ଦେଖନ୍ତୁ ଭିଡ଼ିଓ । ହଠାତ ଠାକୁର ଘରୁ ବାହାରିଲା ଭୟଙ୍କର ବିଷଧର ନାଗ ସାପ, ପୁରା ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ସାଧାରଣତଃ କହିବାକୁ ଗଲେ ,ଅନ୍ଯ ଭୟଙ୍କର ଜୀବ ଜନ୍ତୁ ମାନଙ୍କ ଭଳି ସାପ ମଧ୍ୟ ଏକ ଏମିତି ଜୀବ ଯାହାର ନାମ ଶୁଣିଲେ ଡର ଲାଗିବା ସ୍ବାଭାବିକ। ତେଣୁ ନିଶ୍ଚିତ ଭାବରେ ଆପଣ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ପାଇଥିବେ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ।

ଅନେକ ସମୟରେ ଆପଣ ବିଷଧର ସାପ ସବୁ ଉଦ୍ଧାର ହେଉଥିବାର ଭିଡିଓ ଦେଖିବାକୁ ପାଉଥିବେ।ସାପ ଏକ ଏମିତି ଜୀବ ଅଟେ ଯାହାକୁ ମଣିଷ ବହୁତ୍ ଭୟ କରିଥାଏ।ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।

ଯଦି ଆପଣ ଅଚାନକ ସାପ ଟିଏ ଦେଖିଲେ ତେବେ ଭୟଭୀତ ହୋଇ ଯାଉଥିବେ। କାରଣ ସ୍ୱାଭାବିକ ଭାବରେ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ। କିଛି ଏମିତି ସାପ ରହିଛନ୍ତି ସେମାନେ ବଡ ବଡ ଜୀବକୁ ବି ସେମାନଙ୍କର ଶିକାର ବେଳେବେଳେ ବନାଇ ଦିଅନ୍ତି। ତେବେ ଏବେ ଆମ ସମ୍ମୁଖକୁ ଆସିଛି ଏମିତି ଏକ ଭିଡିଓ ଯାହା ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।ସମୟକ୍ରମେ ଆପଣ କିଛି ଏପରି ଘଟଣା ମାନ ଦେଖିବାକୁ ପାଉଥିବେ ଯାହା ଆପଣଙ୍କୁ ଆଶ୍ଚର୍ୟ୍ଯ ଲାଗିବା ସହିତ ଏକ ଭୟ ସୃଷ୍ଟି କରିଥାଏ।

ତାହା ଏମିତି ହୋଇଥାଏ ଯେ ଆମେ ତାକୁ ଦେଖୁ ତ ନିଶ୍ଚିତ କିନ୍ତୁ ଭାବିଲେ ବହୁତ ଡର ଲାଗିଥାଏ। ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ସତରେ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ମଧ୍ୟ ହୋଇଯିବେ। ତେବେ ଘଟଣାଟି ହେଉଛି ଆମ ଓଡ଼ିଶା ରାଜ୍ୟ ର।ଯାହା ସବୁବେଳେ ଧର୍ମ କୁ ବିଶ୍ୱାସ କରିଥାନ୍ତି। ତେବେ ଜଣଙ୍କ ଘରେ ହଠାତ୍ ନାଗ ସାପ ପଶି ଆସିଥିଲେ। ସେହି ସମୟରେ ତାଙ୍କ ଘରେ ଖାଇବା ପାଇଁ ବସିଥିଲେ। ସାପକୁ ଦେଖି ସ୍ତ୍ରୀ ଲୋକଟି ବହୁତ ଡରିଯାଇଥିଲେ। କାରଣ ତାଙ୍କ ଘରେ ସେତେବେଳେ ଆଉ କେହିବି ନଥିଲେ, କେବଳ ସେହି ସ୍ତ୍ରୀ ଲୋକ ଆଉ ତାର ଛୋଟ ଦୁଇ ଛୁଆ।


ସାପ ଟି ଯାଇ ଠାକୁର ଘରେ ପଶି ଯାଇଥିଲା। ତେଣୁ ସେ କିଛି ବୁଦ୍ଧି ନ ପାଇ ଗାଁ ଲୋକଙ୍କୁ ଡାକିଥିଲେ। ତାପରେ ଗାଁ ଲୋକେ ସାପଟିକୁ ଦେଖି ସାପ ଧରାଳି କୁ ଖବର ଦେଇଥିଲେ। ତେବେ ସାପଟିକୁ ଉଦ୍ଧାର କରିବା ପାଇଁ ସାପ ଧରାଳି ମଧ୍ୟ ଖବର ପାଇ ଆସିଥିଲେ। ଆଉ ସାପଟିକୁ ବହୁତ କୌଶଳ ପ୍ରୟୋଗ କରି ଧରିବାରେ ସଫଳ ହୋଇଥିଲେ। ତେବେ ଆପଣ ମାନେ ଯଦି କେଉଁଠି ବି ସାପ ଦେଖୁଛନ୍ତି ତାକୁ ନ ମାରି ବନ ବିଭାଗ ଅଫିସ୍ କୁ ଖବର ଦିଅନ୍ତୁ। ଆଉ ସବୁବେଳେ ନିଜ ଘର ଚାରିପଟେ ସଫାସୁତୁରା ରଖନ୍ତୁ।