ପଇସା ଦେଇକି ଟୋକାଙ୍କ ସହ ଶୋଇଛି ..ହେଲେ କେଉଁ ସ୍ତ୍ରୀ ର ଘର ଭାଙ୍ଗିନି : ଏ ନେଇ କଣ କହୁଛନ୍ତି ରାଣୀ ପଣ୍ଡା… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ବର୍ତମାଣ ଏଭଳି ଗୋଟିଏ ଭିଡିଓ ଭାଇରାଲ ହେଇଥିଲା ସୁପୋରଷ୍ଟାର ବାବୁସାନ ଆଉ ପ୍ରକୃତି ମିଶ୍ର ଙ୍କୁ ନେଇକି | ଆଉ ଯାହା ପାଇଁ ସାରା ଓଡିଶା ରେ ଚହଳ ପକେଇ ଦେଇଥିଲା | ଆଉ ଯାହା ର ପ୍ରଭାବ ସାରା ଫିଲ୍ମ ଇଣ୍ଡୋଷ୍ଟ୍ରି ଉପରେ ପଡିଥିଲା ବୋଲି ଆପଣ ମାନେ ତ ବହୁତ ଭଲ ଭାବରେ ଜାଣିଛନ୍ତି | ତେବେ ବର୍ତ୍ତମାନ ଆଉ ଗୋଟିଏ ଭିଡିଓ ଭାଇରାଲ ହେଉଛି | ଆଉ ଯୋଉଥିରେ ରାଣୀ ପଣ୍ଡା ବହୁତ କିଛି କଥା କହିଛନ୍ତି | ଆସନ୍ତୁ ତାହେଲେ ନଜର ପକାଇବା ରାଣୀ ପଣ୍ଡା କଣ ସବୁ କହିଛନ୍ତି |

ତେବେ ଆପଣ ମାନେ ତ ରାଣୀ ପଣ୍ଡା ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ | ଆଉ ବର୍ତ୍ତମାନ ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହେବାକୁ ଯାଉଛି | ଆଉ ଯୋଉଁ ଭିଡିଓ ରେ ରାଣୀ ପଣ୍ଡା କହିଛନ୍ତି କି ରାଣୀ ପଣ୍ଡା ପଇସା ଦେଇକି ଶୋଇଛି | କିନ୍ତୁ କେବେ କାହା ପାଖରୁ ଟଙ୍କା ଟିଏ ନେଇକି ଶୋଇନି |.ଆଉ ରାଣୀ ପଣ୍ଡା କେବେ କାହାର ଘରକୁ ଭାଙ୍ଗିନି କି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଫାଟ ତିଆରି କରେନି | ଆହୁରି ସେ କହିଛନ୍ତି କି ମୁଁ ଗୋଟିଏ ଛୁଆ ପାଖରୁ ତାର ବାପା ଙ୍କୁ ଆଉ ମା ପାଖରୁ କେବେ ପୁଅକୁ ଅଲଗା କରେ ନାହିଁ |

ତେବେ ରାଣୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି କି ମୁଁ କାହା ପାଖରୁ ଟଙ୍କା ଟିଏ ମଧ୍ୟ ନେଇନାହିଁ |ଯଦି ମୁଁ ସେମିତି ଭାବିଥାନ୍ତି ଆଉ ସେମିତି କିଛି କରିଥାନ୍ତି ତାହେଲେ ସେ ଆଜି ଭୁବନେଶ୍ୱର ରେ ବହୁତ ବଡ଼ ଫ୍ଲାଟ କିଣି ସାରିଥାନ୍ତେନି | ଆଉ ଦାମୀ କାର କିଣି ଆରାମରେ ଜୀବନ ଜାପନ କରିଥାନ୍ତି ଏମିତି ଆଉ ନ ଥାନ୍ତି ବୋଲି କହିଛନ୍ତି ରାଣୀ ପଣ୍ଡା | ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ସେ ସବୁବେଳେ ସମସ୍ତଙ୍କର ସାହାଯ୍ୟ କରନ୍ତି କିନ୍ତୁ କେବେ କାହାକୁ କଷ୍ଟ ଦିଅନ୍ତି ନାହିଁ |

ତେବେ ହଠାତ ରାଣୀ ପଣ୍ଡା ଏଭଳି ଗୋଟିଏ ଭିଡିଓ ଭାଇରାଲ କରେଇବାର ମାନେ ହେଉଛି |ବାବୁସାନ ଆଉ ପ୍ରକୃତି ମିଶ୍ର ଙ୍କୁ ନେଇକି ସେ ଆଗରୁ କିଛି କହିଥିଲେ ଆଉ ଯାହାକୁ ନେଇକି ତାଙ୍କ ସହିତ ଯୋଡ଼ିକି ଲୋକ ମାନେ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଥିଲେ | ଆଉ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ | ଆଉ ଯାହା ପାଇକି ସେ ଏଭଳି କଥା ବାର୍ତ୍ତା କରିଛନ୍ତି | ତେବେ ସେ କହିଛନ୍ତି କି ମୁଁ ଓଡିଶା ର ସମସ୍ତ ଭାଇ ଭଉଣୀ ମାନଙ୍କୁ ଭଲ ପାଇଁ ତେଣୁ ଏମିତି କଥା ସହିତ ମତେ ନେଇକି କୁହନ୍ତି ନାହିଁ | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।