ଦେଖନ୍ତୁ schoking ଭିଡିଓ ସ୍ୱାମୀ ନଥିବା ବେଳେ ପରପୁରୁଷ ସହ ସ୍ତ୍ରୀ କରୁଥିଲା ଖେଳ…ଦେଖନ୍ତୁ ଭିଡ଼ିଓ

ତେବେ ଆମ ସମାଜ ରେ ବିବାହ ଏକ ପବିତ୍ର ବନ୍ଧନ ବୋଲି ଆମେ କହି ଥାଉ, ପରିବାର ଲୋକ ମଧ୍ୟ ଏହି ବାହାଘର କୁ କେତେ ଖୁସି ମନ ରେ କରିଥାନ୍ତି | ପ୍ରାୟ 4 କି 5 ଦିନ ବିବାହ ର ଉତ୍ସବ ଲାଗି ରହି ଥାଏ ଏବଂ ବିବାହ ରେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇ ଥାଏ | ତେବେ ବିବାହ କରିବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଏକ ଭଲ ସମ୍ପର୍କ ଗଢି ହୋଇ ଦୁହେଁ ନିଜର ସାଂସାରିକ ଜୀବନ ଆରମ୍ଭ କରିଥାନ୍ତି |

କିନ୍ତୁ ଆଜିକାଲି ଯୁଗ ରେ ବିବାହ ଏକ ଖେଳଘର ହୋଇ ଗଲାଣି, ବିବାହ କୁ ନେଇ ଅନେକ ସମସ୍ୟା ପ୍ରତିଦିନ ଦେଖିବାକୁ ମିଳୁଛି | ବିବାହ କରି ସାରିବା ପରେ ମଧ୍ୟ କିଛି ପୁରୁଷ ଏବଂ ନାରୀ ଏମିତି ଅଛନ୍ତି ଯେଉଁ ମାନେ ଅନ୍ୟ କାହା ସହ ଶାରୀରିକ ସମ୍ପର୍କ ରଖି ଥାଆନ୍ତି ଯାହାକି ଲଜ୍ୟା ଜନକ ଏବଂ ନିନ୍ଦନୀୟ କାର୍ଯ୍ୟ ଅଟେ |


ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ସ୍ୱାମୀ ଘରେ ନଥିବାର ସୁଯୋଗ ଉଠାଇ ସ୍ତ୍ରୀ ତା ପ୍ରେମିକ ସହ ରାସଲୀଳା କରୁ ଥିବାର ଧରା ପଡ଼ିଛି, ତେବେ ଆସନ୍ତୁ ଜାଣିବା ଏହି ଘଟଣା ସମ୍ପର୍କ ରେ | ତେବେ ଏହି ଘଟଣା ଟି ଏବେ ଚାରି ଆଡେ ଭାଇରାଲ ହେବାରେ ଲାଗିଛି ଯାହା ବହୁତ ଏକ ନିନ୍ଦନୀୟ ଘଟଣା ଅଟେ |

ସୂଚନା ଅନୁଯାଇ, ଜଣେ ସ୍ତ୍ରୀ ସ୍ୱାମୀ ଘରେ ନଥିବାର ସୁଯୋଗ ଉଠାଇ ଅନ୍ୟ ଏକ ପର ପୁରୁଷ ସହ ଘରେ ଶାରୀରିକ ସମ୍ପର୍କ ସ୍ଥାପନ କରୁ ଥିଲେ | ତେବେ ଏହି ଘଟଣା ଟିକୁ ମହିଳା ଜଣଙ୍କର ଶାଶୁ ଶଶୁର ନେଇ ସନ୍ଦେହ କରି ଥିଲେ ଏବଂ ଗ୍ରାମର କିଛି ଲୋକ ଙ୍କୁ ମଧ୍ୟ ଡକାଇ ଥିଲେ |


ସେହି ଗ୍ରାମ ର ଲୋକ ମାନେ ଆସି ସେହି ରୁମ ର କବାଟ ବାଡ଼େଇ ଥିଲେ ଏବଂ ଦୁହିଁଙ୍କୁ ବାହାରକୁ ବାହାର କରି ଥିଲେ | ତେବେ ଏହାପରେ ଲୋକ ମାନଙ୍କର ଓ ପରିବାର ଙ୍କର ଏଭଳି କାର୍ଯ୍ୟ ଦେଖି ମହିଳା ଜଣଙ୍କ ଖୁବ ଜୋରରେ ରାଗି ଯାଇ ଥିଲେ ଏବଂ ସେମାନଙ୍କ ଉପରେ ବହୁତ ପାଟି ତୁଣ୍ଡ କରି ଥିଲେ |

ସେଠାରେ ଥିବା କେହି ଜଣେ ବ୍ୟକ୍ତି ଏହି ଦୃଶ୍ୟ କୁ ମୋବାଇଲ ରେ ରେକର୍ଡ କରି ଥିଲେ ଏବଂ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଇ ଥିଲେ, ଯାହାକି ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି | ଆଜି କାଲିର କଳୁଷିତ ସମାଜ ରେ ଏଭଳି କାର୍ଯ୍ୟ କରିବା ଦ୍ୱାରା ଆଗାମୀ ଯୁବ ପିଢ଼ି ଙ୍କୁ ଉପରେ ଅନେକ କୁ ପ୍ରଭାବ ପଡ଼ିବ ଯାହାକି ଉଚିତ ନୁହେଁ |