“ପ୍ଲିଜ଼ ପ୍ଲିଜ଼ ସମ୍ପଦ ମତେ ଛାଡିଦିଅ..ମୋ ଜୀବନକୁ ନଷ୍ଟ କରନି..ମତେ ମୋ ପିଲାମାନେ ଅପେକ୍ଷା କରିଥିବେ… ଏ ନେଇ କଣ କହୁଛନ୍ତି ମହିଳା… ଦେଖନ୍ତୁ Video

ଆପଣ ମନେ ସମସ୍ତେ ଜାଣିଥିବେ କି ଆମ ଦେଶ କଳା ଓ ସଂସ୍କୃତିର ଏକ ରୂପ। କଳାକାର ହେଉଛନ୍ତି କଳା ର ପ୍ରେମୀ ।ଆଉ ତାଙ୍କର ଅଭିନୟ ର ଯାଦୁ ମାଧ୍ୟମରେ ସେମାନେ ଦର୍ଶକ ମାନଙ୍କୁ କରିଥାନ୍ତି ପାଗଳ । ଆଉ ଯାହା ପାଇଁ ଦର୍ଶକ ମାନେ ମଧ୍ୟ ଚାହିଁକି ରହିଥାନ୍ତି ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ କୁ ଟିକିଏ ଦେଖିବା ପାଇଁ, ଆଉ ମନର କ୍ଳାନ୍ତି କୁ ସବୁଦିନ ପାଇଁ ଦୂର କରିଦେବା ପାଇଁ । ତେଣୁ ସେଭଳି ଜଣେ କଳା କାର ଯିଏ କୁ ନିଜର ଅଭିନୟ ର କଥା ସେସିଆଲ ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି । ତାହେଲେ ଆଜି ଆମେ ଜାଣିବା କି ସେ କଣ ସବୁ ତାଙ୍କର ଅଭିନୟ ବିଷୟରେ କହିଛନ୍ତି ।

ସାଧାରଣତଃ ଗାଁ ଗହଳିର ଲୋକ ଅର୍ଥାତ ବିଶେଷ କରିକି ପୁରୁଣା କାଳ ର ଲୋକ ମାନେ ଅଧିକ ପସନ୍ଦ କରିଥାନ୍ତି ଯାତ୍ରା ଜଗତକୁ । ଆଉ ଯାତ୍ରା ଜଗତର କଳାକାର ମାନଙ୍କର ପ୍ରେତେକ ଟି ଡାଇଲଗ ତାଙ୍କର ମୁହଁରେ ଥିବ, ଆଉ ପଚାରିଲା ମାତ୍ରକେ ବାହାରି ଆସିବ ।

ତେବେ ସେ ଯାହା ହେଉ ନା କାହିଁକି ଯଦି ଆପଣଙ୍କ ମନରେ କଳା ପ୍ରତି ଭକ୍ତି ଭାବ ଥିବ ଆଉ ଆପଣ କୋଳାକୁ ଭଲ ପାଉଥିବେ , ତାହେଲେ ସେ ଯାତ୍ରା ହେଉ କି ଫିଲ୍ମ ଆପଣଙ୍କୁ ଭଲ ଲାଗିବ । ତେବେ ସେହି ପରି ଜଣେ ଯାତ୍ରା ଜଗତ ସହିତ କାମ କରୁଥିବା କଳାକାର ଜଣଙ୍କ ନିଜର ଅଭିନୟ ବିଷୟରେ କହିଛନ୍ତି ମିଡ଼ିଆ ସାମ୍ନାରେ। ଆଉ ସେ ତାଙ୍କ ନିଜର ଅପେରା ରେ କାମ କରିଥିବା କିଛି ଡାଇଲଗ ମଧ୍ୟ କହିଛନ୍ତି ।

ଆଉ ସେ କହିଛନ୍ତି କି “ମୋ ନାଁ ମାନସି ଆଉ ଯାହାକୁ ମୁଁ ଥରେ ଆଖି ଉଠେଇ ଚାହେଁ ତାର ମାନସ ପଟରେ ମଲା ଯାଏ କାଳ ନାଗୁଣୀ ହେଇକି ରହିଯାଏ, ଆଉ ମୋ ନାଁ ରେ ଆନ୍ଦାଳନ କରିବାର ତ ଦୂରର କଥା ମୋ ଛାଇ ବି ଟା ସ୍ୱପ୍ନ ରେ ଆସିଲେ ଭୟରେ ଥରି ଉଠିବୁ ” ।ତେବେ ଏହିପରି ଏକ ନେଗେଟିଭ ଚରିତ୍ର ରେ କାମ କରି ବହୁତ ପ୍ରଶଂସା ର ପାତ୍ର ହୋଇଥିଲେ ସେ ।ତେବେ ତାଙ୍କର ଏହି ଡାଇଲଗ ଟି ହେଉଛି ଭୁଲ ତୋର ଆଉ ଶାସ୍ତି ମୁଁ ପାଉଛି ନାଁ ର ଏ ଥିବା ଗୋଟିଏ ଯାତ୍ରା ର। ଆଉ ଯୋଉଠି ତାଙ୍କ ବିବାହ ପରେ ଦ୍ୱିତୀୟ ପ୍ରେମିକା ତାଙ୍କ ପାଖକୁ ଆସିଥିଲେ, ଆଉ ମୁଁ କହୁଛି ପ୍ଲିଜ଼ ପ୍ଲିଜ଼ ସମ୍ପଦ ମୋତେ ଛାଡିଦିଅ ମୋ ସହିତ ଏମିତି କରନି ମୋତେ ମୋ ପିଲାମାନେ ଅପେକ୍ଷା କରିଛନ୍ତି ।

ଆଉ ତାଙ୍କୁ ରେପ କରିବା କଥା ମଧ୍ୟ କହିଥିଲେ । ତେବେ ଯାତ୍ରା ଜଗତରେ ସେ ଏତେ ଦିନ କାମ କରିଥିଲେ ମଧ୍ୟ ତାଙ୍କୁ ଆଜି ଯାଏ ଖରାପ ବ୍ୟବହାର କେହିବି ଦେଖାଇ ନାହାନ୍ତି । ଯାହା ଏବେ ଭାଇରାଲ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।