ଦେଖନ୍ତୁ Viral ଭିଡ଼ିଓ : ଭଗବାନ ଙ୍କ ଅଷ୍ଟପ୍ରହରୀ ରେ ରାସଲୀଳା, ଭିଡ଼ିଓ ନ ଦେଖିଲେ ବିଶ୍ୱାସ କରିବେନି..

ଭଗବାନଙ୍କ ନାମ ରେ ହେଉଥିବା ହରେ କୃଷ୍ଣ ହରେ ରାମ ନାମ ର ଧ୍ୱନି ଏବଂ ସ୍ୱତନ୍ତ୍ର ସ୍ୱର ଆଗରୁ ଅଷ୍ଟପ୍ରହରୀ ରେ ଶୁଣିବାକୁ ମିଳୁଥିଲା। ଯାହା ପ୍ରତ୍ୟେକ ଙ୍କ ହୃଦୟରେ ଭରି ଦେଉଥିଲା ଭକ୍ତି ଓ ମଧୁରତା। ଅଷ୍ଟପ୍ରହରୀ ହେଉଛି ଆମ ପରମ୍ପରା ର ଏବଂ ସଂସ୍କୃତି ର ଏକ ବୃହତ୍ତମ ଅଂଶ ବିଶେଷ। ପୂର୍ବେ ଦିନ ଥିଲା ହୋମ ଯଜ୍ଞ, ମନ୍ଦିର ପ୍ରତିଷ୍ଠା ଓ ପୂର୍ଣ୍ଣିମା ତିଥିରେ ଅଷ୍ଟପ୍ରହରୀ ଏକ ପ୍ରମୁଖ ସ୍ଥାନ ଥିଲା। ହେଲେ ଆଜିବି ଅଷ୍ଟପ୍ରହରୀ ହେଉଛି, କିନ୍ତୁ ଏପରି ଅଷ୍ଟପ୍ରହରୀ ହେଉଛି ଯାହାର ରଙ୍ଗ , ପରିଭାଷା ବଦଳି ଯାଇଛି। ଯାହାକୁ ଦେଖିଲେ ଆଫଣଙ୍କର ହୋସ୍ ଉଡ଼ିଯିବ।

କିନ୍ତୁ ବର୍ତ୍ତମାନ ଅଷ୍ଟପ୍ରହରୀ ର ଏକ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ,ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇ କହୁଛି କି ବାଃ ବାଃ ରେ ଅଷ୍ଟପ୍ରହରୀ। ବର୍ତ୍ତମାନ ହେଉଥିବା ଅଷ୍ଟପ୍ରହରୀ ରେ ରହିଛି ଟୁଇଷ୍ଟ୍ ଏବଂ ଆଧୁନିକତାର ସ୍ପର୍ଶ ଲାଗିଛି।

ଗୀତ ବି ପରିବେଷଣ କରୁଛନ୍ତି ଏକ ପ୍ରକାର ନୁଆ ଷ୍ଟାଇଲ ରେ। ଅଷ୍ଟପ୍ରହରୀ ଏବେ ବି ହେଉଛି ଏବଂ କାହିଁ ପୁରାତନ କାଳରୁ ଅଷ୍ଟପ୍ରହରୀ ହେଉଥିବା ର ମଧ୍ୟ ଆପଣ ଦେଖିବାକୁ ପାଉଥିବେ।ବାସ୍ତବିକ ଭାବରେ ଏହି ଅଷ୍ଟପ୍ରହରୀ ଏକ ଆଧ୍ୟାତ୍ମିକ ଏବଂ ସୁନ୍ଦର ଐଶ୍ୱରିକ ମାହଲ ସୃଷ୍ଟି କରିଥାଏ। ତେବେ ଆଜିର ଏହି ଯୁଗ ରେ ସବୁ କିଛି ମର୍ଡନ ହେଉଯାଉଛି। ଲୋକମାନେ ଭଗବାନ୍ ଙ୍କ ପାଇଁ ଏବଂ ଭଗବାନ୍ ଙ୍କୁ ଡାକିବା ପାଇଁ ତରିକା ମଧ୍ୟ ଆଧୁନିକ ହୋଇ ଗଲାଣି।

ବର୍ତ୍ତମାନ ସମୟରେ ପ୍ରାୟତଃ ଆଧୁନିକତାର ସ୍ପର୍ଶ ସବୁ ଆଡ଼େ ଦେଖିବାକୁ ମିଳୁଛି। ଏହି ସବୁ ହେବାର କାରଣ ଲୋକମାନେ ଏହାକୁ ବହୁତ ମାତ୍ରାରେ ପସନ୍ଦ କରିବେ ଏବଂ ସେହି ସବୁ ଜିନିଷ ପ୍ରତି ଆକୃଷ୍ଟ ହେବେ। ସତେ ଯେମିତି ଏହା ହେଉଛି ଡିଜିଟାଲ ଅଷ୍ଟପ୍ରହରୀ। ଏହି ଅଷ୍ଟପ୍ରହରୀ ରେ ଗୀତ ଗାଉଥିବା ମହିଳା ମାନେ ଏମିତି ଷ୍ଟାଇଲ ରେ ଅଷ୍ଟପ୍ରହରୀ ର ଗୀତ ଗାଉଛନ୍ତି ,ଯେମିତି ଲୋକମାନେ ସେହି ଗୀତ ପ୍ରତି ଆକୃଷ୍ଟ ହୋଇପାରିବେ। ସେହି ଗୀତ ରେ କିଛି ମହିଳା ମାନେ ମଧ୍ୟ ନାଚୁଥିଲେ।

ତେବେ ଆପଣ ମାନେ ଭାବୁଥିବେ ପୂର୍ବରୁ ଅଷ୍ଟପ୍ରହରୀ କିଭଳି ପ୍ରକାରର ଥିଲା କିନ୍ତୁ ବର୍ତ୍ତମାନ କିଭଳି ଅବସ୍ଥାରେ ଅଛି। ତେବେ ଏହି ସବୁ ଜାଣିବା ପରେ ଆପଣ ମାନେ ଭାବୁଥିବେ ଏ ଗୀତ, ନାଚ ଓ ଏହି ଷ୍ଟାଇଲିସ୍ ଅଷ୍ଟପ୍ରହରୀ ଆସିଲା କେଉଁଠୁ? ଏବେର ଅଷ୍ଟପ୍ରହରୀ ଆଉ କମର୍ସିଆଲ ହେଇଯାଇନି ତ ?