ସାମ୍ନାକୁ ଆସିଲା ନୂଆ ଖୁଲାସା ! କଣ ପାଇଁ ପୁରୁଣା ପ୍ରେମିକ ଅତୁଲଙ୍କୁ ଛାଡିଦେଲେ ପ୍ରକୃତି ?… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ଚାରି ଆଡ଼େ ସେହି ଗୋଟିଏ ଖବର ଭାଇରାଲ ହେବାକୁ ଲାଗୁଛି ତାହା ହେଉଛି ପ୍ରକୃତି ମିଶ୍ର ଆଉ ବାବୁସାନ ଙ୍କର ଘଟଣା ଆଉ ଯାହା ସାରା ଓଡିଶା ରେ ଚହଳ ମଧ୍ୟ ପକେଇ ଦେଇଛି | ଆଉ ଯାହା ପବି ବହୁତ ଲୋକ ବହୁତ ପ୍ରକାରର କଥା ମଧ୍ୟ କହୁଛନ୍ତି ବାବୁସାନ ଆଉ ପ୍ରକୃତିଙ୍କୁ ନେଇକି | ଆଉ ତାହା ଭିତରେ କିଛି ଏମିତି ପ୍ରଶ୍ନ ଉଠିଛି ଯାହାର ସମାଧାନ ଏତେ ବେଳ ଯାଏ କେହିବି ପାଇ ନାହାନ୍ତି | ଯାହା ଏବେ ସମସ୍ତଙ୍କ ଆଗରେ ଗୋଟିଏ ବଡ଼ ପ୍ରଶ୍ନବାଚୀ ସାଜିଛି | ତାହେଲେ ଆସନ୍ତୁ କଣ ସେ ପ୍ରଶ୍ନ ସେ ବିଷୟରେ ଆଲୋଚନା କରିବା |

ତେବେ ଏବେ ପ୍ରଶ୍ନ ଉଠିଛି ପ୍ରକୃତି ଆଉ ତାଙ୍କର ଵ୍ୟଫ୍ରେଣ୍ଡ କୁ ନେଇକି | ତେବେ ଆପଣ ମାନେ ତ ଜାଣିଥିବେ କି ପ୍ରକୃତି ମିଶ୍ର ଏବେ ବଲିଉଡ ରେ ରହିକି କାମ କରୁଛନ୍ତି | ଆଉ ସେଠି ତାଙ୍କର ଵ୍ୟଫ୍ରେଣ୍ଡ ମଧ୍ୟ ରହିଥିଲେ ଯାହାଙ୍କର ନାଁ ହେଇଛି ଅତୁଳ | ଆଉ ପ୍ରକୃତି ତାଙ୍କ ଜରିଆରେ ବଲିଉଡ ମଧ୍ୟ ଯାଇଥିଲେ | ଆଉ ସେଠି ତାଙ୍କ ସହିତ 3ମାସ ପର୍ଯ୍ୟନ୍ତ ରହିବା ପରେ ଆଉ ତାଙ୍କ ସହିତ ସବୁ କିଛି ସାରିଦେବା ପରେ କାହିଁକି ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା ଓ ସମ୍ପର୍କ ଭାଙ୍ଗିଗଲା |

ଆଉ ସେ ବଲିଉଡ ଏକ୍ଟର ଙ୍କୁ ଛାଡିକି କାହିଁକି ବାବୁସାନ ଙ୍କ ସହିତ ପ୍ରେମ ସମ୍ପର୍କ କଥାଟି ଭାଇରାଲ ହେଲା ତାହା ବର୍ତ୍ତମାନ ଗୋଟିଏ ବହୁତ ବଡ଼ ପ୍ରଶ୍ନ ହେଇକି ଛିଡା ହେଇଛି ସମସ୍ତଙ୍କ ଆଗରେ | ଆଉ ପ୍ରକୃତି ମିଶ୍ର ମଧ୍ୟ ଅତୁଳ ଙ୍କ ସହିତ ବେଶ ଟଙ୍କା ଉଡାଇବା ସହିତ ଏକା ସାଙ୍ଗରେ ଗୋଟିଏ ହଟେଲ ରେ ମଧ୍ୟ ତିନି ମାସ ଧରି ରହିବା ପରେ କଣ ପାଇଁ ତାଙ୍କୁ ଛାଡି ଦେଇଥିଲେ | ଆଉ ଝିଅର ଏହି ସବୁ କାଣ୍ଡ କାରନାମା ଜାଣିକି ମଧ୍ୟ ମନ୍ମଥ ମିଶ୍ର, ଅର୍ଥାତ ପ୍ରକୃତି ଙ୍କ ବାପା ମା ଚୁପ ରହିଥିଲେ, ଆଉ ଝିଅକୁ ସପୋର୍ଟ କରିବା ସହିତ ଥାନା ରେ ଯାଇକି ତୃପ୍ତି ଙ୍କ ନାଁ ରେ କମ୍ପ୍ଲେନ ଦେଇଥିଲେ |

ତେବେ ଜଣେ ବିବାହିତ ପୁରୁଷର ଜୀବନରେ ପଶି ତାଙ୍କର ସଂସାରକୁ ବର୍ବାଦ କରିଦେବା ପଛରେ କଣ ମୂଳ ଉଦେଶ୍ୟ ଥାଇପାରେ ବୋଲି ବର୍ତ୍ତମାନ ପ୍ରଶ୍ନ ଉଠିଛି | ଆଉ ଯୋଉଠି ସେ ବଲିଉଡ ରେ ଗତ କିଛି ବର୍ଷ ହେଲା କାମ କରୁଥିବା ସହିତ ଅତୁଳ ଙ୍କୁ ମଧ୍ୟ ଭଲ ପାଉଥିଲେ | କିନ୍ତୁ କଣ ଏମିତି ହେଲାକି ଯାହା ପାଇଁ ସେ ଏମିତି କାମ କରିଲେ | ତାହା ବର୍ତ୍ତମାନ ସନ୍ଦେହର ଘେର ଭିତରେ ରହିଛି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।