ମୋ_ଧନ_ପ୍ରେଗନାଣ୍ଟ_ଅଛି.. ମୋ ଧନ କଥା ଭାରି ମନେ ପଡୁଛି…..କେତେ ଖୁସି ହୋଇଥିଲି ମୁଁ… ଦେଖନ୍ତୁ Video

ବର୍ତ୍ତମାନର ଆଧୁନିକ ସମାଜରେ ଯଦି ଆମେ 30 ବର୍ଷ ପଛକୁ ଫେରିଯିବା, ବର୍ତ୍ତମାନ ସମାଜ ପରି ଏତେଟା ଉନ୍ନତ ନଥିଲା। କିନ୍ତୁ ବର୍ତ୍ତମାନ ଭଳି ମାନସିକତା ନ ଥିଲା, ସେତେବେଳେ ଲୋକ ମାନେ ଜଣେ ଜଣଙ୍କୁ ସନମାନ କରୁଥିଲେ। ତେବେ ଯେବେଠୁ ମଣିଷ ଆଧୁନିକତାର ବସବର୍ତ୍ତି ହେଲାଣି, ଖାଲି ଯେ କେବଳ ଲୋକ ମାନଙ୍କର ମାନସିକତା ରେ ପରିବର୍ତ୍ତନ ହେଲାଣି ତାହା ନୁହେଁ ବରଂ ଲୋକଙ୍କ ମୂଲ୍ୟବୋଧ ରେ ମଧ୍ୟ କମ ହୋଇ ଯାଇଛି। ଆଜି କାଲିର ଯୁବକ ଯୁବତୀଙ୍କ କଥା ଯଦି ଆମେ ବିଚାର କରିବା ତାହାଲେ, ସର୍ବଦା ସେମାନଙ୍କ ମଧ୍ୟରେ କଳୁଷିତ ମନଭାବ ଦେଖା ଦେଉଛି।

ତେବେ ବର୍ତ୍ତମାନର ଆଧୁନିକ ସମାଜରେ ଯୁବକ ଯୁବତୀ ମାନଙ୍କ ପାଇଁ ଭଲ ପାଇବା ଏକ ସାଧାରଣ କଥା ହୋଇଗଲାଣି। ପୂର୍ଵ ଭଳି ବର୍ତ୍ତମାନ ସମୟରେ ପ୍ରକୃତ ଭଲ ପାଇବା କେଉଁ ଆଡେ ବି ଦେଖିବା ପାଇଁ ମିଳୁନାହିଁ।

ସବୁ ସ୍ଥାନରେ ଛଳନା, ପ୍ରତାରଣା ଇତ୍ୟାଦି ଦେଖିବା ପାଇଁ ମିଳୁଛି। ଉଭୟ ପୁଅ ଝିଅ ମଧ୍ୟରେ ପ୍ରକୃତ ଭଲ ପାଇବା ନ କରି ଜଣକ ସହିତ ଭଲ ପାଇ ଆଉ ଜଣଙ୍କୁ ଧରୁଛନ୍ତି। ଯିଏ ପ୍ରକୃତରେ ଭଲ ପାଉଛି ସିଏ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛି।

ଯେତେବେଳେ ଗୋଟିଏ ପୁଅ କିମ୍ବା ଝିଅ ଭଲ ପାଇବାରେ ବିଶ୍ୱାସ ନ ହେଉଛି। ତେବେ ଆଜିକାଲିର ଯୁବକ ଯୁବତୀ ମାନେ ଏହି ଭଲ ପାଇବାକୁ ନେଇ ଅନେକ ପ୍ରକାର ଭୂଲ କାମ କରିବା ପାଇଁ ପଛାଉ ନାହାନ୍ତି। ଆପଣ ମାନେ ମଧ୍ୟ ସୋସିଆଲ ମିଡ଼ିଆ ରେ ପ୍ରତିଦିନ ଏହିପରି ସବୁ ଘଟଣା ଓ ଦୁର୍ଘଟଣା ବିଷୟରେ ଜାଣିବାକୁ ପାଉଥିବେ। ତେବେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏହିପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ। ଯାହା ଜାଣିବା ପରେ ଭଲପାଇବା ଉପରୁ ଆପଣଙ୍କ ର ବିଶ୍ୱାସ ଉଠିଯିବ।

ଏବେ ମଧ୍ୟ ଏକ ପ୍ରେମ ସମ୍ପର୍କ କୁ ଏକ ଘଟଣା ଭାଇରଲ ହୋଇଛି ଯେଉଁଠି ଜଣେ ଯୁବକ କାନ୍ଦି କାନ୍ଦି ଏମିତି ହୋଇ ଗଲେଣି ତାହା ଏଠାରେ ଆପଣ ମାନେ ଦେଖିବାକୁ ପାଇବେ। ଏଠାରେ ଜଣେ ଯୁବକ ଏକ ଯୁବତୀ ଙ୍କୁ ଭଲ ପାଇଥିଲେ ହେଲେ ପରବର୍ତ୍ତୀ ସମୟରେ ଦୁହେଁ ମିଶି କରି ରହିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଆଉ ଶେଷ ରେ ଦୁହେଁ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ମଧ୍ୟ ହୋଇଥିଲେ। ଆଉ ଏହି ଘଟଣା କୁ ନେଇ ଦୁଇ ପରିବାର ମଧ୍ୟ ଜାଣିଥିଲେ ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। କିଛି ଦିନପରେ ସେହି ଯୁବତୀ ମଧ୍ୟ କଲେଜ ରେ ପଢ଼ିବା ନେଇ ସୂଚନା ମିଳିଛି।

ଆଉ ତାହା ପରେ ସେହି ଯୁବକ ଏବେ କାନ୍ଦି କାନ୍ଦି ଗଡି ଯାଉଛି ଯାହା ଦେଖିବା ପରେ ଆଖିରୁ ଅଶ୍ରୁ ଆସି ଯାଉଛି ଯାହା ଏଠାରେ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଏବେ ଘଟଣାଟିରେ ଜାଣିବାକୁ ମିଳିଛି ଯେ ସେହି ଯୁବତୀ ଵିଵାହ ପରେ ଗର୍ଭବତୀ ରହିଥିଲେ ଯାହାକୁ ନେଇ ସ୍ୱାମୀ ବହୁତ ଖୁସି ରହିଥିଲେ।

କିଛି ଦିନ ପରେ ଘରକୁ ଆଉ ଜଣେ ନୂଆ ମଣିଷ ଆସିଥାନ୍ତା ଏବଂ ଏହି ସମୟରେ ନିଜ ସ୍ୱାମୀଙ୍କୁ ଛାଡି ଏକ କାରରେ ଫେରାର ହୋଇଗଲା ତାହା ଏବେ ସ୍ୱାମୀଙ୍କୁ ବହୁତ କଷ୍ଟ ଦେଇଛି ଯାହା ଦେଖିବା ପରେ ହୃଦୟରୁ ଲୁହ ଆସି ଯାଉଛି।