Exclusive : ବାବୁଶାନ୍ ଭିଡ଼ିଓ ପ୍ରକୃତି ହିଁ ସୁଟିଂ କରୁଛନ୍ତି ? ଏ ନେଇ ତାଙ୍କ ଫ୍ୟାନ କଣ କହୁଛନ୍ତି… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ବର୍ତ୍ତମାନ ବାବୁସାନ ଆଉ ପ୍ରକୃତି ଙ୍କୁ ନେଇକି ବହୁତ କଥା ଉଠୁଛି | ଯେହେତୁ ତୃପ୍ତି ପ୍ରକୃତି ମିଶ୍ର ଙ୍କୁ ବିଚ ରାସ୍ତା ଉପରେ ମାଡ଼ ମାରିବା ସହିତ ତାଙ୍କର ଚୁଟି କୁ ଟାଣି ଛନ୍ତି | ଯାହାକୁ ଦେଖିକି ସେସିଆଲ ମିଡ଼ିଆରେ ବହୁତ କଥା ପ୍ରଚାର ହେଉଛି |ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ମତ ଦେବାକୁ ଲାଗିଛନ୍ତି ସେ ମାନଙ୍କ ସମ୍ପର୍କ କୁ ନେଇକି ଆଉ ନିନ୍ଦା ମଧ୍ୟ କରୁଛନ୍ତି |ଆଉ ଯାହା ସାରି ଓଡ଼ିଆ ଇଣ୍ଡୋଷ୍ଟ୍ରି ପାଇଁ ଗୋଟିଏ ବହୁତ ବଡ଼ ଦୁଃଖର କଥା କି ଏତେ ବଡ଼ ବଡ଼ ଷ୍ଟାର ହେଉକି ଏମିତି କାମ କରୁଛନ୍ତି | ଆଉ ଯାହାକୁ ନେଇକି ଲୋକ ମାନେ ମଧ୍ୟ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେବାକୁ ଲାଗିଛନ୍ତି | ଆସନ୍ତୁ ତାହେଲେ ଜାଣିବା କଣ ରହିଛି ପ୍ରତିକ୍ରିୟା ଲୋକଙ୍କର |

ତେବେ ବାବୁସାନ ଆଉ ପ୍ରକୃତିଙ୍କୁ ନେଇକି ବର୍ତ୍ତମାନ ଖବର ପୁରା ପୁରି ଭାଇରାଲ ହେଉଛି | ଆଉ ଯୋଉଠି ଦେଖା ଯାଇଛି କି ଗୋଟିଏ ପଟେ ବାବୁସାନ ଙ୍କ ମା, ଭଉଣୀ ଓ ସ୍ତ୍ରୀ ବାବୁସାନ ଙ୍କ ସପୋର୍ଟ ନେଉଥିବା ବେଳେ ଅନ୍ୟ ପଟେ ବାବୁସାନ ସେ ସବୁକୁ ଖାତିରି ନମ୍ବର କରିକି ପ୍ରକୃତିଙ୍କ ସହିତ ଅଛନ୍ତି | ତେବେ ଯାହା କଥା ଉଠିଛି କି ବାବୁସାନ ଙ୍କୁ ବ୍ଲାକମେଲିଙ୍ଗ କରା ଯାଉଛି | ତାହା ହୁଏତ ସତ ବୋଲି କହିଛନ୍ତି ସେହି ଯୁବକ ଜଣଙ୍କ |

ତେବେ ସେ ଆହୁରି ମାଧ୍ୟ କହିଛନ୍ତି କି ବାବୁସାନ ମୋର ଭାଇ ଭଳିଆ କିନ୍ତୁ ସେ ଆଗରୁ ତ ସେମିତି ଜମାରୁ ନଥିଲେ | ସେ ନିଜର ଫେମିଲି ଛଡା କାହା କଥା ଭାବୁ ନ ଥିଲେ | ତେବେ ଗତ ଲୋକଡାଉନ ପାଖରୁ ସେ ପୁରାପୁରି ବଦଳି ଯାଇଛନ୍ତି | ଆଉ ଆଗଭଳି ନାହାନ୍ତି କଣ କରୁଛନ୍ତି କଣ ନାହିଁ, କାହାକୁ କମ କହି ଦେଉଛନ୍ତି ସେ ନିଜେ ଯେମିତି ଜାଣିପାରୁ ନାହାନ୍ତି |ଯେମିତି କଣ ଗୋଟିଏ ବଡ଼ ଚିନ୍ତା ଭିତରେ ରହୁଛନ୍ତି ସେ |ଆଉ ତାଙ୍କୁ ଯେମିତି ବ୍ଲାକମେଲିଙ୍ଗ କରାଯାଉଛି |

ତେବେ ତାଙ୍କର କହିବା କଥା କି ଯାହା ବୁ ହେଉ ପୂର୍ବପରି ସବୁ କିଛି ଠିକ ହେଇଯାଉ |ଆଉ ପୂର୍ବ ପରି ବାବୁସାନ ଭାଇ ଘରେ ରୁହନ୍ତୁ ଘରକୁ ଫେରି ଆସନ୍ତୁ ନିଜର ଘର ଆଉ ପରିବାର ସହିତ ସମୟ ବିତାନ୍ତୁ | ଆଉ ଯାହା ବି ହେଇଛି ସେଥିପ୍ରତି ଧ୍ୟାନ ନ ଦେଇକି ଜୀବନରେ ବହୁତ ଆଗକୁ ଯାଆନ୍ତୁ | ଆଉ ନିଜର ଘରକୁ ଫେରି ଆସନ୍ତୁ | ତେବେ ସେ ଆଗିଭଳି ଆଉ ନାହାନ୍ତି, ଆଉ କଣ ହେଇଛି କିଛି ଜଣା ବି ପଡ଼ୁନାହିଁ | ତେବେ ଏମିତି ସବୁ ପ୍ରତିକ୍ରିୟା ଦେଇଛନ୍ତି ଯୁବକ ଜଣଙ୍କ | ଯାହା ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।