Beauty Tips – ମୁହଁର ସୌନ୍ଦର୍ଯ୍ୟ ବଢାଇବାର ଜାଣନ୍ତୁ ସହଜ ଉପାୟ ୧୦୦% ଗ୍ୟାରେଣ୍ଟି

ସମାଜରେ ରହୁଥିବା ଲୋକ ମାନଙ୍କର କିଛି ନା କିଛି ବ୍ୟକ୍ତିଗତ ସମସ୍ୟା ରହିଥାଏ ।ତେଣୁ ସମାଜରେ ସୁଖରେ ଜୀବନ ଅତିବାହିତ କରିବା ପାଇଁ କେତେକ ନିତି ନିୟମ କୁ ମାନି ଚଳିବା ପାଇଁ ପଡ଼ିଥାଏ। ଯାହା ଆମ ଜୀବନ କୁ ସରସ ସୁନ୍ଦର ଭାବରେ ଗଢ଼ି ତୋଳିବାରେ ସାହାଯ୍ୟ କରିଥାଏ। କିଛି ଲୋକ ମାନେ ବହୁତ କମ୍ ପରିଶ୍ରମ ରେ ବହୁତ କିଛି ପ୍ରାପ୍ତ କରିଥାନ୍ତି। ଅର୍ଥାତ୍ ଆର୍ଥିକ କ୍ଷେତ୍ରରେ ମଧ୍ୟ ସ୍ୱଚ୍ଛଳ ହୋଇଥାନ୍ତି।

ଏମିତି କିଛି ବ୍ୟକ୍ତି ମାନେ ମଧ୍ୟ ରହିଥାନ୍ତି ଯେଉଁମାନେ ଅନେକ ପରିଶ୍ରମ କରି ମଧ୍ୟ କିଛି ଫଳପ୍ରଦ ହୋଇ ନଥାଏ। ତେଣୁ କୁହାଯାଏ ବଡ଼ ତଥା ଗୁରୁଜନ ମାନଙ୍କ ଦ୍ଵାରା କୁହାଯାଇଥିବା ଅନେକ ଉପଦେଶ ଆମ ଜୀବନ ରେ ଅନେକ ସଫଳତା ଆଣି ଦେଇଥାଏ। ତେବେ ଜାଣିବା କେତେକ ଗୁରୁତ୍ବପୂର୍ଣ୍ଣ ନିତିବାଣୀ ବିଷୟରେ ଯାହା ଜାଣିବା ଅତ୍ୟନ୍ତ ଜରୁରୀ ଅଟେ।

୧- ପୁରୁଷ ହୁଅନ୍ତୁ ବା ମହିଳା ଗାଧୋଇ ସାରିବା ପରେ ନିହାତି ସୂର୍ଯ୍ୟ ଙ୍କୁ ନମସ୍କାର କରନ୍ତୁ। ଏହା ବ୍ୟତୀତ ଗାଧୋଇ ସାରି ପୂଜା କାର୍ଯ୍ୟ ସାରି ପାଟିରେ ଲୁଣ ପକାନ୍ତୁ ,ଏହା କରିବା ଦ୍ୱାରା ମଙ୍ଗଳ ହୋଇଥାଏ।

୨- କୌଣସି ଘରେ ସର୍ବଦା ଦାରିଦ୍ର୍ୟତା ବା ଅର୍ଥ ଅଭାବ ଲାଗି ରହିଥାଏ ,ଗୋଟିଏ ଛୋଟ କୁନି ପିତ୍ତଳ ଢାଳ କୋଏନ୍ ଗୁଡ଼ିକ ଭର୍ତ୍ତି କରି ଦିଅନ୍ତୁ। ସେହି ଢାଳଟିକୁ ନେଇ ଘରର ପଶ୍ଚିମ ପାଖ କୋଣରେ ରଖି ଦିଅନ୍ତୁ ଏବଂ ପ୍ରତିଦିନ ସକାଳେ ମୁଣ୍ଡିଆ ମାରନ୍ତୁ। ଦେଖିବେ ଆପଣଙ୍କର ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବ।

୩- ଯଦି ଆପଣଙ୍କର କେଶ ଉପୁଡ଼ିଥାଏ ତେବେ ଆପଣ ମାନେ କିଛି ଲୁଣକୁ ଗୁଣ୍ଡ କରି ଦିଅନ୍ତୁ ।ପ୍ରତିଦିନ ରାତିରେ ଶୋଇବା ମୁଣ୍ଡରେ ଲୁଣକୁ ଘଷି କରି ଶୁଅନ୍ତୁ।ଏହିପରି ସାତ ଦିନ କରନ୍ତୁ ଆଉ ସାତ ଦିନ ଦୁଦୁରା ପତ୍ର ର ରସ ରାତିରେ ଶୋଇବା ପୂର୍ବରୁ ଲାଗି କରି ଶୁଅନ୍ତୁ। ଦେଖିବେ ଆପଣଙ୍କର କେଶ ଝଡ଼ିବା ସମସ୍ୟା ଦୂର ହୋଇଯିବ।

୪- ମୁହଁ ରୁ ବିଭିନ୍ନ ପ୍ରକାର ଦାଗ ଭଳି ସମସ୍ୟା ରହିଥିଲେ ବା ମୁହଁ ର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ହେଲେ ଆପଣ ମାନେ ପ୍ରତିଦିନ କିଛି କଞ୍ଚା କ୍ଷୀର ରେ ଏକ ଫାଳ ଲେମ୍ବୁ ମିଶାଇ ମୁହଁ ରେ ମାରନ୍ତୁ। ଏହିପରି ଏକ ମାସ ପର୍ଯ୍ୟନ୍ତ ଲଗାନ୍ତୁ ଆପଣଙ୍କ ମୁହଁ ଚନ୍ଦ୍ର ପରି ସୁନ୍ଦର ହୋଇଯିବ। ଏଥିପାଇଁ ଆପଣ ମାନଙ୍କୁ କୌଣସି ପ୍ରକାର କସମେଟିକ ୟୁଜ୍ କରିବା ପାଇଁ ପଡ଼ିବ ନାହିଁ।

୫- ବ୍ରଣ ଭଳି ସମସ୍ୟା କୁ ଦୂର କରିବା ପାଇଁ ବହୁତ ପ୍ରକାର ପ୍ରକ୍ରିୟା କରିଥାନ୍ତି। ଏଥିପାଇଁ ଆପଣଙ୍କୁ କିଛି କରିବା ପାଇଁ ପଡ଼ିବ ନାହିଁ। ବାସକ ଆପଣ ସିମୁଳି ଗଛର କଣ୍ଟାକୁ ବାଟି ତାହାକୁ କଞ୍ଚାକ୍ଷୀର ସହିତ ଏକ ପେଷ୍ଟ ପ୍ରସ୍ତୁତ କରି ମୁହଁ ରେ ଲଗାନ୍ତୁ। ଏହିପରି ୧୫ ଦିନ କରନ୍ତୁ ,ଦେଖିବେ ମୁହଁ ରେ କୌଣସି ପ୍ରକାର ଥାଗ ନଥିବ।