ଦେଖନ୍ତୁ Shocking ରାତିରେ ଚଉଠି ସରିଲା ପରେ Nandini ଦେହକୁ ମୁକୁଳା କରି ଭିଡ଼ିଓ call ରେ ସବୁ ଦେଖାଉଥିଲା… କଣ କହୁଛନ୍ତି ଏହି ସ୍ୱାମୀ…

ବର୍ତ୍ତମାନ ସବୁଠି ଚର୍ଚ୍ଚା ସୁନ୍ଦରୀ ଝିଅ ଦେଖି ବାହା ହୋଇଥିଲେ ଆଉ ଚଉଠି ରାତିରେ ସ୍ବାମୀ ଶୋଇଗଲା ପରେ ସ୍ତ୍ରୀ ନ୍ୟୁଡ୍ କଲ୍ ରେ ଉଲଗ୍ନ ଅବସ୍ଥାରେ ଅନ୍ୟ ପୁରୁଷ ସହିତ କଥା ହେଉଥିଲେ । ସ୍ବାମୀ ପଚାରିବାରୁ ସ୍ତ୍ରୀ ଏମିତି ଆଉ ଭୂଲ ହେବନି କହି ସକାଳୁ ସ୍ବାମୀକୁ ମନ୍ଦିର ନେଇ ପରିବାର ଲୋକଙ୍କୁ ଖବର ଦେଇ ଷଡଯନ୍ତ୍ର କରି ସ୍ବାମୀହକୁ ମାଡ ମାରିଲେ । ତେବେ ଏପରି ଏକ ଘଟଣା ଘଟିଛି ରାଜଧାନୀରେ ।

ଗତ 12 ତାରିଖରେ ଭରତପୁର ଅଞ୍ଚଳର ବଳରାମଙ୍କ ପିପିଲର ଜଣେ ଯୁବତୀ ନନ୍ଦିନୀ ପ୍ରଧାନଙ୍କ ସହ ବିବାହ ହୋଇଥିଲା । ରାଜଧାନୀ ର ଛାତି ଉପରେ ଏକ ବଡ ମଣ୍ଡପ ରେ ହିନ୍ଦୁ ରୀତିନୀତି ଅନୁଯାୟୀ ସବୁ ଖର୍ଚ୍ଚ ବହନ କରି ବାହା ଘର କଲେ ବର ପକ୍ଷ । ଦିନ ରେ ବାହା ଘର ଓ ରାତି ରେ ଭୋଜି ଭାତ ହେଲା । ଆଉ ଭୋଜି ଭାତ ଖାଇ ସାରି ପରିଜନ ଫେରି ଗଲେ ଏବଂ ରାତି ରେ ଶୋଇବାକୁ ଗଲେ ନବ ଦମ୍ପତି ।

ବର ଶୋଇଲେ କନ୍ୟା କିନ୍ତୁ ମାତି ଗଲେ ଭିଡିଓ କଲ୍ ରେ । ଖାଲି ଭିଡିଓ କଲ୍ ନୁହେଁ ବରଂ ନ୍ୟୁଡ୍ କଲ୍ ରେ ମାତିଲେ ନବ ବିବାହିତା ସ୍ତ୍ରୀ । ସ୍ବାମୀ ଙ୍କ ନିଦ ଭାଙ୍ଗିବା କ୍ଷଣି ଏହାକୁ ଦେଖି ଆଲୋଚନା ବି କଲେ । ଆଉ ଭୁଲ୍ ମାଗିଲେ ସ୍ତ୍ରୀ , ହେଲେ କମିଲା ନାହିଁ ରାଗ ।

ସକାଳୁ ଉଠି ମନ୍ଦିର ଯିବାକୁ କହିଲେ । ଆଉ ଲିଙ୍ଗରାଜ ମନ୍ଦିର ରେ ପହଞ୍ଚିଲେ ଉଭୟ ଦମ୍ପତି । ସେଠାରେ ଠାକୁର ଦର୍ଶନ ବିନା ଆରମ୍ଭ ହୋଇ ଗଲା ବର ତଥା ସ୍ବାମୀ ଙ୍କୁ ନିର୍ଦ୍ଧୁମ ମାଡ । ସ୍ତ୍ରୀ ସହ ଥିଲେ ତାଙ୍କ ପରିବାର । ମାଡ ପରେ ଧମକ ଭରା ଫୋନ କରି ଧମକ ବି ଦେଲେ ।

ପୁଅର କହିବା କଥା ଅଧ ରାତିରେ ତାଙ୍କର ନିଦ ଭାଙ୍ଗିଲା ପରେ ଦେଖିଲେ ସ୍ତ୍ରୀ ପୂରା ଉଲଗ୍ନ ଅବସ୍ଥାରେ ଭିଣୋଇ ଏବଂ ଦିଦି ସହିତ ଭିଡିଓ କଲେ କଥା ହେଉଥିଲେ । ତେଣୁ ଏଥିପାଇଁ ସେ ସ୍ତ୍ରୀକୁ ପଚାରିବାରୁ ସ୍ତ୍ରୀ ତାଙ୍କୁ କ୍ଷମା ମାଗିଲେ ।

ଆଉ ସକାଳେ ମନ୍ଦିରରେ ମାନସିକ କରିଛନ୍ତି କହି ସ୍ବାମୀଙ୍କ ସହିତ ଲିଙ୍ଗରାଜ ମନ୍ଦିର ଗଲେ କିନ୍ତୁ ମନ୍ଦିରରେ ତାଙ୍କର ପରିବାର ଲୋକେ ନିସ୍ତୁକ ମାଡ ମାରିଲେ । ଆଉ ସେଠାରେ ଥିବା ପୋଲିସ୍ ଏବଂ ସେବାୟତ ମାନେ ତାଙ୍କୁ ରକ୍ଷା କରିଥିବା କଥା ସେ କହିଛନ୍ତି ।

ପୁଅ ସୁନ୍ଦରୀ ଝିଅ ଦେଖି କେବଳ ବାହା ହେବା ପାଇଁ ହଁ କହି ଦେଇଥିଲେ । ସେ ଝିଅ ବିଷୟରେ ଆଉ କିଛି ଜାଣିବା ପାଇଁ ଚେଷ୍ଟା ବି କରି ନଥିଲେ କାହିଁକି ନାଁ ଝିଅଟି ଦେଖିବା ପାଇଁ ବହୁତ ସୁନ୍ଦର ଥିଲା । ଝିଅର ଶିକ୍ଷାଗତ ଯୌଗ୍ୟତା ମଧ୍ୟ ଜାଣିବା ପାଇଁ ଚେଷ୍ଟା କରିନଥିଲେ କେବଳ ସୁନ୍ଦୁର ରୂପ ଦେଖି ବିବାହ ପାଇଁ ହଁ କହିଥିଲେ ବଳରାମ । ବାପାଙ୍କ କହିବା କଥା ସୁନ୍ଦୁରିଆ ବୋହୂ ତେଣୁ ଭେଣ୍ଡିଆ ପୁଅ ମନା କରିବ କି । ସେଥିପାଇଂ ସେ ରାଜି ହୋଇଗଲେ , ଆଉ ଯାହାର ପରିଣତି ଆଜି ଭୋଗିବା ପାଇଂ ପଡୁଛି ।