ଦେଖନ୍ତୁ ଭିଡିଓ : ହେ ଭଗବାନ ! କାଳବୈଶାଖୀ ପବନରେ ଉଡିଗଲେ ବରଯାତ୍ରୀ…..

ତେବେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ କିଛି ଏଭଳି ଘଟଣା ଆଖି ସାମ୍ନା କୁ ଆସେ ଯାହା ସମସ୍ତ ଙ୍କୁ ଅବାକ କରି ଦେଇ ଥାଏ | ଆପଣ ତ ଜାଣିଛନ୍ତି ବେଳେ ବେଳେ ଏମିତି କିଛି ପ୍ରକୃତି ତାଣ୍ଡବ ରଚି ଥାଏ ଯେ ଯାହା ଦ୍ୱାରା ଲୋକ ମାନେ ଅନେକ ଅସୁବିଧା ରେ ପଡ଼ି ଯାଇ ଥାଆନ୍ତି | କାରଣ ପ୍ରକୃତି ବେଳେ ବେଳେ ଅଚାନକ ଭାବେ ଏମିତି କିଛି କରି ଥାଏ ଯାହା ଦ୍ୱାରା ଲୋକ ଙ୍କ ଜୀବନ ମଧ୍ୟ ଚାଲି ଯିବାର ସମ୍ଭାବନା ରହି ଥାଏ |

ଏଭଳି ପ୍ରକାର ର ଘଟଣା ସୋସିଆଲ ମିଡ଼ିଆ ରେ ଆପଣ ଅନେକ ଦେଖି ଥିବେ ଆଉ ଆଜି ପୁଣି ସେଭଳି ଏକ ଘଟଣା ଆଖି ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ, ତେବେ ଆସନ୍ତୁ ପୁରା ଘଟଣା ସମ୍ପର୍କ ରେ ଆଲୋଚନା କରିବା |

ଘଟଣା ଟି ହେଉଛି କାଳ ବୈଶାଖୀ ର ପବନରେ ବରଯାତ୍ରୀ କୁ ମଧ୍ୟ ଉଡାଇ ନେଇଛି | ଏଭଳି ଏକ ଘଟଣା ଗୁଜୁରାଟ ର ଉଦୟପୁର ଅଞ୍ଚଳ ରେ ଦେଖିବା ପାଇଁ ମିଳିଛି | ତେବେ ସୂଚନା ଅନୁଯାଇ, ସେହି ସ୍ଥାନରେ ଏକ ବିବାହ ର ଉତ୍ସବ ଆୟୋଜନ ହୋଇ ଥିଲା ଆଉ ଆପଣ ମାନେ ତ ଜାଣନ୍ତି ବିବାହ କୁ ନେଇ ଯେ କେତେ ଖୁସି ସମସ୍ତେ ରହି ଥାଆନ୍ତି |

ଏହି ବିବାହ ରେ ଅନେକ ବନ୍ଧୁ ବାନ୍ଧବ ଲୋକ ମଧ୍ୟ ଆସି ଥିଲେ ମାହଲ ଟି ପୁରା ଭିଡ଼ ରେ ଲାଗି ରହି ଥିଲା ଏବଂ ଢୋଲ ମୃଦଙ୍ଗ ମଧ୍ୟ ବାଜୁ ଥିଲା ଆଉ ବରଯାତ୍ରୀ ବିବାହ କରିବା ପାଇଁ ବାହାରୁ ଥିଲା | କିନ୍ତୁ ହଠାତ ସେହି ସମୟରେ କାଳ ବୈଶାଖୀ ପବନ କୁଆଡୁ ମାଡ଼ି ଆସି ଥିଲା ଯାହା ଫଳରେ କି ସେଠାରେ ସାଜସଜା ହୋଇ ଥିବା ବିବାହ ର ଆୟୋଜନ କୁ ଉଡାଇ ନେଇ ଥିଲା |

ବରଯାତ୍ରୀ ର ଲୋକ ମାନଙ୍କ ମନରେ ମଧ୍ୟ ଏକ ଭୟ ର ବାତାବରଣ ସୃଷ୍ଟି ହୋଇ ଥିଲା ଯାହା ସେଠାକାର ପରିସ୍ଥିତି କୁ ପୁରା ବଦଳାଇ ଦେଇ ଥିଲା | କେତେ ଖୁସି ଆୟୋଜିତ ହୋଇ ଥିବା ବିବାହ ଉତ୍ସବ ଏକ ସେକେଣ୍ଡ ରେ ସବୁକିଛି ଓଲଟ ପାଲଟ କରି ଦେଇ ଥିଲା |

ଲୋକ ମାନେ ସେହି ଠାରେ କେବଳ ହାହାକାର ହେଉ ଥିଲେ ଏବଂ ଜୀବନ ବିକଳ ରେ ଏଣେ ତେଣେ ଦୌଡ଼ିବାକୁ ଲାଗୁ ଥିଲେ | ତେବେ ଏହି ପବନ ବି ବେଳେ ବେଳେ ଲୋକ ଙ୍କ ଜୀବନ ନେବାର ଏକ କାରଣ ପାଲଟି ଯାଇ ଥାଏ | ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ଯିଏ ବି ଦେଖୁଛି ସେ କେବଳ ଭୟଭୀତ ହୋଇ ଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।