Tumba Carnaval Ensayo ଡ୍ୟାନ୍ସ… ଏମିତି different ଡ୍ୟାନ୍ସ ଜୀବନରେ କେବେ ଦେଖି ନଥିବେ….

| ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି |କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି | ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି |

କିନ୍ତୁ ବେଳେ ବେଳେ ନିଜ ଅଜାଣତ ରେ ମଧ୍ୟ କିଛି ଲୋକ ଅଛନ୍ତି ନିଜ ପ୍ରତିଭା ଦ୍ୱାରା ଭାଇରାଲ ହୋଇ ଥାଆନ୍ତି | ତେବେ ସେଭଳି ଏକ ନିଆଁରା ଡ୍ୟାନ୍ସ ଭିଡ଼ିଓ ସମ୍ପର୍କ ରେ କହିବୁ ଯାହାକି କେତେ ଜଣ ଯୁବତୀ ଙ୍କର ଅଟେ ଆଉ ଏହାକୁ ଦେଖିଲେ ଆପଣ ଆଖି ମଧ୍ୟ ଫେରାଇ ନେଇ ପାରିବେ ନାହିଁ |

ତେବେ ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି କେତେ ଜଣ ଯୁବତୀ ମିଶି ନିଜର ପୋଷାକ ଉଡାଇ ଉଡାଇ ଅଣ୍ଟା ଭାଙ୍ଗି ଭାଙ୍ଗି ଏଭଳି ଭାବରେ ଡ୍ୟାନ୍ସ କରୁଛନ୍ତି ଯାହାକୁ ଦେଖିଲେ ଆପଣ ବେସ ଖୁସି ଅନୁଭବ କରିବେ | ଆପଣ ଅନେକ ଡ୍ୟାନ୍ସ ଦେଖି ଥିବେ କିନ୍ତୁ ଏଭଳି ପ୍ରକାର ଏକ ନିଆଁରା ଅଙ୍ଗ ଭଙ୍ଗି ର ଡ୍ୟାନ୍ସ ଆଗରୁ କେବେ ହେଲେ ମଧ୍ୟ ଦେଖି ନଥିବେ | କିନ୍ତୁ ଏହା ଆମ ଦେଶ ର ଦୃଶ୍ୟ ନୁହେଁ ଏହା ଏକ ଅଲଗା କେଉଁ ଦେଶର ଡ୍ୟାନ୍ସ ଅଟେ |

ଆମର ଯେମିତି ବିଭିନ୍ନ ପର୍ବ ପର୍ବାଣୀ ରହିଛି ଆଉ ସେଥିରେ କିଛି କାର୍ଯ୍ୟକ୍ରମ ଦେଖିବାକୁ ମିଳେ ସେଠାରେ ମଧ୍ୟ ତାଙ୍କର କୌଣସି ପର୍ବ ଏଭଳି ଏକ ଡ୍ୟାନ୍ସ ଦେଖିବା ପାଇଁ ମିଳିଛି |

ଏହି ପର୍ବ ରେ ଅନେକ ସଂଖ୍ୟା ରେ ଯୁବତୀ ଏକାଠି ହୋଇ ରାସ୍ତା ରେ ଧଳା ରଙ୍ଗ ର ପୋଷାକ ପିନ୍ଧି ଅତି ସୁନ୍ଦର ଭାବେ ଡ୍ୟାନ୍ସ କରୁଛନ୍ତି | ସେମାନେ ଯେଉଁ ଭଳି ତାଳେ ତାଳେ ଝୁମି ଝୁମି ଡ୍ୟାନ୍ସ କରୁଛନ୍ତି ତାହା ବୋଧ ହୁଏ ଆପଣ କେବେ ଦେଖି ନଥିବେ |

କାରଣ ଯୁବତୀ ମାନେ ନାଚ ରେ ହଜି ଯାଇ ଏତେ ସୁନ୍ଦର ଭାବେ ପରିଦର୍ଶିତ କରୁଛନ୍ତି କି ତାହାକୁ ଦେଖିଲେ ଆପଣ ଆଖି ମଧ୍ୟ ଫେରାଇ ନେଇ ପାରିବେ ନାହିଁ | ତେବେ ଏଥିରୁ ପ୍ରମାଣିତ ହେଉଛି କି ଭିନ୍ନ ଭିନ୍ନ ଦେଶ ର ଭିନ୍ନ ଭିନ୍ନ ପରମ୍ପରା ଓ ପର୍ବ ଖୁବ ଆକର୍ଷିତ ହୋଇ ଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।