Exclusive : ମୋ ପ୍ରେଗ୍ନେସି ଭିତରେ ଆମ ସମ୍ପର୍କ ମଧ୍ୟକୁ ପଶିଆସିଲେ ପ୍ରକୃତି, ଆଉ ତା ପରେ କଲେ ଖେଳ… ଏ ନେଇ କଣ କହୁଛନ୍ତି ତୃପ୍ତି, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ଭାଇରାଲ ହେଉଛି ଗୋଟିଏ ଏଭଳି ଭିଡିଓ ଯାହାକୁ ଦେଖିଲେ ଆପଣ ମଧ୍ୟ ନିଜେ ନିଜ ଆଖିକୁ ବିଶ୍ୱାସ କରିପାରିବେନି | ଫିଲ୍ମ ଜଗତର ଏତେ ବଡ଼ କଳା କାର ଆଉ ପ୍ରସଂଶା ଅର୍ଜନ କରିଥିବା କଳାକାର ଯେ ଏତେ ଆଗକୁ ଯାଇଥିବେ ତାହା କେହିବି ଭାବି ନ ଥିଲେ |ତେବେ ଆପଣ ମାନେ ଜାଣିଥିବେ କି ବାବୁସାନ ତୃପ୍ତି ଙ୍କୁ ମେରେଜ କରିଥିଲେ, କିନ୍ତୁ କଣ ଏମିତି ହେଲା ଯାହା ପାଇଁ ତୃପ୍ତି ବାବୁସାନ ଙ୍କ ଉପରେ ସନ୍ଦେହ କରିଥିଲେ | ଆଉ ଯାହା ପାଇଁ ରାସ୍ତା ଉପରେ ବାବୁସାନ ଙ୍କ ସହିତ ପ୍ରକୃତି ମିଶ୍ର ଙ୍କୁ ଦେଖିକି ବାଡେଇ ଥିଲେ ଆଉ ଯାହାକୁ ନେଇକି ସାରା ଅଲିଉଡ଼ ଜଗତରେ ଚହଳ ପଡି ଯାଇଥିବାବେଳେ ଆଉ ଗୋଟିଏ କଥା ସାମ୍ନାକୁ ଆସିଛି, ଆଉ ଯୋଉଠି ତୃପ୍ତି ଙ୍କ ପ୍ରେଗନେନସି ର ଫାଇଦା ଉଠାଇ ପ୍ରକୃତି ବାବୁସାନ ଙ୍କ ଲାଇଫକୁ ଏଣ୍ଟ୍ରି କରିବା କଥା କୁହାଯାଇଛି |

ତେବେ ତୃପ୍ତି ଯାହା ସେସିଆଲ ମିଡିଆରେ କହିଥିଲେ କି ତାଙ୍କ ର ଲଭ ଆଉ ତାପରେ ପ୍ରେମ ବିବାହ ହେଇଥିଲା ଆଉ ତାଙ୍କର ଲାଇଫ ବହୁତ ଭଲରେ ଚାଲିଥିଲା , ଆଉ ବାବୁସାନ ଆଉ ତାଙ୍କ ମଧ୍ୟରେ ଖୁବ ଭଲ ରିଲେସନସିପି ମଧ୍ୟ ଥିଲା | କିନ୍ତୁ ଯେତେବେଳେ ତୃପ୍ତି ପ୍ରେଗ୍ନେଣ୍ଟ ଥିଲେ ସେତେବେଳେ ପ୍ରକୃତି ଆସିଥିଲେ ବାବୁସାନ ଙ୍କ ଲାଇଫ କୁ | ଆଉ ତା ପରେ ତୃପ୍ତି ଙ୍କୁ କିଛି ଠିକ ଲାଗିଲା ନାହିଁ ସେମାନଙ୍କର ରିଲେସନ କୁ ନେଇକି | ତେବେ ଆଜକୁ ପ୍ରାୟ ଦେଢ଼ ବର୍ଷ ପୂର୍ବେ ଆସିଥିଲେ ପ୍ରକୃତି ବାବୁସାନ ଙ୍କ ଲାଇଫ କୁ |

ତେବେ ଆପଣ ମାନେ ତୋ ସମସ୍ତେ ପ୍ରାୟ ଜାଣିଥିବେ କି ପ୍ରେଗ୍ନେଣ୍ଟ ରହିବା ପରେ ଆଉ ପିଲା ଜନ୍ମ ଦେବାର ଛଅ ମାସ ପର୍ଯ୍ୟନ୍ତ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ରିଲେସନ ରଖିବାକୁ ମନା କରାଯାଏ | ଆଉ ଯେତେବେଳେ ତୃପ୍ତି ପାଞ୍ଚ ମାସର ପ୍ରେଗ୍ନେଣ୍ଟ ଥିଲେ , ସେତେବେଳେ ତାଙ୍କର ସେହି ସୁଯୋଗ ର ଫାଇଦା ଉଠାଇଥିଲେ ପ୍ରକୃତି | ଆଉ ତାଙ୍କ ଲାଇଫ କୁ ଏଣ୍ଟ୍ରି କରିକି ବାବୁସାନ ଙ୍କୁ ପୁରା ପୁରି ବୋଶୀଭୂତ କୋରେଇଦେବାର ସନ୍ଦେହ କରାଯାଉଛି |

କାରଣ ତୃପ୍ତି ଙ୍କ କହିଥିବା କଥା ଅନୁସାରେ ତାଙ୍କର ସ୍ୱାମୀ ବାବୁସାନ ଦୀର୍ଘ ଦେଢ଼ ବର୍ଷ ହେଲା ପ୍ରକୃତି ଙ୍କ ସହିତ ମିଳାମିଶା କରୁଛନ୍ତି, ଆଉ ଦେଖିବାକୁ ଗଲେ ଦେଢ଼ ବର୍ଷ ପୂର୍ବେ ତୃପ୍ତି ପ୍ରେଗ୍ନେଣ୍ଟ ଥିଲେ | ଆଉ ଏହି ଦୁଇ କଥା କୁ ନେଇକି କିଛି ଗୋଟିଏ ସାମଞ୍ଜସ୍ୟ ଦେଖା ଦେଉଛି | ଆଉ ଯୋଉଠି ପ୍ରକୃତି ତାଙ୍କର ପ୍ରେଗ୍ନେଣ୍ଟ ଥିବା ସମୟର ଫାଇଦା ଉଠାଇଛନ୍ତି ବୋଲି ସନ୍ଦେହ କରାଯାଉଛି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।