ଓଃ କି ଡ୍ୟାନ୍ସ ! ଏହି ଗାଉଁଲି ଝିଅର ” Mujhko Yaad Sataye Teri ” ଗୀତରେ କଲେ ରୋମାଣ୍ଟିକ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି….

ତେବେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |

ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | ଏଥିମଧ୍ୟରୁ ଡ୍ୟାନ୍ସ ହେଉଛି ଅନ୍ୟତମ ଯାହାକୁ ଦେଖିଲେ ଆମ ନିଜ ପାଦ ମଧ୍ୟ ନାଚି ଉଠି ଥାଏ ଏବଂ ଏକ ପ୍ରକାର ର କୌତୁହଳ ସୃଷ୍ଟି ହୋଇ ଥାଏ |

ତେବେ ସବୁଠାରୁ ଛୋଟ ଛୋଟ ପିଲା ଙ୍କର କିଛି ପ୍ରତିଭା ଦେଖିବାକୁ ଖୁବ ଭଲ ଲାଗିଥାଏ ସେ ଯେମିତି ବି ଅଣ୍ଟା ହଲାଇ ଦିଅନ୍ତୁ ତାହା ଖୁବ ମନ କୁ ଆନନ୍ଦ ଦେଇ ଥାଏ | ତେବେ ଆଜି ସେଭଳି ଏକ କୁନି ଝିଅ କଥା କହିବୁ ଯାହାଙ୍କର ଡ୍ୟାନ୍ସ ରେ ଆପଣ ମଧ୍ୟ ମୁଗ୍ଧ ହୋଇ ଯିବେ ଏବଂ ପ୍ରଶଂସା ନ କରି ରହି ପାରିବେ ନାହିଁ |

ତେବେ ଏକ କୁନି ଝିଅ ଟି ବ୍ଲାକ ରଙ୍ଗ ର ଡ୍ରେସ ପିନ୍ଧି ମୁଝେ ୟାଦ ସତାୟେ ତେରି ଗୀତ ରେ ଜବରଦସ୍ତ ଡ୍ୟାନ୍ସ କରି ଦେଖାଇଛନ୍ତି | କୁନି ଝିଅ ଟିର ବୟସ ହେଉଛି ମାତ୍ର 5 ବର୍ଷ ଏହି ଏତେ କମ ବୟସ ରେ ସେ ଯେଉଁଭଳି ଭାବରେ ଅଙ୍ଗଭଙ୍ଗି କରି ଡ୍ୟାନ୍ସ ଦେଖାଉଛନ୍ତି ତାହା ଖୁବ ଆକର୍ଷିତ କରୁଛି | ତେବେ ଏତେ ସୁନ୍ଦର ଝିଅ ଟିକୁ ବ୍ଲାକ ରଙ୍ଗ ର ଡ୍ୟାନ୍ସ ପିନ୍ଧି ଥିବାରୁ ସେ ଆହୁରି କ୍ୟୁଟ ଲାଗୁଛି ଯାହାକି କୁନି ଝିଅ ଟିର ଡ୍ୟାନ୍ସ ଦେଖିବା ପାଇଁ ଆହୁରି ସୁନ୍ଦର ଲାଗୁଛି |


ତେବେ ଏହି ଭିଡ଼ିଓ ଟି କେଉଁ ସ୍ଥାନର ତାହା ସଠିକ ଭାବରେ ଜଣା ପଡ଼ି ନାହିଁ କିନ୍ତୁ କୁନି ଝିଅ ର ଡ୍ୟାନ୍ସ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ଆଉ ଏଭଳି ଏକ ସୁନ୍ଦର ଜବରଦସ୍ତ ଡ୍ୟାନ୍ସ ଯିଏ ବି ଦେଖୁଛି ସେ କେବଳ ପ୍ରଶଂସା ହିଁ କରୁଛି | ଏଭଳି କୁନି କୁନି ପିଲା ଙ୍କର କିଛି ଚୁଲବୁଲି ପ୍ରତିଭା ମନକୁ ଖୁବ ଖୁସି ଦେଇ ଥାଏ |