ଶୁଣନ୍ତୁ ADIO CALL- ଫୋନ ରେ ଶଶୂର ବୋହୂ ସହିତ କରୁଛନ୍ତି ଅଶୀଳ କଥାବାର୍ତ୍ତା…ଶୁଣିଲେ ଆପଣ ଙ୍କ ରକ୍ତ ପୁରା ଗରମ ହୋଇଯିବ..ଛିଃ ଛିଃ

ଆଜିର ଦୁନିଆଁ ଏତେ କଳୁଷିତ ହୋଇ ଗଲାଣି ଯେ ଯାହା କହିବାକୁ ମଧ୍ୟ ଲଜ୍ୟା ଅନୁଭବ ହେବ | କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁ ମାନେ କେବଳ ଶାରୀରିକ ସମ୍ପର୍କ ଲାଳସା ରେ ସମ୍ପର୍କ ମଧ୍ୟ ଦେଖୁ ନାହାଁନ୍ତି ଆଉ ଯାହା ପାରୁଛନ୍ତି ନିନ୍ଦନୀୟ କାର୍ଯ୍ୟ କରି ଚାଲୁଛନ୍ତି | ଆପଣ ତ ଜାଣିଛନ୍ତି ଶଶୁର ଓ ବୋହୂ ର ସମ୍ପର୍କ ଯେ କେତେ ପବିତ୍ର ହୋଇଥାଏ ଠିକ ଯେଭଳି ବାପ ଝିଅର ସମ୍ପର୍କ କିନ୍ତୁ କିଛି ଏଭଳି ନୃଶଂସ ଶଶୁର ମଧ୍ୟ ଅଛନ୍ତି ଯେଉଁ ମାନେ ନିଜ ବୋହୂ ଉପରେ ହିଁ ଖରାପ ନଜର ପକାଉଛନ୍ତି | ତେବେ ନିକଟରେ ସେଭଳି ଏକ ଖବର ଆଖି ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ |

ଶଶୁର ଖରାପ ନଜର ପକାଉ ଥିବାରୁ ବର୍ତ୍ତମାନ ବୋହୂ ଥାନାରେ ଅଭିଯୋଗ କରିଛନ୍ତି | ତେବେ ଏକ କଲ ରେକର୍ଡ ମାଧ୍ୟମ ରେ ବୋହୂ ଓ ଶଶୁର କଥା ହେଉଛନ୍ତି ଯେଉଁଠି ବୋହୂ ଶଶୁର କୁ କହୁଛନ୍ତି କି ଯଦି ମୁଁ ଗାଧୁଆ ଘରେ ଏକ ନ କରି ବାହାରେ ପରିସ୍ରା କରୁ ଥିଲି ଆଉ ତମେ ଦେଖିଲ ତେବେ କହିଲନି ଯେ ବୋହୂ ହେଇ ବାହାରେ ପରିସ୍ରା କରୁଛି ଗାଧୁଆ ଘରେ କର ଏସବୁ ଖରାପ କଥା |

କିନ୍ତୁ ତମେ ତାହା ନ କରି ମୁଁ ପରିସ୍ରା କରୁଛି ସେଠି ନଜର ଦେଇ ପାଖକୁ ଆସି ଛାତିରେ ଅଣ୍ଟା ରେ ହାତ ବୁଲାଉଛ ଆଉ କହୁଛ ବାରମ୍ବାର ଖରାପ କଥା କହୁଛ ଆଉ କହୁଛ ମୁଁ ଆଣ୍ଠେଇ ଥିଲି | ଏହାକୁ ଶୁଣି ଶଶୁର କହୁଛନ୍ତି କି ମୁଁ ମଜାରେ କହିଲି ତୁ ଖରାପ କାଇଁ ଭାବୁଛୁ | ବୋହୂ ଏହା ମଧ୍ୟ କହିଛନ୍ତି କି ମୁଁ ତମକୁ ବାପା ବୋଲି ମାନୁ ଥିଲି କିନ୍ତୁ ତମେ ଏତେ ତଳକୁ ଖସି ଯାଇଛ ଯେ ତମକୁ ମୁହଁକୁ ବି ଚାହିଁବାକୁ ଇଚ୍ଛା ହେଉ ନାହିଁ |

ତେବେ ବୋହୂ ଏହା ମଧ୍ୟ କହିଛନ୍ତି କି ଶଶୁର କଥା କହୁ କହୁ ତାଙ୍କୁ ଚାରି ଆଡେ ଆଉଁସି ପକାନ୍ତୁ | ଏହା ସହିତ ବୋହୂ ଜଣଙ୍କ ମିଡ଼ିଆ ସାମ୍ନା ରେ କହିଛନ୍ତି କି ମୋ ଶଶୁରଙ୍କର ସବୁବେଳେ ମୋ ଉପରେ ଖରାପ ଦୃଷ୍ଟି ରହୁଛି ସେ ମତେ ଝିଅ ବୋଲି ଗ୍ରହଣ କରି ପାରୁ ନାହାଁନ୍ତି |

ଏମିତି କି ଶଶୁର ଗାଳି ଗୁଲଜକରିବା ସହିତ ମୁଁ କେଉଁଠି ପରିସ୍ରା କଲି ସେଠି ନଜର ରଖୁଛନ୍ତି | ମୋ ପ୍ରାଇଭେଟ ପାର୍ଟକୁ ଟର୍ଚ୍ଚ କରୁଛନ୍ତି ଯାହାକୁ ମୁଁ ଓ ମୋ ସ୍ୱାମୀ ଦୁହେଁ ବିରୋଧ କରୁଛୁ | ସେ ଚାହୁଁଛନ୍ତି କି ମୋ ସ୍ୱାମୀ ଘରେ ନଥିବା ବେଳେ ସେ ମୋ ସହ ଖରାପ ସମ୍ପର୍କ ରଖିବେ | ତେବେ ଏହାକୁ ନେଇ ଏବେ ବୋହୂ ଶଶୁର ଙ୍କ ନାଁ ରେ ଥାନା ଅଭିଯୋଗ କରିଛନ୍ତି ଆଉ ନ୍ୟାୟ ପାଇଁ ଦାବି ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।