ବାହାଘରରେ “Kala kala kajal ” ଗୀତରେ ଏମିତି ଡ୍ୟାନ୍ସ କଲେ ଏହି ଝିଅ ମାନେ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି….

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। କାରଣ ଏଠାରେ ଏହି ଭିଡିଓରେ କିଛି ଯୁବତୀଙ୍କ ଆକର୍ଷଣୀୟ ଡାନ୍ସ ଭିଡିଓ ଦେଖିବାକୁ ମିଳିଛି।ତେବେ ଆପଣ ତ ଡାନ୍ସ ଦେଖିବାକୁ ଭଲ ପାଉଥିବେ। ନୃତ୍ୟ ଦେଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ।

ସଙ୍ଗୀତ ଏବଂ ନୃତ୍ୟ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ଯେତେବେଳେ ବି ଆମେ କହାକୁ ନୃତ୍ୟ କରୁ ଥିବାର ଦେଖିବାକୁ ପାଉ, ଆମେ ଟିକିଏ ଦେଖିବା ପାଇଁ ଅଟକି ଯାଇଥାଉ। ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ।

ଟିକିଏ ନାଚି ଦେଲେ ଆମକୁ ବହୁତ୍ ଖୁସି ଲାଗିଥାଏ।ଅନେକ ଜଣ ନିଜେ ନାଚି ନଥାନ୍ତି କିନ୍ତୁ ନାଚ ଦେଖିବାକୁ କିମ୍ୱା ନାଚର ମାହଲକୁ ବହୁତ୍ ଭଲ ପାଆନ୍ତି। ଆଉ ଯିଏ ନାଚିବାକୁ ଭଲ ପାଏ ସେ ନାଚ ଦେଖିଲେ କିମ୍ୱା ନାଚିବାର ସୁଯୋଗ ମିଳିଲେ ଏହାକୁ ହାତଛଡ଼ା କରେ ନାହିଁ।

ଯେମିତି ବି ହେଉ ନାଚରେ ଯୋଗ ଦିଏ ଏବଂ ନାଚି ପକାଏ।ତେଣୁ ଏଥିପାଇଁ କୌଣସି ବି ନିର୍ଦ୍ଦିଷ୍ଟ କୌଣସି ସ୍ଥାନ ନଥାଏ। ଯେଉଁଠି ବି ଟିକିଏ ନାଚିବାର ସୁଯୋଗ ମିଳେ ସେତେବେଳ ଆମେ ନାଚିଥାଉ କିଛି ନଭାବି। ସେହିପରି ଏଠାରେ କିଛି ଯୁବତୀ ମାନଙ୍କର ଏକ ଭିଡିଓ ଏବେ ଦେଖିବାକୁ ମିଳିଛି।ଏହା ଏକ ଏମିତି ଡାନ୍ସ ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି।

ଆଉ ସେମାନଙ୍କର ଏହି ଭିଡିଓ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ। ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଯୁବପିଢି ଏବଂ ପିଲା ମାନଙ୍କର ଅନେକ ଭିଡିଓ ଆପଣ ଦେଖି ପାରୁଥିବେ।

ଯାହା ଦେଖି ଆପଣ ଖୁସି ବି ହେଉଥିବେ। ସେହିଭଳି ଏଠାରେ ଏହି ଭିଡିଓରେ ଏହି ଯୁବତୀ ମାନେ ପୁରା ଯୋସ୍ ରେ ତାଙ୍କର ନାଚକୁ ଦେଖାଇ ଚାଲିଛନ୍ତି। ସେମାନେ ଯେଉଁଭଳି ଭାବରେ ନୃତ୍ୟ କରୁଛନ୍ତି ତାହା ବାସ୍ତବରେ ଆକର୍ଷଣୀୟ ଅଟେ।

ତାଙ୍କ ମୁହଁରେ ଗୀତର ଭାବ ଏବଂ ଅନୁଭବ ଏବଂ ଅଙ୍ଗଭଙ୍ଗି ରେ ନୃତ୍ୟର କଳା ତାଙ୍କ ନାଚକୁ ଅଧିକ ଆକର୍ଷିତ କରୁଛି। ତେବେ ଏହି ଭିଡିଓ କୁ ଆପଣ ଥରେ ଦେଖିଲେ ଜାଣି ପାରିବେ ଯେ ଏହି ଡାନ୍ସ ଟି କେତେ ଜବରଦସ୍ତ ହୋଇଛି।ତେବେ ଏହି ମହିଳା ମାନେ ଏକ ଜବରଦସ୍ତ ଡାନ୍ସ ଗୀତ, କାଲା କାଲା କାଜଲ୍ ଗୀତରେ ନାଚୁ ଥିବାର ଦେଖିବାକୁ ମିଳିଛି। ଏହି ଭିଡିଓକୁ ଏବେ ସୁଦ୍ଧା ମିଲିୟନ ମିଲିୟନ ରୁ ଅଧିକ ଲୋକ ଦେଖି ସାରିଲେଣି। ଆପଣ ମାନେ ମଧ୍ଯ ଥରେ ଏହି ଭିଡିଓ ଟି କୁ ଦେଖି ନିଅନ୍ତୁ ଏବଂ ତାହାର ମଜା ଉଠାନ୍ତୁ।