Exclusive : ବାବୁଶାନ୍ ( Babushaan ) ପ୍ରେମରେ ବାଟ ବାଉଳା ହୁଅନି… ଏତେ ନିର୍ଲଜ ସେ ଝିଅ… ଏ ନେଇ କଣ କହୁଛନ୍ତି, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେଉଛି ଏବେ ଏପରି ଗୋଟିଏ ଭିଡିଓ ଯାହା ବର୍ତ୍ତମାନ ସେସିଆଲ ମିଡ଼ିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଓ ଅନେକେ ବିଭିନ୍ନ ପ୍ରକାରର ମତ ମଧ୍ୟ ଦେଇଛନ୍ତି |ବାବୁସାନ ଆଉ ପ୍ରକୃତି ଙ୍କୁ ନେଇକି ଯାହା ସବୁ ତାମସା ହେଇଛି ରାସ୍ତା ଉପରେ ତାହା ପୁଣି ବିଚ ରାସ୍ତା ଉପରେ ପ୍ରକୃତିଙ୍କୁ ମାଡ଼ ମାରିଛନ୍ତି ତୃପ୍ତି ତାହା ବେଶ ସମସ୍ତେ ଜାଣିଥିବେ |ଅଲିଉଡ଼ ଜଗତ ପାଇଁ ସେଇଟା ବହୁତ ବଡ଼ ଗୋଟିଏ ଲଜ୍ୟା ର କଥା |ତେବେ ଏଭଳି ଗୋଟିଏ ଘଟଣା କୁ ନେଇକି ଅନେକ ଲୋକ ଅନେକ ମତ ଦେଉଛନ୍ତି, ତାହେଲେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |

ତେବେ ଲୋକ ଜଣଙ୍କ କହିଛନ୍ତି କି ହୁଏତ ପ୍ରକୃତି ମିଶ୍ର ତାଙ୍କର ଫାଇଦା ପାଇଁ ଏମିତି କରିଥାଇ ପାରନ୍ତି | କାରଣ ଯେହେତୁ ବାବୁସାନ ଙ୍କ ପାଖରେ କୋଟି କୋଟି ଟଙ୍କା ଅଛି ଆଉ ସେଥିରୁ ସେ ମଧ୍ୟ କିଛି ତା ହେଲ୍ପ ପାଉଥିବେ | ତାହା ସହିତ ତାଙ୍କର ଫେମିଲି କୁ ମଧ୍ୟ ପଇସା ଦେଇଥିବେ ଆଉ ସେଥିପାଇଁ ପ୍ରକୃତଙ୍କର ପରିବାର ଲୋକ ତାଙ୍କ ପକ୍ଷରେ ଅଛନ୍ତି ଆଉ ଝିଅକୁ ଏହିଭଳି ଭାବରେ ସପୋର୍ଟ ମଧ୍ୟ କରୁଛନ୍ତି | ତେବେ ଝିଅର ଏଭଳି ଭୁଲ ପଛରେ ଆଉ ବାପା ମା ଙ୍କର ହାତ ନାହିଁ ତୋ, ଏମିତି କିଛି ସନ୍ଦେହ କରିଛନ୍ତି ଲୋକମାନେ |

ତେବେ ସେ ଆହୁରି ମଧ୍ୟ କହୁଛନ୍ତି କି ପ୍ରକୃତି କହୁଛନ୍ତି ଯେ ସେ ରିଲ ଲାଇଫ ର ହିରୋଇନ ଥିଲେ ଏବେ ରିଏଲ ଲାଇଫ ର ହିରୋଇନ ଥିଲେ ତାହା ବହୁତ ନିର୍ଲଜ କଥା ଅଟେ |ତେବେ ଏ ବୟସରେ ଏମିତି ହେଇଯାଏ ଅଟରାକ୍ସନ ଆସେ |ଏମିତି ଜଣେ ପ୍ରଫେସର ଙ୍କ ସହିତ ମଧ୍ୟ ହେଇଥିଲା ଯୋଉଠି ସେ ତାଙ୍କ ଝିଅ ବୟସର ଜଣେ ଝିଅଙ୍କୁ ଭଲ ପାଇଥିଲେ ଆଉ ଯାହା ପାଇଁ ତାଙ୍କ ସ୍ତ୍ରୀ ସ୍ୱାମୀ ଙ୍କୁ ଡିଭୋର୍ସ ମଧ୍ୟ ଦେଇଦେଲେ ତାଙ୍କର ସ୍ୱାମୀଙ୍କ ପାଇଁ ଯେହେତୁ ତାଙ୍କର 6 ଜଣ ଛୁଆ ଥିଲେ | କିନ୍ତୁ ବାବୁସାନ ତ ପିଲା ଲୋକ ଆଉ ତୃପ୍ତି ଙ୍କର ତୋ 13 ମାସର ଜଣେ ପୁଅ ତୋ ସେ କେମିତି ତାଙ୍କ ସ୍ୱାମୀ ଙ୍କୁ ଛାଡି ପାରିବେ |

ତେବେ ସେ କହିଛନ୍ତି କି ପ୍ରକୃତି ତେଣୁ ଆପଣ ବାବୁସାନ ଙ୍କ ଲାଇଫ ରେ ନମ୍ବର ପଶିକି ତାଙ୍କର ଜୀବନରେ ବାଧା ନଦେଇ, କି କୋଟ କି ଥାନା ର ଦ୍ଵାରସ୍ଥ ନ ହେଇକି ବାବୁସାନ ଙ୍କ ପରିବାର ଆଉ ପ୍ରକୃତିଙ୍କ ପରିବାର ମିଶିକି ତାର ସମାଧାନର ବାଟ ଖୋଜନ୍ତୁ ବୋଲି କହିଛନ୍ତି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।