Exclusive : ଭୁବନେଶ୍ୱର ଫେରିଲେ ବାବୁଶାନ୍ ! ସାମ୍ନାକୁ ଆସିଲା ଭାଇରାଲ ଭିଡ଼ିଓ

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏବେ ଏଭଳି ଗୋଟିଏ ଭିଡିଓ ଯାହା ଏବେ ସେସିଆଲ ମିଡ଼ିଆରେ ବହୁତ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି |ତେବେ ଓଡ଼ିଆ ଫିଲ୍ମ ଜଗତ ପାଇଁ ଗୋଟିଏ ବହୁତ ବଡ଼ ଦୁଃଖର କଥା ଯେ ବାବୁସାନ ମହାନ୍ତି ଓ ପ୍ରକୃତି ଯାହାଙ୍କର ଏତେ ଭଲ ଫେମିଲି | ଆଉ କଳାକାର ଦୁନିଆରେ ବହୁତ ବଡ଼ ନାଁ ବି ରହିଛି | ସେଭଳି ଗୋଟିଏ ଫେମିଲି ଓ ଏତେ ବଡ଼ ଏକ୍ଟର ବାବୁସାନ ଙ୍କ ନାଁ ରେ ଲାଗିଥିବା ଏଭଳି ଗୋଟିଏ ଘଟଣା ପରେ | ବାବୁସାନ ଭୁବନେଶ୍ୱର ଛାଡିକି ପଳେଇ ଯାଇଥିଲେ | ତେବେ ପୁଣି ବର୍ତ୍ତମାନ ଆଉ ଗୋଟିଏ ଘଟଣା ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହା ହେଉଛି କି ବାବୁସାନ ବର୍ତ୍ତମାନ ଭୁବନେଶ୍ୱର ଆସିବାକୁ ଯାଉଛନ୍ତି |

ତେବେ ଯାହା ସେସିଆଲ ମିଡ଼ିଆରେ ଜାଣିବାକୁ ମିଳିଛି କି ଚେନ୍ନାଇ ଏୟାରପୋର୍ଟ ରେ ବର୍ତ୍ତମାନ ତାଙ୍କ ର ଆଉ କେତେଜଣ ସହ କର୍ମୀ ମାନଙ୍କ ସହିତ ଦେଖିବାକୁ ମିଳିଛି |ତେବେ ଖୁବ ଶୀଘ୍ର ବାବୁସାନ ଆସିକି ଭୁବନେଶ୍ୱର ରେ ପହଂଚିବାକୁ ଯାଉଛନ୍ତି |, ତେବେ ଆମେ ଜାଣିଛୁ କି ପ୍ରକୃତି ମିଶ୍ର ଆସିକି ବର୍ତ୍ତମାନ ଭୁବନେଶ୍ୱର ରେ ପହଞ୍ଚିଥିଲେ ଆଉ ଯାହା ପାଇଁ ଖାରବେଳ ପୋଲିସ ମଧ୍ୟ ତାଙ୍କୁ ଅଟକ ରଖିଥିଲେ | ଆଉ ଯାହା ଫଳରେ ତାଙ୍କୁ ବହୁତ ସମୟ ଜେରା ହୋଇଥିଲା,ଆଉ ସମସ୍ତ ଘଟଣା ବିଷୟରେ ବହୁତ ଗୁଡିଏ ପ୍ରଶ୍ନ ପଚାରା ଯାଇଥିଲା |

ତେବେ ଠିକ ସେମିତି ଏବେ ବାବୁସାନ ଭୁବନେଶ୍ୱର ଆସିବା କଥା ବର୍ତ୍ତମାନ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି | ଆଉ ଯୋଉଠି ବାବୁସାନ ଚେନାଇ ଏୟାରପୋର୍ଟ ରେ ବାହାରିଥିବାର କଥା ଭାଇରାଲ ହେଇଛି ଆଉ ବହୁତ ଶୀଘ୍ର ଭୁବନେଶ୍ୱର ରେ ପହଂଚିବାକୁ ଯାଉଛନ୍ତି ବାବୁସାନ | ଆଉ ଯାହା ଫଳରେ ସେ ଆସିବା ପରେ ମଧ୍ୟ ତାଙ୍କୁ ଖାରବେଳ ପୋଲିସ କୁ ନେଇଯିବା ପରେ ତାଙ୍କୁଅଧ୍ୟ ପ୍ରକୃତି ଙ୍କ ପରି ଜେରା କରାଯିବ |

ଆଉ ପ୍ରକୃତିଙ୍କ ସହିତ ତାଙ୍କର ସମ୍ପର୍କ କଣ ଅଛି | ସେମାନେ ଚେନାଇ ରେ ଗୋଟିଏ ହୋଟେଲରେ ଗୋଟିଏ ରୁମ ରେ ରହୁଥିଲେ କି ନାହିଁ | ଆଉ ସେ କେତେ ବର୍ଷ ହେଲା ନିଶା ଦ୍ରବ୍ୟ ସହିତ ଏଡିକଟେଡ ଅଛନ୍ତି | ଆଉ ବାବୁସାନ ଙ୍କ ସ୍ତ୍ରୀ ଯୋଉଁ ମାମଲା ରୁଜୁ କରିଛନ୍ତି ଆଉ ଜପୁଠି ଲେଖା ଯାଇଛି କି ପ୍ରକୃତି ତାଙ୍କୁ ବ୍ଲାକମେଲିଙ୍ଗ କରୁଛନ୍ତି | ସମସ୍ତ ଘଟଣା ବିଷୟରେ ବହୁତ ଗୁଡିଏ ପ୍ରଶ୍ନ ମାଧ୍ୟ ବାବୁସାନ ଙ୍କୁ ପଚାରାଯିବ | ଆଉ ଯାହା ପରେ ପୋଲିସ ସମସ୍ତ ଘଟଣା ର ତଦନ୍ତ କରିବ ଓ ଘଟଣା ପଛରେ ଥିବା ସମସ୍ତ ସତ୍ୟ ଘଟଣା ର ରହସ୍ୟ ମଧ୍ୟ ବାହାର କରିବ ବୋଲି ବର୍ତ୍ତମାନ ଗଣମାଧ୍ୟମ ରେ ଭାଇରାଲ ହେଉଛି | ତେବେ ବର୍ତ୍ତମାନ ସମସ୍ତଙ୍କର ଅପେକ୍ଷା ଯେ କେତେବେଳେ ବାବୁସାନ ଭୁବନେଶ୍ୱର ଭରେ ପହଞ୍ଚିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।