ସକାଳୁ ସକାଳୁ ଉଠିଲା ପରେ କୁହନ୍ତୁ କେବଳ ଏହି ୨ ଶବ୍ଦ ବିନା ପୂଜା ରେ ହେବ ମନସ୍କାମନା ପୁରା /

ବେଳେବେଳେ ଆମ ଜୀବନରେ ହଠାତ୍ ପରିବର୍ତ୍ତନ ଅସିଥାଏ କେତେବେଳେ ଅଚାନକ ଧନ ପ୍ରାପ୍ତି ହୋଇଥାଏ ତ ଆଉ କେତେବେଳେ ସବୁ କାର୍ଯ୍ୟରେ ବାଧା ଆସିଥାଏ ଆଉ ଶୁଭ କାର୍ଯ୍ୟବି ଅଶୁଭ ପାଲଟି ଯାଏ। ଘରେ କଳହ ଲାଗିରହେ ମନ ଭଲ ରହି ନଥାଏ। ଆଉ ସେଥି ପାଇଁ ଆମେ ଡିପ୍ରେଶନକୁ ଚାଲି ଯାଇଥାଉ। ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ କହିବୁ ଯାହା ଦ୍ଵାରା ଆପଣଙ୍କ ଜୀବନରେ କେବେ ହେଲେ ଧନର ଅଭାବ ରହିବ ନାହିଁ। ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ ସେଥିପାଇଁ ସକାଳେ ଉଠି ଆପଣଙ୍କୁ କେବଳ ଦୁଇଟି ଶବ୍ଦ ଜପିବାର ଅଛି।

ତେବେ ଏଥିପାଇଁ ଆପଣଙ୍କୁ କୌଣସି ପୂଜା ପାଠ କରିବାର ଆବଶ୍ୟକତା ନାହିଁ । ଆପଣଙ୍କୁ କେବଳ ସବୁଦିନ ସକାଳେ ଏହି ଉଠି ଦୁଇଟି ଶବ୍ଦ କୁ କହିବାର ଅଛି। ଯାହା ଆପଣଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେବ।

ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ। ନକାରାତ୍ମକ ପ୍ରଭାବ ଠାରୁ ଦୁରେଇ ରହିବେ। ତେବେ ଆପଣଙ୍କ ଘର ର ସମସ୍ତ ସଦସ୍ୟ ଏହି ଉପାୟକୁ ଅବଲମ୍ବନ କରି ପାରିବେ । ଏହି ଉପାୟ କରିବା ଦ୍ଵାରା ବିଦ୍ୟାର୍ଥୀ ମାନଙ୍କର ମାନସିକ ବିକାଶ ହେବ, ଯାହା ଫଳରେ ସେମାନେ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ପାରିବେ।

ଘରର ସ୍ତ୍ରୀ ମାନେ ମଧ୍ୟ ଏହି ଉପାୟ କରି କରି ନିଜ ପରିବାରର ଶୁଭ କାମନା କରି ପାରିବେ। ଏଥି ପାଇଁ ଘରର ସ୍ତ୍ରୀ ମାନଙ୍କୁ ସ୍ନାନ କରିବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ। ସ୍ତ୍ରୀ ମାନେ ଏହି ଦୁଇଟି ଶବ୍ଦର ଉପଯୋଗ କରିଲେ ତାଙ୍କର ବୈବାହିକ ଜୀବନ ବହୁତ ସୁଖମୟ ହେବା ସହ ତାଙ୍କ ପରିବାରରେ ସମୃଦ୍ଧି ହେବ । ଏହା ସହିତ ଘରର ପରିଜନ ମାନେ ମଧ୍ୟ ନିଜର ଭଲ ସ୍ୱାସ୍ଥ୍ୟ ପାଇଁ ଏହି ଶବ୍ଦର ଅବଲମ୍ବନ କରିପାରିବେ ।

ଘରର ପୁଅ ମାନେ ଏହି ଶବ୍ଦର ଅବଲମ୍ବନ କରିଲେ ସେମାନଙ୍କୁ ଚାକିରି କ୍ଷେତ୍ରରେ ସଫଳତା ମିଳିବ ଏବଂ ବ୍ୟାପାର କ୍ଷେତ୍ରରେ ଧନଲାଭ ହେବ । ଆପଣଙ୍କୁ ସବୁଦିନ ସକାଳେ ଉଠି ଏହିକୁ ମନ୍ତ୍ରକୁ କହିବାର ଅଛି । ଏହା ହେଉଛି ମହା ମୃତ୍ୟୁଞ୍ଜୟ ମନ୍ତ୍ର । ଏହି ମନ୍ତ୍ରର ଜପରେ ଯଦି ଆପଣଙ୍କ କୁଣ୍ଡଳୀରେ କିଛି ଦୋଷ ରହିଥାଏ ତେବେ ଏହି ମନ୍ତ୍ରର ଜପ ଦ୍ଵାରା ତାହା ଦୂର ହୋଇଯିବ। ତେବେ ମନ୍ତ୍ରଟି ହେଉଛି:-

” ଓମ୍ ସଂଭବେ ନମ୍ଃ ”

ଏହା ବ୍ଯତୀତ ଆପଣ ନିଜର ହାତକୁ ଯୋଡି ଆଉ ଏକ ମନ୍ତ୍ର ଜପ କରିବା ଉଚିତ। ଏହି ମନ୍ତ୍ରକୁ ସଂଜୀବନୀ ମନ୍ତ୍ର ମଧ୍ୟ କହନ୍ତି।ତେବେ ସେହି ମନ୍ତ୍ରଟି ହେଉଛି:-

“ଓଁ ତ୍ରୟମ୍ବକମ୍ ୟାଜାମହେ ସୁଗନ୍ଧି ପୁଷ୍ଟି ବର୍ଧନଂ,
ଉର୍ବରୁକ୍ମିବ ବନ୍ଧନାତ ମୃତ୍ୟୁର୍ମୁଖୀୟ ଅମାମୃତାତ୍” ll

ତେବେ ଆପଣ ପ୍ରତିଦିନ ସକାଳୁ ଉଠି ଏହି ମନ୍ତ୍ରକୁ ଜପ କରନ୍ତୁ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କର ଜୀବନରୁ ସବୁ ଦୁଃଖ କଷ୍ଟ ବାଧାବିଘ୍ନ ଦୂରେଇ ଯିବ ଆଉ ଆପଣଙ୍କ ଦିନ ଖୁବ୍ ଶୁଭ ରହିବ।