Breaking News-ସରକାରଙ୍କ ବଡ ଘୋଷଣା ! 30 ଲକ୍ଷ ହିତାଧିକାରୀ ଙ୍କ କାଟିଯିବ ରାସନ କାର୍ଡ

ସରକାରଙ୍କ କୌଣସି ନିୟମ ହେଉ ବା ଯୋଜନା ପ୍ରତି ବର୍ଷ କିଛି ନା କିଛି ବଦଳିଥାଏ । ଯାହାର ପ୍ରଭାବ ଜନ ସାଧାରଣ ମାନଙ୍କ ଉପରେ ସିଧାସଳଖ ପଡିଥାଏ , କିନ୍ତୁ ବର୍ତ୍ତମାନ ସମୟରେ ରାସନ କାର୍ଡକୁ ନେଇ ଆସିଲା ନୂଆ ଖବର । ତେବେ ବର୍ତ୍ତମାନ ସବୁଠାରୁ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ହେଉଛି ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ।

ତେବେ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଧ୍ୟାନ ଦିଅନ୍ତୁ ରାସନ କାର୍ଡ ହିତାଧିକାରୀ, 70 ଲକ୍ଷ କାର୍ଡ ହେବ ବାତିଲ ।

ତେବେ ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଏତିକି ଦିନ ମଧ୍ୟରେ 70 ଲକ୍ଷ ହିତାଧିକାରୀଙ୍କ କଟିଯିବ ରାସନ କାର୍ଡ। ଜାଣନ୍ତୁ ଆପଣଙ୍କ କାର୍ଡ ସୁରକ୍ଷିତ କି ନାହିଁ…। ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ ଖବର 70 ଲକ୍ଷ କାର୍ଡ ବାତିଲ ହେବାର ରହିଛି ସମ୍ଭାବନା । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଧାଡ଼ି ମୋଦୀ ସରକାର 70 ଲକ୍ଷ କାର୍ଡ ଧାରୀଙ୍କୁ ସଙ୍ଘିକ୍ତ ତାଲିକାରେ ରଖିଛନ୍ତି । ଏହା ସହ ଡାଟାକୁ ତୃଣ ମୂଳ ସ୍ତରରେ ଯାଞ୍ଚ ପାଇଁ ରାଜ୍ୟ ଗୁଡିକୁ ପଠାଇ ଦିଆ ଯାଇଛି ।

ଆଉ ଏ ଖବର ଜଣା ପଡିବା ପରେ ସବୁ ଆଡେ ଏହାକୁ ନେଇ ଚର୍ଚ୍ଚା ବଢିଛି । ଯାଞ୍ଚ ପରେ ସଙ୍ଘିକ୍ତ ତାଲିକାରେ ଅନ୍ତର୍ଭୁକ୍ତ ନାମ ଗୁଡିକ ରାସନ ପାଇବା ପାଇଁ ଯୋଗ୍ୟ କି ନୁହେଁ ଜଣା ପଡିବ । 2013 ରୁ 2021 ମଧ୍ୟରେ 4. 74 କୋଟି ରାସନ କାର୍ଡ ବାତିଲ କରାଯାଇଥିବା ଖାଦ୍ୟ ସଚିବ କହିଛନ୍ତି । ସେହିଭଳି ଏଥର 70 ଲକ୍ଷ ରାସନ କାର୍ଡ ଧାରୀଙ୍କୁ ସଙ୍ଘିକ୍ତ ତାଲିକାରେ ରଖା ଯାଇଛି ।

ଏହି ତଥ୍ୟ ବିଷୟରେ ସଠିକ ସୂଚନା ସଂଗ୍ରହ ପାଇଁ କାମ ବି କରା ଯାଉଛି । ତଥ୍ୟ ସଂଗ୍ରହ କରିବା ପରେ ରାସନ କାର୍ଡ ହଡପ କରିଥିବା ବ୍ୟକ୍ତିଙ୍କ କାର୍ଡ ବାତିଲ ହୋଇ ଯିବ । 70 ଲକ୍ଷରୁ 50 କିମ୍ବା 60 ପ୍ରତିଶତ ମଧ୍ୟ ନକଲି କାର୍ଡ ଧାରୀ ସାବସ୍ଥ୍ୟ ହେଲେ, ତାଙ୍କ ପରିବର୍ତ୍ତେ ସୁଯୋଗ୍ୟ ଉପଭୋକ୍ତା ଙ୍କୁ ଲାଭ ମିଳିବ ।

 

ତେବେ ସେମାନ ଙ୍କ ବିରୋଧ ରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ହୋଇଛ। ଏହା ଲଗାତାର ଚାଲୁ ଥିବା ଏକ ପ୍ରକ୍ରିୟା ଅଟେ । ଖାଦ୍ୟ ସଚିବ କହିଛନ୍ତି, ଗତ 9 ବର୍ଷରେ ବାତିଲ ହୋଇଥିବା 4.74 କୋଟି ରାସନ କାର୍ଡ ଯୋଗୁଁ ପ୍ରାୟ 19 କୋଟି ଲୋକ ଉପକୃତ ହୋଇଛନ୍ତି । ରାସନ କାର୍ଡ ବାତିଲ ହେବା ପରେ ସେମାନ ଙ୍କ ସ୍ଥାନରେ ନୂତନ ନାମ ଯୋଡା ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।