Exclusive : ପୁଅର ଆସିବା ଜାଣି ମନ ପସନ୍ଦର ଖାଇବା ରାନ୍ଧିଥିଲେ ଅପରାଜିତା… ଡକାହନ୍ତୁ Video

ହଁ ଦର୍ଶକ ବନ୍ଧୁ ଓଡିଶା ର ଲୋକପ୍ରିୟ ନାୟକ ବାବୁସାନ ଓ ପ୍ରକୃତି ମିଶ୍ର ଙ୍କୁ ଘଟଣା ଏବେ ଅନ୍ତ ହେବା କୁ ଯାଉଛି କାରଣ ଅଭିନେତା ବାବୁସାନଙ୍କ ଏବେ ଘରକୁ ଫେରିଥିବା ସୂଚନା ମିଳିଛି | ତେବେ ଅଭିନେତା ବାବୁସାନ ପତ୍ନୀ ତୃପ୍ତି ଶତପଥୀ ବାବୁସାନଙ୍କୁ ଗାଡି ଭିତରୁ ଟଣା ଓଟରା କରିବା ସହ ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଟଣାଓଟରା କରି ମାଡ଼ ମାରିଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା |ତେବେ ଏହି ଘଟଣା ପରେ ବାବୁସାନ ଚେନ୍ନାଇ ରେ ଥିଲେ ବୋଲି ସୂଚନା ମିଳିଥିଲା | ତେବେ ଷ୍ଟାର ପରିବାର ମଧ୍ୟରେ ବଢି ଥିବା ବିବାଦ କୁ ନେଇ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ସଂପର୍କ ନେଇ ସବୁଆଡେ ଚର୍ଚ୍ଚା ଚାଲିଥିଲା ବେଳେ ଏବେ ସେହି ଚର୍ଚ୍ଚା ର ଅନ୍ତ ଘଟିଛି ବୋଲି କୁହାଯାଇଛି |

ତେବେ ବାବୁସାନ ଘରକୁ ଫେରିବାର ଖବର ପାଇବା ମାତ୍ରେ ଚାରିଆଡେ ଚହଳ ପଡ଼ିଯାଇଥିଲା |ତେବେ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ | ବିମାନବନ୍ଦର ତାଙ୍କୁ ଅପେକ୍ଷା କରିଥିବା ଗଣମ‌ାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ କେବଳ ଏତିକି କହିଥିଲେ ଯେ ମୋତେ ମୋ ବାପାମାଆଙ୍କ ପାଖକୁ ଯିବାକୁ ଦିଅନ୍ତୁ | ଏହା କହି ସେଠାରୁ ସେ ଚାଲିଆସିଥିଲେ ଓ ଆସି ଘରେ ପହଞ୍ଚିଥଲେ | ଘରେ ପହଞ୍ଚି ସେ ସର୍ବ ପ୍ରଥମେ ତାଙ୍କୁ ମା ଙ୍କୁ ଦେଖା କରିଥିଲେ | ତେବେ ଘରକୁ ଫେରିବା ପରେ ବାବୁସାନ ଙ୍କ ଆଖି ରୁ ଲୁହ ଥିଲା ବୋଲି ଜଣା ପଢ଼ିଛି |

ତେବେ ବାବୁସାନଙ୍କ ଫେରିବା କଥା ଯେହେତୁ ମା ଆଗରୁ ଜାଣି ଯାଇଥିଲେ ସେଥିପାଇଁ ମା ପୁଅ ର ଫେରିବା ବାଟ କୁ ଚାହିଁ ବସିଥିଲେ | ମା’ ଅପରାଜିତା ମହାନ୍ତି ପୁଅ ଘରକୁ ଫେରି ଆସିବା ପରେ ସେ ବାବୁସାନ ଙ୍କୁ ସକାଳ ଖାଇବା ରେ ଯାହା ଭଲ ଲାଗେ ତାହା ନିଜ ହାତରେ ରାନ୍ଧି ଥିଲେ ମା ଅପରାଜିତା ଓ ପୁଅକୁ ନିଜ ହାତରେ ଖୁଆଇଦେବାର ଦୁଶ୍ୟ କେତେ ସୁନ୍ଦର ଥିବ ବାବୁସାନ ଙ୍କ ଘରେ | ତେବେ ମା ଙ୍କ ଅପେକ୍ଷା ର ଆଜି ଅନ୍ତ ଘଟିଛି ଓ ତାଙ୍କର ପୁଅ ମା ପାଖକୁ ଫେରି ଆସିଛନ୍ତି ଯାହା ପୂର୍ବରୁ ଅପରାଜିତା ମହାନ୍ତି ଗଣମାଧ୍ୟମକୁ କହିଥିଲେ ଯେ, ବାବୁସାନ ଭଲ ପିଲା ସେ ଆମ ପାଖକୁ ଖୁବ ଶୀଘ୍ର ଫେରିଆସିବ ତେଣୁ ମା ଙ୍କ କଥା ମଧ୍ୟ ସତ ହେଇଛି | ତେବେ ବାବୁସାନ ଘରକୁ ଫେରିବା ପରେ ସେ ତାଙ୍କ ସ୍ତ୍ରୀ ଓ ପୁଅ ଘର ନଥିଲେ | ସେ ଘରେ ସେମାନେ କାହିଁକି ନାହାନ୍ତି, ତାହା ଏବେ ପ୍ରଶ୍ନବାଚୀ ହୋଇଛି |

ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ଆଜିର ଭାଇରା ଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ଭାରାରଲ ହେବାରେ ଲାଗିଛି ଓ ଲୋକ ମାନେ ଏହାକୁ ଦେଖି ମା” ର ଭଲ ପାଇବା ବିଷୟରେ ପ୍ରଶଂସା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।