ଭୟଙ୍କର ବିଷଧର ଚନ୍ଦ୍ର ନାଗ ( Venomous Cobra ) ସହ ଶୋଇଥିଲା ପୁରା ପରିବାର… ଅନ୍ଧ ବିଶ୍ୱାସରେ ମହିଳା ଜଣକ କରିଦେଲେ ଏମିତି… ଆଉ ତା ପରେ..

ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ | ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ | ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ ଆଉ ମଣିଷ ମଧ୍ୟ ନିଜକୁ ରକ୍ଷା କରିବା ଲାଗି ସାପ କୁ ମାରି ଦେଇଥାଏ |

କିନ୍ତୁ ବର୍ତ୍ତମାନ ର ଲୋକମାନେ ସଚେତନ ହୋଇଗଲେଣି ଆଉ ବିଷଧର ସାପ କୁ ଦେଖିଲେ ସେମାନେ ତାକୁ ନମାରି ଜଙ୍ଗଲ ବିଭାଗ ତଥା ସାପ ଧରାଳି ଙ୍କୁ ସୂଚନା ଦେଉଛନ୍ତି, ଆଉ ସେମାନେ ଆସି ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲ କୁ ନେଇ ଯାଉଛନ୍ତି |

ତେବେ ଏହିଭଳି ଏକ ଭିଡ଼ିଓ ବିଷୟ ରେ ଜଣେଇବୁ ଯାହା ଦେଖିଲେ ଆପଣ ଚକିତ ହୋଇଯିବେ ତେବେ ଆସନ୍ତୁ ଜାଣିବା ସେହି ଭାଇରଲ ଭିଡ଼ିଓ ଟି ବିଷୟରେ | ତେବେ ସବୁ ସାପ ଠାରୁ ବିଷଧର ଚନ୍ଦ୍ର ନାଗ ସାପ ଅନ୍ୟତମ ଅଟେ ଯାହାକି ବିଷଧର ସହିତ ବିଶାଳକାୟ ଅଟେ |


ତେବେ ସେଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଯେଉଁଠି ଏକ ଗ୍ରାମର କୁଡ଼ିଆ ଘରେ ବିଶାଳକାୟ ନାଗ ସାପ ଦେଖିବା ପାଇଁ ମିଳିଛି | ତେବେ ଏହାକୁ ପରିବାର ଲୋକ ପ୍ରଥମେ ଦେଖି ଖୁବ ଭୟଭୀତ ହୋଇ ଯାଇ ଥିଲେ କାରଣ ସାପ ଟି ଫଁ ଫଁ ହୋଉ ଗର୍ଜନ କରୁ ଥିଲା | ତେବେ ପରେ ପରେ ଗ୍ରାମ ବାସୀ ସାପ ଧରାଳି ଙ୍କ ସହ ଯୋଗାଯୋଗ କରି ଡକାଇ ଥିଲେ | ତୁରନ୍ତ ସାପ ଧରାଳି ଘଟଣା ସ୍ଥଳରେ ପହଞ୍ଚି ସାପ ଟିକୁ ନିଜ ବିଦ୍ୟା ର କୌଶଳ କ୍ରମେ ଉଦ୍ଧାର କରି ନେଇ ନିକଟସ୍ଥ ଏକ ଜଙ୍ଗଲ ରେ ଛାଡ଼ି ଦେଇ ଥିଲେ |

ତେବେ ସୋଭାଗ୍ୟ ବଶତଃ ସାପ ଟି କାହାକୁ ବି ଦଂଶନ କରି ନଥିଲା ନଚେତ କାହାର ବି ଜୀବନ ଯିବାର ସମ୍ଭାବନା ଥିଲା | ବର୍ତ୍ତମାନ ସମୟରେ ଏହି ଖବର ଟି ଖୁବ ଚାଞ୍ଚଲ୍ୟ ସୃଷ୍ଟି କରିଛି, ତେବେ ଆପଣ ମାନେ ମଧ୍ୟ ଯେଉଁଠି ସାପ ଦେଖୁଛନ୍ତି ତାହାକୁ ନ ମାରି ସାପ ଧରାଳି ଙ୍କ ସହ ଯୋଗାଯୋଗ କରନ୍ତୁ | ନଚେତ ଦିନେ ନା ଦିନେ ଆମ ସମାଜ ରୁ ସାପ ଲୋପ ପାଇଯିବ |