ବାବୁସାନ ଙ୍କୁ ଝୁରି ଝୁରି ଦୁଃଖ ଭରା ଗୀତ ଗାଇଲେ ପ୍ରକୃତି ମିଶ୍ର….

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ତ ଆପଣ ଜାଣିଥିବେ, ଯିଏକି ଓଡ଼ିଶାର ଜଣେ ଲୋକପ୍ରିୟ ଏବଂ ଜଣାଶୁଣା ଚେହେରା। ବହୁତ୍ ଅଳ୍ପ ବୟସରୁ ସେ ଅଭିନୟ ଜଗତରେ ପାଦ ଦେଇଥିଲେ। ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ବୋଲ୍ଡ ଅନ୍ଦାଜ ପାଇଁ ସେ ଓଡିଶାରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତେବେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଅନେକ ଡାନ୍ସ ଭିଡିଓ ତ ଆପଣ ଅନେକ ସମୟରେ ଦେଖିବାକୁ ପାଇଥିବେ। ସମୟକ୍ରମେ ତାଙ୍କର ଜବରଦସ୍ତ ଡାନ୍ସ ର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉ ଥିବାର ଦେଖିବାକୁ ମିଳିଥାଏ। ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ନିଜର ଗ୍ଲାମର ପାଇଁ ଏବଂ ତାଙ୍କର ବେଶଭୂଷା ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ।

ବେଳେବେଳେ ଏମିତି ଗେଟ୍ ଅପ୍ ରେ ସେ ନଜର ଆସିଥାନ୍ତି ଯାହାକୁ ଦେଖି ଦର୍ଶକଙ୍କ ହୋସ ଉଡ଼ି ଯାଇଥାଏ। ପ୍ରକୃତି ମିଶ୍ର ଓଲିଉଡ ଇଣ୍ଡଷ୍ଟ୍ରି ର ଏମିତି ଜଣେ ଅଭିନେତ୍ରୀ ଅଟନ୍ତି ଯାହାଙ୍କର ଅଭିନୟ, ବୋଲ୍ଡ ଅନ୍ଦାଜ୍ ଏବଂ ଡାନ୍ସ ସବୁବେଳେ ଚର୍ଚ୍ଚାରେ ରହିଥାଏ।

ତାଙ୍କର ଡାନ୍ସ ର ଭିନ୍ନ ଭିନ୍ନ ଅନ୍ଦାଜକୁ ନେଇ ବେଶ୍ ଚର୍ଚ୍ଚା ହୋଇଥାଏ। ଅନେକ ଫିଲ୍ମ୍ ରେ ଏବଂ ମ୍ଯୁଜିକ ଭିଡିଓ ରେ ଦମଦାର ପ୍ରଦର୍ଶନ କରିଥାନ୍ତି ଏହି ଡାନ୍ସିଂ କୁଇନ ଜଣଙ୍କ। ତାଙ୍କର ଅନେକ ମୁଜିକ ଭିଡିଓ ର ଫାଷ୍ଟ ଲୁକ୍ ଦେଖି ଦର୍ଶକ ଅନେଇ ରହି ଯାଆନ୍ତି। ଅନେକ ଗୀତରେ ପ୍ରକୃତି ତାଙ୍କର ନୂଆ ନୂଆ ଲୁକ୍ ସବୁକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ଦେଖି ତାଙ୍କର ଫ୍ଯାନ ସବୁ ପାଗଳ ହୋଇ ପଡିଥାନ୍ତି।


ତେବେ ଏକ ପ୍ରକାରର କହିବାକୁ ଗଲେ ପ୍ରକୃତି ମିଶ୍ର ନିଜର କିଲର୍‌ ଡ୍ୟାନ୍ସ ଏବଂ ଗେଟ୍ ଅପ୍ କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ପ୍ରକୃତି ନିଜର ଡ୍ୟାନ୍ସ ଦ୍ୱାରା ଦର୍ଶକଙ୍କୁ ସମ୍ମୋହିତ କରିଥାନ୍ତି। ତାଙ୍କର ଡାନ୍ସ ଦେଖି ସମସ୍ତେ ପାଗଳ ପ୍ରାୟ ହୋଇ ଯାଇଥାନ୍ତି। ଏହାଛଡା ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ତେବେ ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଏବଂ ଡାନ୍ସ ର ତଡକା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କ ଡାନ୍ସ ପାଇଁ ପାଗଳ ତାଙ୍କର ଅନେକ ପ୍ରସଂଶକ।

 ତେବେ କଣ ଆପଣ ମାନେ ଜାଣିଛନ୍ତି ଯେ ପ୍ରକୃତି ମିଶ୍ର କେବଳ ଜଣେ ଭଲ ଡାନ୍ସର କି ଆକ୍ଟ୍ରେସ୍ ନୁହଁନ୍ତି ବରଂ ସେ ଜଣେ ବହୁତ ଭଲ ସିଙ୍ଗର୍ ମଧ୍ଯ । ଏହାଛଡା ଆପଣ ମାନେ ଏହା ମଧ୍ଯ ଜାଣିଥିବେ ଯେ ଏହି କିଛି ଦିନ ପୂର୍ବରୁ ବାବୁସାନ ଏବଂ ପ୍ରକୃତିଙ୍କୁ ନେଇ ବହୁତ କିଛି ଘଟଣା ଘଟି ଯାଇଥିଲା ଯାହା ପାଇଁ ତାହାର ପ୍ରଭାବ ସେମାନଙ୍କ କ୍ଯାରିୟର ଉପରେ ବି ପଡିଥିଲା।

କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏକ ସିଙ୍ଗିଙ୍ଗ୍ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ପ୍ରକୃତି ମିଶ୍ର ଏକ ହିନ୍ଦୀ ଦୁଃଖଭରା ଗୀତ magar ab yaad aata hei woh baatein thi mahaz baatein ଗାଇଛନ୍ତି। ଯାହାକୁ ଲୋକମାନେ ଦେଖି ନିଜର ଭିନ୍ନ ଭିନ୍ନ ମତ ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।