EXCLUSIVE : ପ୍ରଥମ ଥର ପାଇଁ କ୍ୟାମେରା ଆଗରେ ଗୀତ ଗାଇଲେ ହିରୋ ସିଦ୍ଧାନ୍ତ ମହାପାତ୍ର (Sidhant Mohapatra) – ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି

ଆପଣ ମାନେ ଓଡ଼ିଆ ଅଭିନେତା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ।ଆମ ଓଡ଼ିଶାରେ ଖୁବ୍ ଟେଲେଣ୍ଟେଡ ଅଭିନେତା ଅଭିନେତ୍ରୀ ରହିଛନ୍ତି। ଯେଉଁମାନଙ୍କ ବିଷୟରେ ଜାଣିବା ପାଇଁ ଫ୍ୟାନସ୍ ମାନେ ଆଗ୍ରହ ପ୍ରକାଶ କରିଥାନ୍ତି। ଏ ମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି। କାହିଁନା ଏମାନଙ୍କର ଜୀବନ ଶୈଳୀ ସାଧାରଣ ଲୋକଙ୍କ ଜୀବନ ଶୈଳୀ ଠାରୁ ଟିକେ ଭିନ୍ନ ଧରଣର ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମଲ୍ଟି ଟେଲେଣ୍ଟେଡ ଅଭିନେତାଙ୍କ ବିଷୟରେ ଜାଣିବାକୁ ଯିଏକି ନିଜର ଦମଦାର ଅଭିନୟ ଦ୍ୱାରା ୯୦ ଦଶକ ରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ଦର୍ଶକ ମାନଙ୍କ ଦୃହୟରେ ରାଜ କରୁଛନ୍ତି

ତେବେ ସେହି ଭଳି ଜଣେ ଓଡ଼ିଆ ଅଭିନେତା ହେଉଛନ୍ତି ସମସ୍ତଙ୍କର ଅତି ପ୍ରିୟ ସିର୍ଦ୍ଧାନ୍ତ ମହାପାତ୍ର ।୧୯୯୩ ମସିହାରେ ଓଡ଼ିଆ କଥାଚିତ୍ର ‘ଶ୍ରଦ୍ଧାଞ୍ଜଳି’ ମାଧ୍ୟମରେ ସିଦ୍ଧାନ୍ତ ମହାପାତ୍ର ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପି ଥିଲେ। ଆଉ ତା ପରେ ଶହେରୁ ଉର୍ଦ୍ଧ୍ବ ସୁପରହିଟ ସିନେମାରେ ନଜର ଆସିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର।ତେବେ ଏକ ସାକ୍ଷାତକାରରେ ସିଦ୍ଧାନ୍ତ ମହାପାତ୍ର ତାଙ୍କ ସ୍ଵପ୍ନ କଥା କହିଥିଲେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।


ସିଦ୍ଧାନ୍ତ ମହାପାତ୍ର ଙ୍କ ବହୁତ ବଡ଼ ସ୍ବପ୍ନ ଥିଲା କି ସେ ଦିନେ ଦେଶ ର ସେବା କରିବେ ଦେଶ ର ବର୍ଡର ରେ ରହି ସମସ୍ତ ଦେଶ ବାସୀଙ୍କ ସେବା କରିବେ । ଏ ଜନ୍ମ ରେ ତ ହେଇ ପାରିଲା ନାହିଁ କିନ୍ତୁ ଆର ଜନ୍ମ ରେ ସେ ନିଶ୍ଚୟ ଭାବରେ ସିପାହୀ ହେଇ ଜନ୍ମ ନେବେ ବୋଲି କହିଛନ୍ତି । ଆଉ ଯଦି ଦରକାର ପଡେ ତାହେଲେ ସେ ଦେଶ ପାଇଁ ଜୀବନ ବି ଦେଇ ପାରିବେ ବୋଲି ମଧ୍ୟ କହି ଛନ୍ତି ।

ତେବେ ଆଗକୁ ସିର୍ଦ୍ଧାନ୍ତ ମହାପାତ୍ର ଙ୍କ ଏକ ନୂଆ ସିନେମା ଆସୁଛି ଯାହାର ଟେଲର ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି। ସିନେମାର ନାଁ ରହିଛି “ବାପା ସୁପରମ୍ୟାନ” ଏହି ସିନେମାରେ ବାପା ଚରିତ୍ରରେ ଦର୍ଶକ ସିଦ୍ଧାନ୍ତ ମହାପାତ୍ରଙ୍କୁ ଦେଖିବାକୁ ପାଇବେ।ଏହି ସିନେମା ଶୁଭମ ନାଁ ରେ ଜଣେ ପିଲା ସିଦ୍ଧାନ୍ତ

ମହାପାତ୍ର ଙ୍କ ପୁଅ ଭୂମିକା ରେ ଅଭିନୟ କରୁଛନ୍ତି ଯାହା କି ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହୁଛି କି ସେ ସିଦ୍ଧାନ୍ତ ମହାପାତ୍ର ଙ୍କ ଅସଲି ପୁଅ।କିନ୍ତୁ ତାହା ସତ ନୁହଁ ସେ କେବଳ ଚରିତ୍ର ରେ ତାଙ୍କ ପୁଅ ର ଅଭିନୟ କରୁଛନ୍ତି ।ଏହା ପୂର୍ବ ରୁ ଶଙ୍କର ସିନେମା ରେ ମଧ୍ୟ ସିଦ୍ଧାନ୍ତ ମହାପାତ୍ରଙ୍କୁ ଜବରଦସ୍ତ ଭୂମିକାରେ ଦେଖିବାକୁ ମିଳିଥିଲା। ସେଥିରେ ତାଙ୍କ ର ଜବରଦସ୍ତ ଅଭିନୟ ଓ ଫାଇଟିଂ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।