ଏହି ଗୋଟିଏ ଭିଡିଓ ଦିମାଗ୍ ହଲାଇଦେବ ..1000 ବର୍ଷ ପରେ ଆଶ୍ଚର୍ଯ୍ୟଜନକ ଭିଡିଓ ଶୋଇଥିବା ପିଲାର ପାଖରେ ଶୋଇଥିଲା ବିଷଧର ସାପ ତାପରେ କ’ ଣ ହେଲା…ଦେଖନ୍ତୁ ଭୟଙ୍କର ଭିଡ଼ିଓ….

ହଠାତ୍ ସାପକୁ ଦେଖିଲେ କିମ୍ୱା ସାପ ନା ଶୁଣିଲେ ମନରେ ଏକ ପ୍ରକାର ଭୟ ଖେଳି ଯାଇଥାଏ । ସାପକୁ ଦେଖିଲା ମାତ୍ରେ ଶରୀରରେ ଏକ ଶିହରଣ ଖେଳି ଯାଇଥାଏ ଏବଂ ଭୟରେ ଯିଏ ଯୁଆଁଡେ ପାରନ୍ତି ଦୌଡି ଯାଆନ୍ତି । ଆମ ଚାରିପାଖରେ ଆମେ ବିଭିନ୍ନ ପ୍ରକାର ସାପ ଦେଖିଥାଉ ଏବଂ ସାପର ନା ମଧ୍ୟ ଶୁଣିବାକୁ ପାଇଥାଉ । କିନ୍ତୁ ନାଗସାପ ନା ଶୁଣିଲେ ଅଧିକ ଭୟ ଲାଗିଥାଏ ଏବଂ ଅନେକ ସମୟରେ ଏହି ସାପ ଘରେ ମଧ୍ୟ ଦେଖିବାକୁ ମିଳିଥାଏ ।

ଯାହାକୁ ଲୋକମାନେ ଦେଖି ବହୁତ ଭୟଭୀତ ହୋଇ ଯାଇଥାନ୍ତି । ସେମିତି ଏକ ଘଟଣା ସାମ୍ନାକି ଆସିଛି , ଯାହା ଦେଖିବା ପରେ ଆପଣ ମାନେ ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ ।

ତେବେ ବର୍ତ୍ତମାନ ସାପ ଧରିବାର ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଗୋଟିଏ ଗାଁରେ ଏକ ପରିବାର ଭିତରେ ସାପଟି 6 ଦିନ ହେବ ମାଟିଘରର ଛାତ ଉପରେ ଫସି ରହିଛି। ଆଉ ସେହି ଘରେ ରହୁଥିବା ଲୋକମାନେ ନାଗସାପ ଉପରେ ଥିବା ବେଳେ ସେମାନେ ତଳେ ଖିଆପିଆ କରିବା ଠାରୁ ଶୋଇବା ପର୍ୟ୍ଯନ୍ତ ସମସ୍ତ କାମ କରନ୍ତି।

ତେଣୁ ସାପଟି ଉପରେ ଥିବା ବେଳେ ସମୟେ ସମୟେ ତଳକୁ ଖସି ମଧ୍ଯ ପଡିଥାଏ। ତେଣୁ ପରିବାର ଲୋକ ଭୟଭୀତ ହୋଇ ସାପଧରାଳୀକୁ ଖବର ଦେଇଥିଲେ, ଏହାପରେ ସାପଧରାଳୀ ମାନେ ଅତି ଚତୁରତାର ସହିତ ସାପଟି କୁ ଉଦ୍ଧାର କରିଥିଲେ।

ତେବେ ଏକଥା ଜାଣିବା ପରେ ସାପଟିକୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ସ୍ନେକହେଲ୍ପ ଲାଇନ କୁ ଯୋଗା ଯୋଗ କରିଥିଲେ । ଖବର ପାଇବା ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି 4 ଫୁଟ ର ନାଗ ସାପକୁ ଉଦ୍ଧାର କରିଥିଲେ ।

ଏହି ନାଗସାପ ଟିକୁ ଦେଖିବା ପାଇଁ ଗାଁ ଲୋକମାନଙ୍କର ପ୍ରବଳ ଭିଡ ଜମିଥିଲା । ତେବେ ଆପଣ ମାନେ ଯଉଁଠି ବି ଭୟଙ୍କର ସାପ ଦେଖୁଛନ୍ତି ତେବେ ତୁରନ୍ତ ସ୍ନେକ ରେସ୍କ୍ୟୁ ଟିମକୁ ଖବର ଦିଅନ୍ତୁ । ଆପଣ ମାନେ ନିଜେ କୌଣସି ପ୍ରାକର ପ୍ରଚେଷ୍ଟା କରନ୍ତୁ ନାହିଁ , କାରଣ କୌଣସି ବି ମୁହୂର୍ତ୍ତରେ କିଛି ବି ହୋଇପାରେ । ସେଥିପାଇଁ ଆପଣ ମାନେ ସ୍ନେକ ରେସ୍କ୍ୟୁ ଟିମ କୁ ଖବର ଦିଅନ୍ତୁ ।

ମଣିଷର ସାମାନ୍ୟ ଭୁଲ ପାଇଁ ମୂଲ୍ୟବାନ ଜୀବନ ମଧ୍ୟ ଚାଲିଯାଇ ପାରେ , ସେଥିପାଇଁ ସତର୍କତା ର ସହିତ କାର୍ଯ୍ୟ କରନ୍ତୁ । ସାପକୁ ଦେଖି ଭୟଭୀୟ ନହୋଇ ସାପକୁ ଯେପରି ସୁରକ୍ଷିତ ଭାବରେ ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ସ୍ନେକ ହେଲ୍ପ ଲାଇନକୁ ଖବର ଦିଅନ୍ତୁ । ତେବେ ଯାଇ ଆପଣ ମାନେ ସୁରକ୍ଷିତ ରହିବା ସହ ସାପ ମାନେ ମଧ୍ୟ ସୁରକ୍ଷିତ ରହିବେ । ତେଣୁ ସର୍ବଦା ଆମକୁ ସତର୍କ ରହିବା ଅତ୍ୟନ୍ତ ଜରୁରୀ ଅଟେ ।