ଦେଖନ୍ତୁ ଗାଁ ଭିତରେ ଭାଇରାଲ ହେଲା ଜବରଦସ୍ତ କଳି ( Jhagada )… ଭିଡ଼ିଓ ଦେଖିଲେ ମଜା ଆସିଯିବ….
ଆପଣ ମାନେ ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଦେଖିବା ପାଇଁ ପାଉଥିବେ। ବର୍ତ୍ତମାନ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ ରହିଛି। ଯେତେବେଳେ ଯାହା ଘଟଣା ଦେଖୁଛନ୍ତି। ନିଜ ମୋବାଇଲ ରେ କଏଦ କରି ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରୁଛନ୍ତି। ଯଦି ଲୋକ ମାନଙ୍କୁ ଅନ୍ୟ ଭିଡ଼ିଓ ମାନଙ୍କ ଠାରୁ କିଛି ଅଲଗା ଲାଗିଲା। ତେବେ ତାହାକୁ ସେୟାର କରି ଭିଡ଼ିଓ ଭାଇରାଲ ହୋଇଯାଇଥାଏ।
ଏଭଳି ଅନେକ ଭିଡ଼ିଓ ଭାଇରାଲ ହେଉଛି। ହେଲେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହାକୁ ଆପଣ ମାନେ ଦେଖିବା ମାତ୍ରେ ହିଁ ନିଜର ହସକୁ ଆୟତ୍ତ କରି ରଖି ପାରିବେ ନାହିଁ।
ଦୁଇଜଣ ମହିଳା ଏଭଳି କଳି କରୁଛନ୍ତି, ଆପଣ ମାନେ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା। ତେବେ ଆପଣ ମାନେ ଗାଁ ଗହଳିରେ ଅନେକ କଳି ଝଗଡ଼ା ଦେଖିଥିବେ। ଯେଉଁ ଥିରେ ଉଭୟ ପକ୍ଷ ଝଗଡ଼ା କରନ୍ତି। ଝଗଡ଼ା ବେଳେ ବେଳେ ଏପରି ରୂପ ନେଇଥାଏ। ଯାହାକି ମାଡ଼ ପିଟ ବା ଗଣ୍ଡଗୋଳ ରେ ସରିଥାଏ। ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି। ଯାହାକି ଅନ୍ୟ କଳି ଝଗଡ଼ା ଠାରୁ ଟିକିଏ ନିଆରା।
ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି।ଯେଉଁ ଭିଡ଼ିଓ ରେ ଉଭୟ ମହିଳା ଝଗଡ଼ା କରୁଛନ୍ତି। ସେ ପୁଣି ଏମିତି ସେମିତି ଝଗଡ଼ା ନୁହେଁ ବରଂ ନାଚି ନାଚି କଳି କରୁଛନ୍ତି। କେହି କାହାରିକୁ ଛାଡ଼ିବା ପାଇଁ ନାରାଜ ଶାଢ଼ୀ ଟେକି ଧରି ଡ୍ୟାନ୍ସ କରୁଛନ୍ତି। ଆଉ ଉଭୟ ଅଶ୍ଳୀଳ ଭାଷା ପ୍ରୟୋଗ କରିଛନ୍ତି।
ତାଙ୍କର ଝଗଡ଼ା ସମୟରେ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ। ତାଙ୍କର ଭିଡ଼ିଓ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡ଼ିଓଟି କେଉଁ ସ୍ଥାନର ତାହାର ସଠିକ ସୂଚନା ଆମ ପାଖରେ ନାହିଁ। ତେବେ ଏଭଳି ଭିଡ଼ିଓ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହେବା ସଙ୍ଗେ ସଙ୍ଗେ ହସି ହସି ବେଦମ ହୋଇଯିବେ। କିଛି ଲୋକ କହୁଛନ୍ତି କି ସେ ମହିଳା ଉଭୟ ନିଶା ଖାଇଛନ୍ତି। ନହେଲେ ଏଭଳି ନାଚ ବାହରିବନି।
ଯାହାବି ହେଉ ଏଭଳି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆପଣ ମାନେ ଦେଖି ନିଶ୍ଚିତ ଭାବରେ ହସି ଥିବେ। ସବୁ ଠାରୁ ବଡ଼ କଥା ହେଲା ଲୋକ ମାନେ ଏହି ଭିଡ଼ିଓକୁ ବହୁତ ମଜାଳିଆ ଢଙ୍ଗରେ ନେଇଛନ୍ତି। ଯାହାବି ହେଉ ଏହା ସୋସିଆଲ ମିଡିଆରେ ଖୁବ ଦ୍ରୁତ ବେଗରେ ଭାଇରାଲ ହେଉଛି।