Beauty Tips – ସୁନ୍ଦର ଦେଖା ଯିବା ପାଇଁ ପ୍ରତିଦିନ କରନ୍ତୁ ଏହି ୨ ଟି ଜିନିଷର ସେବନ…

ବର୍ତ୍ତମାନ ସମୟରେ ସମସ୍ତେ ନିଜର ମୁହଁ ର ତ୍ୱଚା ପଣକୁ ବଢ଼େଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି। ଯଦି ଆପଣଙ୍କ ମୁହଁରେ ତ୍ୱଚାପଣ ଓ ମୁହଁ ଗୋରା ଦେଖା ନ ଯାଉ ଥିବାରୁ ଆମକୁ ,ଅଧିକାଂଶ ଲୋକ ଆମ ଫେସ କୁ ଦେଖି ଆମକୁ ପସନ୍ଦ କରିନଥାନ୍ତି ।ତେଣୁ କିଛି ଲୋକ ଏହି କାରଣ ରୁ ଚିନ୍ତା ରେ ଥାନ୍ତି ଓ ସେମାନ ଏହା କୁ କେମିତି ଦୂର କରିବେ ତାହା ବିଷୟ ରେ ଚିନ୍ତା କରିଥାନ୍ତି ଓ ଦୋକାନ ରୁ ଯାଇ ବିଭିନ୍ନ ପ୍ରକାର ର କ୍ରିମ ନେଇଆସି ତାହାର ବ୍ୟବହାର କରିଥାନ୍ତି।

 

ହେଲେ କ୍ରିମ ବ୍ୟବହାର କରିବା ଦ୍ୱାରା ମୁହଁରେ ତ୍ୱଚା ପଣ ଆସିଥାଏ ସତ ହେଲେ ଏହା ବେଶୀ ଦିନ ପର୍ଯ୍ୟନ୍ତ ରହିନଥାଏ।କାରଣ ବଜାର ରେ ମିଳୁଥୁବା କ୍ରିମ ରେ କେମିକାଲ ମିଶ୍ରିତ ହେଇଥାଏ। ଯାହା ମୁହଁ ର ଡାର୍କନେସ କୁ କମ କରିଦେଇଥାଏ ଓ ମୁହଁ ରେ ଥିବା ଗ୍ଲୋ ବା ତ୍ୱଚା ପଣ ନଷ୍ଟ ହେଇଥାଏ ।

ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣେଇବୁ ଏମିତି ଏକ ଉପାୟ ଯାହା ସେବନ କରିବା ଦ୍ୱାରା ଆପଣଙ୍କ ମୁହଁରେ କୌଣସି ଦାଗ ଦେଖିବାକୁ ପାଇବେ ନି ଓ ଆଗ ଠୁ ଅଧିକ ସୁନ୍ଦର ଦେଖା ଯିବେ ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେଇ ୨ ଖାଦ୍ୟ ବିଷୟରେ ଜାଣିବା ଯାହା ଖାଇବା ଦ୍ୱାରା ଆମେ ଆଗ ଠୁ ଅଧିକ ଗୋରା ବା ସୁନ୍ଦର ଦେଖା ଯିବୁ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନିମ୍ବ ପତ୍ର କୁ ପ୍ରତେକ ଦିନ ଖାଲି ପେଟ ଖାଇବା ଦ୍ୱାରା ମୁହଁରେ ଓଏଲ ନେସ ଦୂର ହେବା ସହିତ ଆପଣଙ୍କ ମୁହଁ ଶୀଘ୍ର ସଫା ହେବାରେ ଲାଗିଥାଏ ଓ ଧୀରେ ଧୀରେ ଆପଣଙ୍କ ମୁହଁ ଗୋରା ହେବାର ଦେଖା ଯିବ ଓ ଧୀରେ ଧୀରେ ମୁହଁରେ ଥିବା ଦାଗ ମଧ୍ଯ ଦୁରେଇ ଯିବ ।ଏହା ଥିଲା ପ୍ରଥମ ଉପଚାର ।

ଏବେ ଜାଣିବା ଦ୍ୱିତୀୟ ଉପଚାର ବିଷୟରେ ।ଏହା ର ଦ୍ୱିତୀୟ ଉପଚାର ଟି ଆମେ ରୋଷେଇ ଘରେ ବା ଆମ ନୀତି ଦିନ ଜୀବନ ରେ ଖାଇଆସୁଥିବା ଏମିତି ଏକ ଖାଦ୍ୟ ଯାହା ସମସ୍ତ ଙ୍କୁ ଭଲ ଲାଗିଥାଏ ସେଇ ଖାଦ୍ୟ ଟି ହୋଉଛି ଡାଲି ଯାହାକୁ ଖାଇବା ଦ୍ୱାରା ଆମେ ଆମର ମୁହଁ ର ତ୍ୱଚା ପଣ କୁ ଫେରି ପାଇଥାଉ ଓ ଧୀରେ ଧୀରେ ଗୋରା ଦେଖା ଯାଇଥାଉ ।

କଥା ଟି ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ତେଣୁ ଡେରି ନ କରି ଏହାକୁ ଆଜି ହିଁ ବ୍ୟବହାର କରି ଦେଖନ୍ତୁ ଏହା ଥିଲା ଆଜିର ମୁହଁ ଗୋରା କରିବା ର ଉପାୟ ।

v ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।