ଆଶ୍ଚର୍ଯ୍ୟ ! 70 ଫୁଟ ଗଭୀର କୂଅ ଭିତରୁ କିପରି ଉଦ୍ଧାର ହେଲା ଏହି ଜଙ୍ଗଲି ଭୟଙ୍କର ଜୀବ….ଦୁର୍ବଳ ବ୍ୟକ୍ତି ଦେଖନ୍ତୁ ନାହିଁ….

 

ଆପଣ ମାନେ ସମସ୍ତେ ଜାଣିଥିବେ ପଶୁ ମାନେ ବହୁତ ଭୟଙ୍କର ହୋଇଥାଏ। ସେମାନଙ୍କୁ ଦେଖିବା ମାତ୍ରେ ଲୋକ ମାନେ ବହୁତ ଭୟ ମଧ୍ୟ କରିଥାନ୍ତି। ସମୟକ୍ରମେ ପଶୁ ମାନେ ବିପଦ ରେ ପଡ଼ିଥିଲେ କିମ୍ବା ତାଙ୍କ ଉପରେ କୌଣସି ସମସ୍ୟା ଆସିଥିଲେ ସେମାନେ ଆଖପାଖ ଅଞ୍ଚଳରେ ଥିବା ଘର ମାନଙ୍କ ରେ ପ୍ରବେଶ କରିଥାନ୍ତି। ଏହାକୁ ଦେଖି ଜନବସତି ର ଲୋକେ ଭୟଭୀତ ଅବସ୍ଥା ରେ ରହିଥାନ୍ତି।

ଭୟଙ୍କର ସାପ ଘର ଭିତରେ ଖାଦ୍ୟ ସନ୍ଧାନ ରେ ଆସି ପ୍ରବେଶ କରିବା ତ କଥା ଆପଣ ଜାଣିଥିବେ। ଏହାକୁ ଦେଖି ଲୋକେ ସେମାନଙ୍କୁ ଉଦ୍ଧାର କରିବା କଥା ଚିନ୍ତା କରିଥାନ୍ତି। ମଣିଷ ପଶୁ ପ୍ରତି ତାର ଉଦାରତା ଭାବନାକୁ କିପରି ପୋଷଣ କରିଥାଏ ତାହା ତ ଆପଣ ଅନେକ ଘଟଣା ରୁ ଜାଣିବାକୁ ପାଉଥିବେ।

କିନ୍ତୁ କିଛି ନିଷ୍ଠୁର ମଣିଷ ପଶୁପକ୍ଷୀ ପ୍ରତି ଆକ୍ରମଣ କରିବା ପାଇଁ ମନୋଭାବ କରିଥାନ୍ତି। ଅନେକ ସମୟରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଲୋକମାନେ ଜୀବଜନ୍ତୁ ମାନଙ୍କୁ ଆକ୍ରମଣ କରିଥାନ୍ତି। ସେମାନଙ୍କୁ ଉଦ୍ଧାର ନ କରି ମାରି ଦେଇଥାନ୍ତି। ଏବେ ଉତ୍ତରପ୍ରଦେଶ ର ଏକ ଅଞ୍ଚଳ ରୁ ଆସିଛି ଏମିତି ଏକ ଘଟଣା ର ଦୃଶ୍ୟ ଯାହା ଯେତିକି ଭୟଙ୍କର ଏବଂ ବିପଦ ଜନକ ଅଟେ, ସେତିକି ହୃଦୟସ୍ପର୍ଶୀ ମଧ୍ୟ ଅଟେ।

ଏଠାରେ ଏକ ଜଙ୍ଗଲୀ ଜୀବ କୁ ଉଦ୍ଧାର କରାଯାଉଥିବାର ଦେଖିବାକୁ ମିଳିଛି। କୌଣସି କାରଣରୁ ଜଙ୍ଗଲ ରୁ ବାହାରି ଆସିଥିବା ଏକ ଜଙ୍ଗଲୀ ପଶୁ ଯାହାକୁ ଜଙ୍ଗଲୀ ବିଲେଇ କୁହାଯାଇଥାଏ।


ସେହି ବିଲେଇ ଟି ଏକ ଗଭୀର କୂପ ଭିତରେ ପଡ଼ି ଯାଇଥିଲା। ଏହି କୂଅ ର ଗଭୀର ପାଖାପାଖି ୭୦ ଫୁଟ ହେବ ବୋଲି ଅନୁମାନ କରାଯାଉଛି। ତେବେ ପଶୁ ଟି ସେଠାରେ ପଡ଼ିଯିବା ପରେ ଏହାକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇ ତାକୁ ଉଦ୍ଧାର କରିବା ପାଇଁ ଏକ୍ସପୋର୍ଟ କୁ ଫୋନ୍ କରିଥିଲେ।

ତାପରେ ସାପ ଧରାଳି ଭାବରେ ବେଶ୍ ପରିଚିତ ଅର୍ଜନ କରିଥିବା ମୁରଲିବାଲା ହୌସଲା ଆସି ପହଞ୍ଚି ଥିଲେ ଏବଂ ଏହି ଜଙ୍ଗଲୀ ବିଲେଇ କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ପ୍ରଥମେ ଏହି ପଶୁକୁ ଉଦ୍ଧାର କରିବା ପାଇଁ କୂଅ ଭିତରକୁ ଦୌଡ଼ି ବଢ଼ା ଯାଇଥିଲା। କିନ୍ତୁ ଏହାକୁ ଦେଖି ପଶୁଟି ଲୁଚି ଯାଇଥିଲା।

ପରେ ତାକୁ କୂଅରୁ ବାହାର କରିବା ପାଇଁ ଏହି ଏକ୍ସପୋର୍ଟ ଜଣଙ୍କ ନିଜେ ଉପଯୁକ୍ତ ସୁରକ୍ଷା ସହିତ ବେଲ୍ଟ ଏବଂ ଦୌଡ଼ି ବାନ୍ଧି କୂଅ ଭିତରକୁ ଯାଉଛନ୍ତି। ସେ କୌଶଳ କ୍ରମେ କୂଅ ଭିତରକୁ ଯାଇ ଏହି ଜଙ୍ଗଲୀ ଜୀବ ଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ପ୍ରଥମେ ସେ ପଶୁଟିକୁ ଭଲ ଭାବରେ ରଶିରେ ବାନ୍ଧି ଦେଉଛନ୍ତି। ତାପରେ ତାକୁ ଟାଣି ଉପରକୁ ଅଣାଯାଇଛି। ତାପରେ ପଶୁଟିକୁ ଛାଡ଼ି ଦିଆଯାଇଛି। ଏହାକୁ ଦେଖି ସେଠାରେ ଉପସ୍ଥିତ ଲୋକ ବହୁତ ଖୁସି ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।