Ovulation ର ଲକ୍ଷଣ -ମହିଳା ଙ୍କ ପାଖରେ ଏହି ସବୁ ଲକ୍ଷଣ ଦେଖାଯାଉଥିଲେ ତୁରନ୍ତ କରନ୍ତୁ ସହବାସ ..ନିଶ୍ଚିତ ଗର୍ଭ ରହିବ

ତେବେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ବିନା ଅଭ୍ୟୁଲେସନ କିଟ୍ ବ୍ୟବହାର ନକରି ଅଭ୍ୟୁଲେସନ ତାରିଖ କୁ କିପରି ଜାଣି ପାରିବେ। ଅଭ୍ୟୁଲେସନ ତାରିଖ ଜଣାଇବା ପୂର୍ବରୁ ପ୍ରତମେ ଜାଣିବା ଅଭ୍ୟୁଲେସନ କଣ ହୋଇଥାଏ? ପ୍ରତ୍ୟେକ ମହିଳା ଙ୍କ କ୍ଷେତ୍ରରେ ପିରିୟଡ୍ସ ସରିଗଲା ପରେ ତାଙ୍କ ଡିମ୍ବାଶୟ ଅର୍ଥାତ୍ ଓଭାରୀ ରୁ ଗୋଟିଏ ଡିମ୍ବ ବାହିରିଥାଏ। ଏହି ଡିମ୍ବ କିଛି ଦିନ ଯାଏ ଗର୍ଭାଶୟ ରେ ଅପେକ୍ଷା କରିଥାଏ।

ଯଦି ଏହି ସମୟରେ ଆପଣ ନିଜ ପାର୍ଟନର ଙ୍କ ସହିତ ଅସୁରକ୍ଷିତ ସହବାସ କରନ୍ତି ତେବେ ତାଙ୍କ ପାଖରୁ ଆସୁଥିବା ସ୍ପଞ୍ଜ ସହିତ ଡିମ୍ବ ର ମିଳନ ହେଲେ ଫର୍ଟିଲାଇଜେସନ୍ ହୋଇଥାଏ ଅର୍ଥାତ୍ ଗୋଟିଏ ଭ୍ରୁଣ ର ସୃଷ୍ଟି ହୋଇଥାଏ।
କିନ୍ତୁ ବର୍ତ୍ତମାନ ଅନେକଙ୍କ ମହିଳାଙ୍କ କ୍ଷେତ୍ରରେ ଗର୍ଭ ନ ରହିବା ସମସ୍ୟା ବଢି ବଢି ଯାଉଅଛି। ଏହାର ଅନେକ ଗୁଡ଼ିଏ କାରଣ ହୋଇପାରେ। କିନ୍ତୁ ସବୁଠାରୁ ସାଧାରଣ କାରଣ ଟି ହେଲା ଉପଯୁକ୍ତ ସମୟରେ ସହବାସ ନ କରିବା। କାରଣ ଅଭ୍ୟୁଲେସନ ସମୟରେ ସହବାସ କଲେ ଗର୍ଭ ରହିବାର ଯଥେଷ୍ଟ ସମ୍ଭାବନା ରହିଥାଏ।

ଯଦି ଆପଣ ଏହି ସମୟରେ ସହବାସ କରୁ ନାହାଁନ୍ତି ତେବେ ଆପଣଙ୍କର ଗର୍ଭ ରହିବାର ସମ୍ଭାବନା ବହୁତ କମି ଯାଇଥାଏ।ତେଣୁ ପ୍ରତ୍ୟେକ ମହିଳା ଙ୍କୁ ନିଜର ଅଭ୍ୟୁଲେସନ ସମୟ ଜାଣିବା ନିହାତି ଜରୁରି ହୋଇଥାଏ।

ଅଭ୍ୟୁଲେସନ ଜାଣିବା ପାଇଁ ଆପଣ ଔଷଧ ଦୋକାନ ରେ ମିଳୁଥିବା ଅଭ୍ୟୁଲେସନ କିଟ୍ ର ମଧ୍ୟ ବ୍ୟବହାର କରି ପାରିବେ। କିନ୍ତୁ ଏମିତି କିଛି ସହଜ ଉପାୟ ରହିଛି ଯାହା ସାହାଯ୍ୟ ରେ ଆପଣ ଅଭ୍ୟୁଲେସନ ତାରିଖ ର ଅନୁମାନ ଲଗାଇ ପାରିବେ। ମହିଳା ଙ୍କ ଶରୀର ରେ ଯେତେବେଳେ ଅଭ୍ୟୁଲେସନ ହୋଇଥାଏ ସେତେବେଳେ ଶରୀର କିଛି ଲକ୍ଷଣ ଦେଖାଇଥାଏ। ଲକ୍ଷଣ ଗୁଡ଼ିକ ରୁ ଆପଣ ଅଭ୍ୟୁଲେସନ ତାରିଖ ଜାଣି ପାରିବେ। ତେବେ ଜାଣିବା ସେହି ଲକ୍ଷଣ ଗୁଡ଼ିକ ବିଷୟରେ।

୧- ବ୍ରେଷ୍ଟ ସଫ୍ଟ ହେବା ଏବଂ ଏଥିରେ ସାମାନ୍ୟ ଯନ୍ତ୍ରଣା ହେବା। ଯଦି ଆପଣଙ୍କ ଦୁଇଟା ପିରିୟଡ୍ସ ମଝି ସମୟରେ କୌଣସି ଦିନ ବ୍ରେଷ୍ଟ ସଫ୍ଟ ଲାଗିବା ଆରମ୍ଭ କରିଥାଏ ବା ଏଥିରେ ହାଲୁକା ଯନ୍ତ୍ରଣା ଅନୁଭବ ହୁଏ ,ତେବେ ଏହା ଜାଣିନେବେ ଅଭ୍ୟୁଲେସନ ତାରିଖ ଅଛି ବୋଲି। କିନ୍ତୁ ସମସ୍ତ ମହିଳାଙ୍କ କ୍ଷେତ୍ରରେ ଏହି ପ୍ରକାର ଲକ୍ଷଣ ଦେଖା ଯାଇନଥାଏ। ଯଦି ଆପଣଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖାଦେଉଛି ତେବେ ଏହା ଅଭ୍ୟୁଲେସନ ତାରିଖ ର ସୂଚନା ଦେଇଥାଏ।

୨- ଶରୀର ରେ ତାପମାତ୍ରା ବଢ଼ିବା। ନର୍ମାଲ ଦିନ ମାନଙ୍କରେ ମହିଳାଙ୍କର ଶରୀର ର ତାପମାତ୍ରା ନର୍ମାଲ ରହିଥାଏ। କିନ୍ତୁ ଅଭ୍ୟୁଲେସନ ଦିନ ମାନଙ୍କରେ ଶରୀର ର ତାପମାତ୍ରା ଟିକିଏ ଅଧିକ ରହିଥାଏ। ତେଣୁ ଯଦି ଦୁଇଟା ପିରିୟଡ୍ସ ମଧ୍ୟରେ କୌଣସି ଦିନ ଶରୀର ର ତାପମାତ୍ରା ଅଧିକ ଅନୁଭବ ହୁଏ ତେବେ ଜାଣିପାରିବେ ଯେ ଅଭ୍ୟୁଲେସନ ତାରିଖ ଅଛି ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।