ଦେଖନ୍ତୁ LIVE ଭି଼ଡିଓ ! ଏମିତି ବି ଆସେ ମରଣ ,ବସ୍ ଓ ବାଇକ୍ ଦୁର୍ଘଟଣାର ଲାଇଭ୍ ଭିଜୁଆଲ୍ କଏଦ, ଚାଲିଗଲା ଯୁବକଙ୍କ ଜୀବନ

ମଣିଷ ଜୀବନ ପାଣି ଫଟକା ସଦୃଶ ହୋଇଥାଏ , କାରଣ କେତେବେଳେ କହା ସହ କଣ ଘଟିବାର ଥାଏ ତାହା କାହାକୁ ମଧ୍ୟ ଜଣା ନଥାଏ । ଆଖି ପିଚୁଳାକେ ସବୁକିଛି ଓଲଟ ପାଲଟ ହୋଇ ଯାଇଥାଏ ଏବଂ ମଣିଶ ଦେଖିଥିବା ଦୀର୍ଘଦିନ ର ସମସ୍ତ ସ୍ୱପ୍ନ ସ୍ୱପ୍ନ ହୋଇ ରହି ଯାଇଥାଏ । ଆପଣ ମାନେ ନିଶ୍ଚୟ ଦେଖୁଥିବେ ସମାଜରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ସାମ୍ନା ରେ ଘଟୁଛି । ସେଥିରେ ବହୁତ ଲୋକମାନଙ୍କର କ୍ଷୟ କ୍ଷତି ହେବା ସହ ପ୍ରାଣ ମଧ୍ୟ ହରାଉଛନ୍ତି । ରାସ୍ତାରେ ଟିକିଏ ଅସାବଧାନତା ହେଲେ ମୂଲ୍ୟବାନ ଜୀବନ ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲିଯାଉଛି ।

ପ୍ରତିବର୍ଷ ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ପ୍ରତିବର୍ଷ ଅନେକ ଲୋକ ସଡ଼କ ଦୃଘଟଣାରେ ପ୍ରାଣ ହରାଉଛନ୍ତି।

ତେବେ ଏସବୁର ମୁଖ୍ୟ କାରଣ ହେଉଛି, ଲୋକ ମାନେ ବେପରୁଆ ଭାବରେ ଗାଡି ଚାଳନା। ତେବେ ଏହି ଭଳି ସଡକ ଦୃଘଟଣା ମୃତ୍ୟୁ ହାରକୁ ଦୃଷ୍ଟିରେ ରଖି ସରକାର ଭିନ୍ନ ଭିନ୍ନ ପ୍ରକାର ନିୟମ ପ୍ରଣୟନ କରିଛନ୍ତି। ଯେପରି ଦ୍ରୁତ ଗତିରେ ଗାଡି ଚଳେଇବା, ହେଲିମେଣ୍ଟ ନ ପିନ୍ଧିବା, ଦୁଇ ରୁ ଅଧିକ ଗାଡ଼ିରେ ବସିବା ଭଳି ସମସ୍ୟା କୁ ଦୃଷ୍ଟି ରେ ରଖି ସରକାର ଏଥି ସହିତ ଫାଇନ ବ୍ୟବସ୍ଥା ମଧ୍ୟ କରିଛନ୍ତି।

ସରକାରଙ୍କ ତରଫରୁ ଏହି ସବୁ ନିୟମ ଜାରି କରା ଯାଇ ଥିଲେ ସୁଦ୍ଧା, ମଧ୍ୟ ଲୋକମାନେ ନିଜର ଅସାବଧାନତା ପାଇଁ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଛନ୍ତି । ସମୟ ଚକ୍ରର ବନ୍ଧନରେ ମଣିଷ କେତେବେଳେ ବାନ୍ଧି ହୋଇ ଯାଉଛି ସେ ନିଜେ ମଧ୍ୟ ଜାଣି ପାରୁ ନାହିଁ । ଖୁସୀର ଲୋହରୀ ମଧ୍ୟରେ ହଠାତ୍ କଳାବାଦଲ ମାଡି ଆସୁଛି , ପରିବେଶକୁ ଶୋକକୋଳ କରି ଦେଉଛି ।

ତେବେ ଆପଣ ମାନେ ଏଭଳି ଲାଇଭ ଦୃର୍ଘଟଣା କେବେବି ଦେଖି ନଥିବେ। ତେବେ ବର୍ତ୍ତମାନ ଏଭଳି କିଛି ଛାତି ଥରାଇ ଦେଲା ଭଳି ଦୃଘଟଣା ସିସି ଟିଭିରେ କଏଦ ହୋଇଛି, ଏହାକୁ ଦେଖିଲା ପରେ ଆପଣଙ୍କ ଛାତି ବି ଥରି ଉଠିବ ଏବଂ ଆପଣ ବହୁତ ଦୁଃଖ ପ୍ରକାଶ ମଧ୍ୟ କରିବେ ,

ତେବେ ଏହି ଲାଇଭ୍ ଭିଡିଓଟି କେଉଁ ସ୍ଥାନର ଜଣା ପଡିନଥିଲେ ମଧ୍ୟ ଏଥିରେ ଯେଉଁ ସଡକ ଦୁର୍ଘଟଣାର ଚିତ୍ରଟି କଏଦ୍ ହୋଇଛି ତାହା ଅତ୍ୟନ୍ତ ମର୍ମଦାୟକ । ଦେଖିବାକୁ ମିଳିଛି ରାସ୍ତାର ଉଭୟ ପଟରୁ ଦୁଇଟି ବାଇକ୍ ଆସି ଧକ୍କା ହୋଇଗଲେ ଏବଂ ସେହି ସମୟରେ ଗୋଟିଏ ବସ୍ ଯାଉଥିବାର ବାଇକରେ ଥିବା ଲୋକମାନେ ସିଧା ବସ୍ ଆଗରେ ପଡିଗଲେ ଏବଂ ଯେହେତୁ ବସ୍ ଟି ସ୍ପିଡରେ ଥିଲା ତେଣୁ ସେ ସେହି ଲୋକଙ୍କ ଉପରେ ବସ୍ ଗଡି ନେଇଯାଉଚି ।

ତେବେ ଏହାପରେ ଲୋକମାନେ ସେଠାରେ ଭିଡ ଜମେଇ ଦେଇଥିଲେ ଏବଂ ପୋଲିସକୁ ଜଣେଇବା ସହିତ ଆମ୍ବୁଲେନ୍ସ ସାହାଯ୍ୟରେ ସମସ୍ତଙ୍କୁ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟମାନେ ବହୁତ କ୍ଷତାକ୍ତ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ।