କେଉଁ ଜିନିଷ ଶୁଖିଲେ 2 Kg ଓଦାରେ 1 Kg ଏବଂ ଜଳିଗଲେ 3 Kg ହୋଇଥାଏ ? ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇପାରିବ..

ତେବେ ଆଜି କାଲି ର ଯୁବ ପିଢ଼ି ପାଠ ପଢା ସରିଲା ପରେ ଏକ ଭଲ ଚାକିରୀ କରିବା ପାଇଁ ମନ ରେ ଆଶା ବାନ୍ଧି ଥାଏ | କିନ୍ତୁ ଆପଣ ତ ଜାଣିଛନ୍ତି ଯେ ଆଜି କାଲି ର ଯୁଗ ରେ ଭଲ ଚାକିରୀ ଟି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ, କାରଣ କିଛି ଚାକିରୀ ପାଇବାକୁ ହେଲେ ଏକ ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ପଡି ଥାଏ | ଆଉ ଏହି ପରୀକ୍ଷା ରେ ଅନେକ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଆସି ଥାଏ, ଯାହାକୁ ଭଲ ଭଲ ପିଲା ମାନେ ମଧ୍ୟ ଉତ୍ତର ଦେଇ ପାରି ନଥାନ୍ତି |

ଆଜିକାଲି ଯୁଗରେ ଆମେ ଯଦି ଆମ ଭରତ କୁ ନେଇ କିଛି ସାଧାରଣ ଜ୍ଞାନ ନ ଜାଣିବା ତେବେ କୌଣସି ପରୀକ୍ଷା ରେ ଉତୀର୍ଣ୍ଣ ହେବା ବହୁତ କଷ୍ଟକର ହୋଇ ପଡ଼ିବ | ତେବେ ଆଜି ଏଭଳି କିଛି ଜେନେରାଲ ନଲେଜ ର ଉତ୍ତର ସମ୍ପର୍କ ରେ ଜଣାଇବୁ ଯାହା ଦ୍ୱାରା ଭବିଷ୍ୟତ ରେ ଆପଣଙ୍କର ଅନେକ କାମ ରେ ଆସିବ |

1. ବିଶ୍ୱରେ କେଉଁ ଦେଶରେ ସର୍ବ ପ୍ରଥମେ 5G ନେଟୱର୍କ ଆରମ୍ଭ ହେଲା ?


ଉତ୍ତର :- ଦକ୍ଷିଣକରିଆ

2. କିସାନ ଦିବସ କେବେ ପାଳନ କରାଯାଏ ?
ଉତ୍ତର :-23 ଡ଼ିସେମ୍ବର

3. କେଉଁ ସହର କେବେଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?
ଉତ୍ତର :-ଆଲ୍ହାବାଦ |

4. କେଉଁ ଜିନିଷ ଶୁଖିଲେ 2 Kg ଓଦାରେ 1 Kg ଏବଂ ଜଳିଗଲେ 3 Kg ହୋଇଥାଏ ?


ଉତ୍ତର – ସୁଲଫୁର

5. ଭାରତ ର 15 ତମ ରାଷ୍ଟ୍ରପତି କିଏ ?
ଉତ୍ତର :- ଦ୍ରୌପଦୀ ମୁର୍ମୁ

6. ଉପରାଷ୍ଟ୍ରପତି ହେବା ପାଇଁ ହେଲେ ସର୍ବନିମ୍ନ ବୟସ କେତେ ଆବଶ୍ୟକ ?
ଉତ୍ତର :- 35 ବର୍ଷ

7. ଭାରତ ଓ ପାକିସ୍ତାନ କେବେ ଅଲଗା ହେଇଥିଲା?
ଉତ୍ତର :-1947 ମସିହା ଅଗଷ୍ଟ 14 ତାରିଖ ରେ ଭାରତ ପାକିସ୍ତାନ ଠାରୁ ଅଲଗା ହେଇଥିଲା |

8. ଭାରତ ର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଜିଲ୍ଲା ଅଛି ?
ଉତ୍ତର :-ଉତ୍ତରପ୍ରଦେଶ

9. ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?

ଉତ୍ତର :- ଡା: ରାଜେନ୍ଦ୍ର ପ୍ରସାଦ

10. ଏବେ ଏବେ କିଏ ରତନଇଣ୍ଡିଆ ପାୱାର ର ଏମ୍.ଡି ହେଇଛନ୍ତି ?
ଉତ୍ତର :- ବ୍ରିଜେଶ ଗୁପ୍ତା

11. ରାଷ୍ଟ୍ରପତି ହେବା ପାଇଁ ହେଲେ ସର୍ବନିମ୍ନ ବୟସ କେତେ ଆବଶ୍ୟକ ?
ଉତ୍ତର :-35 ବର୍ଷ

12. ଭାରତର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ବା କିଏ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ?
ଉତ୍ତର :-ଦ୍ରୌପଦୀ ମୁର୍ମୁ

13. ଆମ ଦେଶରେ କାହାର ନିଷ୍ପତି ସର୍ବମାନ୍ୟ ଅଟେ ?
ଉତ୍ତର : ସୁପ୍ରିମକୋର୍ଟ

14. କେଉଁ ଦେଶରେ ସବୁଠାରୁ ଅଧିକ ଲୁହା ମିଳେ ?
ଉତ୍ତର :-ଅଷ୍ଟ୍ରେଲିଆ

15. ଏବେ ଏବେ କେଉଁ ରାଜ୍ୟ ସ୍ମାର୍ଟ ସିଟି ଫୋଣ୍ଡ utilaisation ର ଶୀର୍ଷ ରେ ଅଛି ?
ଉତ୍ତର :-ତାମିଲନାଡୁ