ଓଃ କି ଡ୍ୟାନ୍ସ ! ଏହି Couple ଯୋଡି କଲେ ଜବରଦସ୍ତ Bollywood Salsa ଡ୍ୟାନ୍ସ ”Tere chunriya “… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଆପଣ ତ ଅନେକ ଡ୍ୟାନ୍ସ ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ସେହିପରି ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓ କୁ ଯିଏ ବି ଦେଖୁଚି ସେ ଖୁସି ହେବା ସହିତ ନିଶ୍ଚିତ କିଛି ପ୍ରତିକ୍ରିୟା ପ୍ରକାଶ କରୁଛି। ଆପଣ ତ ଜାଣିଛନ୍ତି ଡ୍ୟାନ୍ସ ଭିଡିଓ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ।

ଏହିଭଳି ଭିଡିଓ ଦେଖି ସେମାନଙ୍କୁ ଖୁସି ହେବା ସହିତ ମନୋରଞ୍ଜନର ସୁରାକ ଏବଂ ସୁଯୋଗ ମଧ୍ଯ ମିଳିଯାଏ। ଆଉ ଯଦି ଏହା ଏମିତି ଡ୍ୟାନ୍ସ ଭିଡିଓ ହୋଇଥାଏ ତେବେ ଏଥିପ୍ରତି ଏକ ଭିନ୍ନ ଉତ୍ସୁକତା ଦେଖାଦିଏ।

ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି। ଏହାସହ ସେମାନେ ନିଜର କିଛି ଭିନ୍ନ ପ୍ରତିଭାର ଭିଡିଓ, ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ସେମାନଙ୍କର ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।


ଆପଣ ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି ଭାଇରାଲ ଭିଡିଓ ନିଶ୍ଚିତ ଦେଖୁଥିବେ। ଏହିଭଳି ଭିଡିଓ ଟିଏ ଦେଖିଲେ ଏହାକୁ ଦେଖି ଏହାକୁ ଉପଭୋଗ କରୁ। ସେହିପରି ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ତାହା ଏବେ ବେଶ୍ ଭାଇରାଲ ହେଉଛି।ଏହା ଏକ ଏମିତି କମେଡି ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି। ଆଉ ଏହାକୁ ଦେଖି ଆପଣ ମଧ୍ଯ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ।

ଏଠାରେ ଏହି ଭିଡିଓ ରେ ଜଣେ ଝିଅ ଓ ଜଣେ ପୁଅ ମିଶି କୋପଲ ଡ୍ୟାନ୍ସ କରୁଛନ୍ତି। ସେମାନେ ଦୁହେଁ ଏକ ହିନ୍ଦୀ ଫିଲ୍ମ ର ଗାୟକ କୁମାର ସାନୁ ଓ ଗାୟିକା ୟଲକା ୟଗନିକ୍ ଗାଇଥିବା ଗୀତ ତେରେ ଚୁନେରିଆ ଦିଲ୍ ଲେ ଗୟୀ ଡ୍ୟାନ୍ସ କରିଛନ୍ତି। ଦୁହେଁ ସେହି ଗୀତ ରେ ବହୁତ ସୁନ୍ଦର ଭାବରେ ଡ୍ୟାନ୍ସ କରୁଛନ୍ତି। ସେମାନେ ଗୀତ ର ତାଳେ ତାଳେ ନାଚୁଥିବା ଭିଡିଓ ସାମ୍ନାକୁ ଆସିଛି। ତେବେ ଏହି ଭିଡିଓ କୁ ସମସ୍ତେ ବହୁତ ପସନ୍ଦ ମଧ୍ୟ କରିଛନ୍ତି।