ଦେଖନ୍ତୁ viral ଭିଡିଓ – ବିଚ୍ ରାସ୍ତାରେ ରସିକିଆ ସ୍ବାମୀ ଙ୍କୁ ଚପଲ ରେ ,ସେକିଲେ ମହିଳା…କହିଲେ ମୋ ସହ 5 ବର୍ଷ ଶାରୀରିକ ସମ୍ପର୍କ ରଖିଲା ଏବେ ଆଉ ଗୋଟେ ମହିଳା ସହ ଟାରେ ନାରେ…ମୁଁ ବାସି ରୁଟି

ବର୍ତ୍ତମାନ ସମୟରେ ସମାଜରେ ଯେଉଁ ପ୍ରକାର ଘଟଣା ସବୁ ଦେଖିବାକୁ ମିଳୁଛି ତାହା ନ କହିବାଟା ହିଁ ଭଲ। ଆପଣ ମାନେ ଜାଣି ପାରୁଥିବେ ଆମେ ଆପଣଙ୍କୁ କେଉଁ କଥା କହିବା ପାଇଁ ଯାଉଛୁ। ତେବେ ଯୁବପିଢ଼ି ମାନେ ବର୍ତ୍ତମାନ କଣ ସବୁ କରୁଛନ୍ତି ତାହା ସେମାନେ ନିଜେ ବି ଜାଣିପାରୁ ନାହାନ୍ତି। ଆଉ ପରେ ଜାଣିଲା ବେଳକୁ ସେତେବେଳକୁ ଆଉ କିଛି ନଥାଏ। ସବୁ ସରି ଯାଇଥାଏ। ବର୍ତ୍ତମାନ ଯୁବପିଢ଼ି ମାନେ ଭଲ ପାଇ ଯେଉଁ ପ୍ରକାର କାମ କରୁଛନ୍ତି ବାସ୍ତବରେ ତାହା ଲଜ୍ଜାଜନକ ହୋଇଥାଏ।

ତା ପାଇଁ ପୁରା ପରିବାର କୁ ଲଜ୍ଜିତ ହେବାକୁ ପଡ଼ିଥାଏ ।ହେଲେ ଏହି ସବୁ କଥା ସେମାନଙ୍କୁ କିଛି ଫରକ ପଡ଼ି ନଥାଏ।ଆଉ ଯେତେବେଳେ କଥାଟି ହାଟରେ ପଡ଼ି ଦାଣ୍ଡରେ ଗଡ଼ିବା ଆରମ୍ଭ ହୋଇଥାଏ ସେତେବେଳେ ସେମାନେ କଥା ଟାକୁ ବୁଝିବା ପାଇଁ ଚେଷ୍ଟା କରିଥାଏ। ହେଲେ ସେତେବେଳକୁ ଆଉ କିଛି କହି ହେବ ନା ସହି ହେବ।

ତେବେ ବର୍ତ୍ତମାନ ସମୟରେ ସେ ପୁରୁଷ ହେଉ କିମ୍ବା ମହିଳା ନିଜ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଅନ୍ୟ ମାନଙ୍କ ସ୍ତ୍ରୀ ଓ ସ୍ୱାମୀ ପ୍ରେମ ରେ ପଡ଼ୁଛନ୍ତି।କେହି କେହି ନିଜ ପିଲା ଛୁଆଙ୍କୁ ମଧ୍ୟ ଛାଡ଼ି ଅନ୍ୟ କାହା ସାଙ୍ଗରେ ପଳେଇ ଯାଉଛି।

ତେବେ ବର୍ତ୍ତମାନ ସେହିଭଳି ଏକ ଖବର ସାମ୍ନାକୁ ଆସିଛି କି କାମ କରେଇ ଦବ କହି ବାରମ୍ବାର ଡାକି ମହିଳା ଙ୍କୁ ଦୁଷ୍କର୍ମ କରୁଥିଲା ଓ ଶାରୀରିକ ସମ୍ପର୍କ ରଖୁଥିଲେ।ରାସ୍ତା ଘାଟରେ ଚଲେଇ ଦେଉ ନାହାନ୍ତି। ସେହି ମହିଳା ଙ୍କ ଘରେ ଯାଇ ତାଙ୍କ ବାପା ମା ଙ୍କୁ ଗାଳି କରୁଛନ୍ତି। ଆଉ ବାରଣ କଲେ କହୁଛନ୍ତି ଫଟୋ ସବୁ ଭାଇରାଲ କରି ଦେବ ବୋଲି ଧମକ ଦେଉଛି। ଆଉ ସେହି ସବୁ ଗୁଡ଼ିକ ମଧ୍ୟ ସେହି ମହିଳାଙ୍କ ଗାଁ ର ମୁଖିଆ କୁ ଦେଖାଇଛନ୍ତି ଯୁବକ ଜଣକ।

ଏମିତି ଅକଥନୀୟ ଘଟଣା ଟି ହେଉଛି ଭୁବନେଶ୍ବର। ତେବେ ସେହି ଯୁବକ ଜଣକ ସାମ୍ବାଦିକ କାମ କରନ୍ତି। ଆଉ ସେହି ଯୁବତୀ ଙ୍କୁ ଡାକି ସେ ତାର ଭଉଣୀ ହେବ କହି କାମ କରେଇ ଦେବ କହି ୫ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିଲେ। ଆଉ ସେହି ବ୍ୟକ୍ତି ଙ୍କ ନାମ ହେଉଛି ଅକ୍ଷୟ ରଞ୍ଜନ ଦାସ।


କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ କିଛି ବି କାମ ଦେଇ ନଥିବା ସୂଚନା ମିଳିଛି। ସେ ମହିଳା ଜଣଙ୍କ ନର୍ସିଂ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ ତାହା ବି ସେ ବ୍ୟକ୍ତି ଛଡ଼େଇ ନେଇଛନ୍ତି ବୋଲି ମହିଳା ଜଣକ କହିଛନ୍ତି। ଆଉ ଏହି ସବୁ ଘଟଣା ନେଇ ମହିଳା ଜଣକ ଥାନା ରେ ଅଭିଯୋଗ କରିଥିଲେ କିନ୍ତୁ ଥାନା ବାଲା ଦୁଇ ମାସ ଧରି କେସ୍ କୁ ପେଣ୍ଡିଂ କରି ରଖିଛନ୍ତି।