ଦେଖନ୍ତୁ LIVE ଭିଡିଓ ! ହଠାତ ବନ୍ୟା ସମୟରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ…. ଯୁବକ ଜଣକ ପାଣିରେ କଲେ ଏମିତି….

ଭାରତରେ ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିବା କିଛି ବଡ଼ କଥା ନୁହଁ। ପ୍ରତିବର୍ଷ ଆମ ଦେଶରେ ଏହି ବିପତ୍ତି ଦେଖା ଦେବାରେ ଲାଗିଛି। ଚଳିତ ବର୍ଷ ମଧ୍ୟ ଆମ ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଏଥିରେ ଆମ ରାଜ୍ୟ ଓଡ଼ିଶା କିଛି ପଛରେ ନାହିଁ। ପ୍ରତିବର୍ଷ ଓଡିଶାରେ ବନ୍ୟା ବାତ୍ୟା ର ପ୍ରଭାବ ବେଶ୍ ସାଧାରଣ ହୋଇ ଗଲାଣି। କିନ୍ତୁ ବନ୍ଯା ବାତ୍ଯା ସମୟରେ ଦେଖା ଯାଉଥିବା ଦୁର୍ଘଟଣା ସବୁ ବିଷୟ ରେ ଆମେ ଜାଣିଲେ ବହୁତ ଦୁଖିତ ଅନୁଭବ ହୋଇଥାଉ।

ତେବେ ଆଜି କାଲି ସମାଜରେ ଟେକ୍ନୋଲୋଜିର ପ୍ରଭାବ ଯୋଗୁଁ ‘ସୋସିଆଲ ମିଡିଆ’ ସମାଜରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି। ପ୍ରତିଦିନ ଖୁବ ସହଜରେ କିଛି ନା କିଛି ଖବର ବିଷୟରେ ଆମେ ସୋସିଆଲ ମିଡ଼ିଆ ରେ ଶୁଣିବା ପାଇଁ ପାଇଥାଉ।

ତେଣୁ ସୋସିଆଲ ମିଡିଆରେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥାନ୍ତି। କିନ୍ତୁ ବେଳେ ବେଳେ ଏପରି କିଛି ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ହେଲେ ବେଳେ ବେଳେ ଏପରି ଭିଡ଼ିଓ ଦେଖିବା ପାଇଁ ମିଳିଥାଏ।

ନିଶ୍ଚିତ ଭାବରେ ଆପଣ ପ୍ରତିଦିନ ଦେଖୁଥିବା ଅନେକ ଭାଇରାଲ ଭିଡିଓ ମଧ୍ୟରୁ କିଛି ଭିନ୍ନ ଧରଣର ବା ଆଗରୁ କେବେ ଦେଖି ନଥିବା ଭଳି ଖବର ମଧ୍ୟ ଦେଖିବାକୁ ପାଉଥିବେ। ତେବେ ଏହି ଭିଡିଓ ଏମିତି ହୋଇଥାଏ ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ କାରଣ ଏହା ଏକ ଡର ସୃଷ୍ଟି କରିଥାଏ।

ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ, ଯାହା ଏବେ ବେଶ୍ ସେୟାର ହେବାରେ ଲାଗିଛି। ଏଠାରେ ଆପଣ ଦେଖିବାକୁ ପାଇବେ ଜଣେ ବ୍ୟକ୍ତି କିପରି ଭାବରେ ପାଣିରେ ବୁଡି ରହି ମାଛକୁ ଧରିବାରେ ଲାଗିଛନ୍ତି।ଏତେ ଗଭୀର ପାଣି ଭିତରେ ସେ ବ୍ୟକ୍ତି ଜଣଙ୍କ ରହିଛନ୍ତି ଯାହାକୁ ଦେଖିଲେ ଆପଣ ଭୟଭୀତ ହୋଇଯିବେ।

କିନ୍ତୁ ଉକ୍ତ ବ୍ୟକ୍ତି ଜଣଙ୍କ ଏଥିରେ ଆଦୌ ବିଚଳିତ ନହୋଇ ଅନବରତ ଭାବରେ ବେଶ୍ କୌଶଳ କ୍ରମେ ମାଛ ଧରି ଚାଲିଛନ୍ତି।ଏହି ଭିଡିଓ ଦେଖିଲେ ଲାଗୁଛି ଯେମିତି ଗଭୀର ପାଣିରେ ସେ ବୁଡି ଯିବେ। କିନ୍ତୁ ସେ ମାଛ ଧରିବା ପାଇଁ ଏହିଭଳି ଭାବରେ ପାଣିରେ ରହି, ପାଣିରେ ପହଁରିବା ସହିତ ମାଛକୁ ଧରିବାରେ ସକ୍ଷମ ହେଉଛନ୍ତି।

ତାଙ୍କର ଏଭଳି ମାଛ ଧରିବା ର ତରିକା କୁ ଦେଖି ସମସ୍ତେ ଅବାକ୍ ହୋଇ ଯାଇଛନ୍ତି ଏବଂ କେହି କେହି ମଜାଦାର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି।ଏହି ଭିଡିଓରେ ଆପଣ ମାଛ ଧରିବା ର ଏହି ତରିକା ଦେଖିଲେ ନିଶ୍ଚିତ ଆଚମ୍ବିତ ହେବା ସହିତ ଖୁସି ବି ହେବେ।\

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।