Astro Vastu – ଆସନ୍ତା କାଲିଠାରୁ ସୁନା ଝୁଲଣାରେ ଝୁଲିବାକୁ ଯାଉଛନ୍ତି ଏହି 6ଟି ରାଶିର ବ୍ୟକ୍ତି , ଏମାନଙ୍କୁ ମିଳିବ ଅହେତୁକ ଧନ

ପ୍ରତେକ ମଣିଷ ଜୀବନରେ ଦୁଃଖ ସୁଖ ଆଦି ଲାଗି ରହିଥାଏ କିନ୍ତୁ ଯେତେ ବେଳେ ଏହି ଗ୍ରହ ଓ ନକ୍ଷତ୍ର ମାନଙ୍କ ସ୍ଥିତି ରେ ପରିବର୍ତ୍ତନ ଆସିଥାଏ ତେବେ ଏହାର ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ଆପଣଙ୍କ ରାଶି ଉପରେ ପଡିଥାଏ | ତେବେ ବର୍ତ୍ତମାନ ସମୟରେ ବୈଶାଖ ମାସରେ କିଛି ରାଶି ଙ୍କ ଗ୍ରହ ଚଳନ ଯୋଗୁଁ ମାତା ଲକ୍ଷ୍ମୀ ଙ୍କର ଅସୀମ କୃପା ପଡ଼ିବାକୁ ଯାଉଅଛି | ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶୀଳ ରାଶି ଗୁଡ଼ିକ କଣ କଣ ଅଟେ |

1. ମେଷ ରାଶି :- ତେବେ ମାତା ଲକ୍ଷ୍ମୀ ଙ୍କ ଅସୀମ କୃପାରୁ ଏହି ରାଶି ବ୍ୟକ୍ତି ବିଶେଷ ଙ୍କ ଦିନ କାଲି ଠାରୁ ଅତ୍ୟନ୍ତ ଶୁଭ ରହୁଛି ଏବଂ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କର ମଧ୍ୟ ଭଲ ରେଜଲ୍ଟ ଆସିବ | ଏହା ସହିତ ଯେଉଁ ମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କର ମଧ୍ୟ କାର୍ଯ୍ୟ ରେ ଉନ୍ନତି ଆସିବ, ଏହା ସହିତ ବିବାହ ପାଇଁ ଭଲ ଜୀବନ ସାଥି ଟିଏ ମଧ୍ୟ ମିଳିବ |

2. ସିଂହ ରାଶି :- ଏହି ପରଠାରୁ ଆପଣଙ୍କ ଭାଗ୍ୟରେ ଉନ୍ନତି ଘଟିବାକୁ ଯାଉଛି, ସବୁଠୁ ଭଲ କଥା ହେଉଛି ଏହି ରାଶିର ବ୍ୟକ୍ତି ମାନେ ଯଦି କେଉଁଠି ମ୍ୟାରେଜ ପ୍ରପଜାଲ ର ଅପେକ୍ଷା ରେ ଥିବେ ତେବେ ନିଶ୍ଚିତ ଭାବରେ ସେହିଠାରେ ସଫଳ ହେବ | ଏହା ସହିତ ଧନ ପ୍ରାପ୍ତି ହେବାର ମଧ୍ୟ ଯୋଗ ବନୁଅଛି ଏବଂ କେଉଁଠି କି ଦୂର ସ୍ଥାନ କୁ ବ୍ୟବସାୟ କ୍ଷେତ୍ରରେ ଯାଇ ପାରନ୍ତି | ତେବେ କ୍ୟାଲସିୟମ ଅଭାବ ରୁ ଶରୀର ରେ ଯନ୍ତ୍ରଣା ଲାଗି ରହିବ ଏଣୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ |

3. କୁମ୍ଭ ରାଶି :- ଏହି ରାଶି ର ଲୋକ ମାନଙ୍କ ପାଇଁ ବଡ଼ ଧନ ଲାଭ ର ଯୋଗ ବନୁଅଛି | ବ୍ୟାପାରୀ ମାନଙ୍କ ପାଇଁ ବ୍ୟାପର କ୍ଷେତ୍ରରେ ଭଲ ବେପାର ହେବାର ସମ୍ଭାବନା ଅଛି | ଆପଣ ବହୁତ ଦିନ ରୁ ଅପେକ୍ଷା କରି ଥିବା କାର୍ଯ୍ୟରେ ସଫଳତା ହାସଲ କରିବେ | ଏହି ଯୋଗ ପରେ ଆପଣ ଙ୍କୁ ପଇସା କ୍ଷେତ୍ରରେ କିଛି ଅସୁବିଧା ରହିବ ନାହିଁ ଏବଂ ଭାଗ୍ୟରେ ପୂର୍ଣ୍ଣ ସହଯୋଗ ଆପଣ ଙ୍କୁ ପ୍ରାପ୍ତି ହେବ |

4. କନ୍ୟା ରାଶି :- ତେବେ ମାତା ଲକ୍ଷ୍ମୀ ଙ୍କ ପୂର୍ଣ୍ଣ କୃପା ଏମାନଙ୍କ ଉପରେ ପଡ଼ିବାକୁ ଯାଉଛି କାରଣ ବର୍ତ୍ତମାନ ସମୟରେ ଏମାନଙ୍କ ପାଇଁ କେବଳ ଖୁସି ଖବର ଆସି ପହଞ୍ଚିବ | ଏହା ସହିତ ନିଜ ପ୍ରେମ ରେ ମଧ୍ୟ ସଫଳତା ପ୍ରାପ୍ତି କରିବେ ଏବଂ ଆପଣ ଙ୍କୁ ନିଜ ବନ୍ଧୁର ମଧ୍ୟ ସହଯୋଗ ମିଳିବ |

 

5. ମୀନ ରାଶି:- ତେବେ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଆସିବାକୁ ଯାଉଛି | ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ହେବ ଓ ସହଯୋଗୀ ମାନଙ୍କର ସହାୟତା ମିଳିବ ଏବଂ ବ୍ୟବସାୟ କରୁଥିଲେ ଆପଣଙ୍କୁ ପ୍ରଥମେ ବହୁତ ଅର୍ଥ ବିନିଯୋଗ କରିବାକୁ ପଡିବ | ପରୀକ୍ଷାର୍ଥୀ ମାନେ ପରୀକ୍ଷାରେ ସଫଳତା ହାସଲ କରିବେ, କିନ୍ତୁ ଗୋଟିଏ ସମର୍ଥନ ସହିତ ବନ୍ଦ କରିବାର କୈାଣସି ଆବଶ୍ୟକତା ନାହିଁ ଆଉ ଆଗକୁ ଆହୁରି ଚେଷ୍ଟା ଜାରି ରଖନ୍ତୁ |

6. ତୁଳା ରାଶି :- ତୁଳା ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ନୂତନ କାର୍ଯ୍ୟ କରିବା ନିମନ୍ତେ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ | ଭବିଷ୍ୟତରେ ଏହି ରାଶିର ବ୍ୟକ୍ତି ମାନଙ୍କର କୌଣସି ଅଟକି ରହିଯାଇଥିବା କାର୍ଯ୍ୟ ପୂର୍ଣ୍ଣ ହେବ ଏବଂ ଏହି ରାଶି ମାନଙ୍କର ଭବିଷ୍ୟତରେ ରାଜଯୋଗର ସମ୍ଭାବନା ରହିଛି | ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ ଏବଂ ନୂତନ ମିତ୍ର ମଧ୍ୟ ବନାଇବେ |