EXCLUSIVE : ପ୍ରଥମ ଥର ହିରୋଇନ Rani Panda କଲେ ଜବରଦସ୍ତ ରୋମାଣ୍ଟିକ ମ୍ୟୁଜିକ ଭିଡ଼ିଓ, ସୁଟିଂ ଟାଇମ ର ଭିଡ଼ିଓ ହେଲା ଭାଇରାଲ…. ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ସେ ଫିଲ୍ମ ଇଣ୍ଡଷ୍ଟ୍ରି ହେଉ କି ଧାରାବାହିକ ଜଗତ ହେଉ ଅବା ଯାତ୍ରା ଜଗତ ସବୁଥିରେ ଅନେକ କଳାକାର ଭରି ରହିଛନ୍ତି | ସେମାନେ ତାଙ୍କ ନିଖୁଣ ଅଭିନୟ ମାଧ୍ୟମ ରେ ସାରା ଓଡ଼ିଶା ରେ ବେସ ପରିଚିତ ଏବଂ ଦର୍ଶକ ଙ୍କ ମନରେ ମଧ୍ୟ ଭଲ ପାଇବା କିଣି ପାରିଛନ୍ତି | ତେବେ ଏହି ସେଲିବ୍ରେଟି ମାନେ ସୋସିଆଲ ମିଡ଼ିଆ ରେ ଅନେକ ଭିଡ଼ିଓ ପ୍ରସ୍ତୁତ କରି ଉପଲୋଡ କରି ଥାଆନ୍ତି ଯାହା ଦର୍ଶକ ମାନଙ୍କର ଖୁବ ମନରଞ୍ଜନ କରାଇ ଥାଏ |

ସେହିପରି ଓଲିଓଡ଼ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ଯାତ୍ରା ଇ ଇଣ୍ଡଷ୍ଟ୍ରି ର ଏକ ନମ୍ବର ଆଇଟମ ଡ୍ୟାନ୍ସ ର କୁଇନ ଅଟନ୍ତି | କେବଳ ଏତିକି ନୁହେଁ ବରଂ ସେ ଫିଲ୍ମ ଇଣ୍ଡଷ୍ଟ୍ରି ରେ ମଧ୍ୟ ଅନେକ ଆଇଟମ ଗୀତ ରେ ନିଜ ଡ୍ୟାନ୍ସ ର ଜଲବା ଦେଖାଇଛନ୍ତି |

ଏହା ସହିତ ପପୁ ପମପମ ଙ୍କ ସହିତ କମେଡି ସୋ ରେ ମଧ୍ୟ ଅଭିନୟ କରି ଲୋକ ମାନଙ୍କୁ ହସାଇଛନ୍ତି | ପ୍ରଥମେ ପ୍ରଥମେ ସେ ଯାତ୍ରା ଜଗତ ରେ ନମ୍ବର ୱାନ ଆଇଟମ ଗାର୍ଲ ଭାବେ ପରିଚିତ ଥିଲେ କିନ୍ତୁ ପରେ ପରେ କିଛି ଘଟଣା କୁ ନେଇ ସେ ବିବାଦ ରେ ପଡ଼ି ଯାଇ ଥିଲେ |

ସେ ଯାହା ବି ହେଉ ନା କାହିଁକି ରାନୀ ପଣ୍ଡା ଗଣମାଧ୍ୟମ ରେ ନିଜର ସିଧାସଳଖ ମନ୍ତବ୍ୟ ରଖୁ ଥିବାରୁ ଫ୍ୟାନ୍ସ ମାନେ ତାଙ୍କର ଅନେକ ପ୍ରଶଂସା କରି ଥାଆନ୍ତି | ଲୋକ ଙ୍କ ପ୍ରତି ସାହାଯ୍ୟ ଅର୍ଥାତ ପରୋପକାରୀ ଏହା ଲୋକ ଙ୍କୁ ବେସ ପସନ୍ଦ ଆସି ଥାଏ |

ତେବେ ବେଳେ ବେଳେ ଲୋକ ଙ୍କ ପ୍ରତିକ୍ରିୟା ର ମଧ୍ୟ ରାନୀ ପଣ୍ଡା ଲାଇଭ ଆସି ତାଙ୍କୁ ଉତ୍ତର ଦେଇ ଥାଆନ୍ତି ଆଉ ଫ୍ୟାନ୍ସ ମାନଙ୍କ ସହ କିଛି ସମୟ ଅତିବାହିତ କରି ଥାଆନ୍ତି | କୌଣସି ଘଟଣା ହେଉ ଅବା କିଛି ଅନ୍ୟ କଥା ହେଉ ସବୁବେଳେ ରାନୀ ପଣ୍ଡା ସାମ୍ନା କୁ ଆସି ନିଜର ଉଚିତ ମନ୍ତବ୍ୟ ପ୍ରଦାନ କରି ଥାଆନ୍ତି |

ତେବେ ଅନେକ ସମୟରେ ତାଙ୍କର ହଟ ଡ୍ୟାନ୍ସ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଛି | ଆଉ ବର୍ତ୍ତମାନ ପୁଣି ତାଙ୍କର ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯେଉଁଥିରେ ରାନୀ ପଣ୍ଡା ଏକ ଗୀତ ପାଇଁ ସୁଟିଂ କରୁଛନ୍ତି | ସେଥିରେ ଏକ ମ୍ୟୁଜିକ ଭିଡ଼ିଓ ପାଇଁ ରାନୀ ପଣ୍ଡା ପଜ ଦେଉଛନ୍ତି ଏବଂ ନିଜ ମେକପ ଗେଟପ କୁ ସଜାଡୁ ଥିବାର ଦେଖିବାକୁ ମିଳିଛି |

ନିର୍ଦ୍ଧେଶକ ତାଙ୍କୁ ଡ୍ୟାନ୍ସ ପଜ ଶିଖାଉଛନ୍ତି ଆଉ ରାନୀ ମଧ୍ୟ କିଛି କଳାକାର ଙ୍କ ସହ ମିଶି ଡ୍ୟାନ୍ସ କରୁଛନ୍ତି | ଯେଉଁଠାରେ ସାଜସଜ୍ଜା ମଧ୍ୟ ଖୁବ ସୁନ୍ଦର ହୋଇ ଥିଲା ଏବଂ ରାନୀ ପଣ୍ଡା ନିଜ ଡ୍ୟାନ୍ସ ଙ୍କୁ ନେଇ କିଛି କହୁ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା |