି ଘଟଣାଟି ଏକ ଭୟଙ୍କର ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି।

ଆଉ ସେଠାରେ ଜଣେ ଶିକ୍ଷକ ଙ୍କୁ ବହୁତ ମାଡ଼ ମାରିଥିଲେ ସେହି ସ୍କୁଲର ଶିକ୍ଷୟିତ୍ରୀ। କିନ୍ତୁ ଏହା ନଥିଲା ସ୍କୁଲ ମାମଲା ବରଂ କିଛି ବ୍ୟକ୍ତିଗତ ତିକ୍ତତା ପାଇଁ ମାଡ଼ ମାରିଥିବା ସୂଚନା ରୁ ଜଣା ପଡ଼ିଥିଲା। ଏହି ଘଟଣା ସମୟରେ ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତ ରହିଥିଲେ। ଏହି ଘଟଣା କୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଜୋର ସୋର ରେ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଏମିତି ଅଦ୍ଭୁତ ଘଟଣା ତାହା ଏମିତି କେବେ ଦେଖା ଯାଇ ନଥିଲା।

ଜଣେ ଶିକ୍ଷିତ ବ୍ୟକ୍ତି ହୋଇ ଏମିତି ଆଚରଣ ତାହା ଅତି ନିନ୍ଦନୀୟ। ଏହା ଏକ ଅଭାବନୀୟ ଘଟଣା ଯାହା ମାଲକାନଗିରି ଜିଲ୍ଲା ର କାଲିମେଳା ବ୍ଲକ୍ ଅନ୍ତର୍ଗତ ଟିଗଲ ଗ୍ରାମ ପଞ୍ଚାୟତ ର ଏମ୍. ପି. ଭି. ୬୫ ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଘଟିଥିବାର ଦେଖା ଦେଇଛି।

 

ଆଉ ଏମିତି ଭିନ୍ନ ଧରଣର ରହସ୍ୟ ଯାହା ଶିକ୍ଷିତ ସମାଜକୁ ସମାଲୋଚନା କରୁଛି ଆଉ ଏହାକୁ ମଧ୍ୟ ନିନ୍ଦା କରାଯାଉଛି। ଏହି ଘଟଣାରେ ଶିକ୍ଷୟିତ୍ରୀ ଙ୍କର ଏହିଭଳି ବ୍ୟବହାର କୁ ସାମ୍ନାରେ ଥିବା ଶିକ୍ଷା ଅଧିକାରୀ ମାନେ ଦେଖି ଚମକି ପଡ଼ିଛନ୍ତି। ଯାହାକୁ ସେମାନେ ମଧ୍ୟ ନିନ୍ଦା କରିଛନ୍ତି। ଜଣେ ସମାଜକୁ ଶିକ୍ଷା ପ୍ରଦାନ କରୁଥିବା ବେଳେ ଏମିତି ନିଜକୁ ନିୟନ୍ତ୍ରଣ ରେ ରଖି ନ ପାରିବା ତାହା ଅପାରଗତା ର ପରିଚୟ ସୃଷ୍ଟି କରିଛନ୍ତି। ଆଉ ଏହି ସମୟରେ କେହି ଜଣେ ଭିଡିଓ ରେକର୍ଡ କରୁଥିଲା ଜଣା ପଡ଼ିଛି। ଏଠାରେ ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଜଣେ ଶିକ୍ଷୟିତ୍ରୀ ଙ୍କର ଏହି ଘଟଣା କୁ ନେଇ ବର୍ତ୍ତମାନ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମାଡ଼ ଖାଇଥିବା ଶିକ୍ଷକ।

ସେହି ଶିକ୍ଷକ ଜଣକ ମାଡ଼ ଖାଉଥିବାର ସମୟର ଏକ ଭିଡିଓ ଏବେ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ଘଟଣାଟି ଏମ୍. ପି. ଭି ୬୫ ଗ୍ରାମର ଦୁଇ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ବ୍ୟକ୍ତିଗତ ବାର୍ତ୍ତାଳାପ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ସଙ୍ଗେ ସଙ୍ଗେ ଉତ୍ତେଜିତ ହୋଇ ଶିକ୍ଷୟିତ୍ରୀ ଜଣକ ଅନ୍ଯ ଜଣେ ସାଥୀ ଶିକ୍ଷକ ଙ୍କୁ ମାଡ଼ ମାରିଥିଲେ। ଯାହା ଆପଣମାନେ ଦେଖିବାକୁ ପାଇଥିବେ। କିନ୍ତୁ ଏହି ଭିଡିଓ କେବେକାର ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଏହି ଭିଡିଓ ଭାଇରାଲ ହେବା ପରେ ମାଲକାନଗିରି ବାସୀ ତୀବ୍ର ନିନ୍ଦା କରୁଥିବାର ଜଣା ପଡ଼ିଛି।