Piles Home Remedies-ଯେତେ ପୁରୁଣା ଅର୍ଶ ହେଲେ ବି କେବଳ ଏହି ୧ ଅଣ୍ଡା ଆପଣଙ୍କ ଅର୍ଶ ପୁରା ଭଲ କରିବ, ରକ୍ତ ପଡୁଥିଲେ ତୁରନ୍ତ ବନ୍ଦ ହେବ

ବର୍ତ୍ତମାନ ସମୟରେ ରୋଗ ଏକ ସାଧାରଣ ଜିନିଷ ହୋଇ ଗଲାଣି। ସବୁ ରୋଗ ମଧ୍ୟରୁ ଆଜିକାଲି ପ୍ରାୟତଃ ଲୋକଙ୍କ ଠାରେ ଅର୍ଶ ଭଳି ସମସ୍ଯା ଦେଖା ଯାଉଛି । ଯାହା ଦ୍ଵାରା ରକ୍ତ ମଧ୍ୟ ପଡୁଛି । ଏଥିପାଇଁ କିଛି ଲୋକ ମାନେ ଅନେକ ମେଡ଼ିସିନର ବ୍ୟବହାର କରୁଥିଲେ ମଧ୍ୟ କିଛି ମାତ୍ରା ରେ ଏହା ଭଲ ହୋଇ ଯାଉଛି । କିନ୍ତୁ ପୁଣି ଥରେ ଅର୍ଶ ଭଳି ସମସ୍ଯା ଦେଖା ଯାଉଛି । ଏହା ଦ୍ଵାରା ଅନେକ ଯନ୍ତ୍ରଣା ଓ କଷ୍ଟ ଅନୁଭବ କରୁଛନ୍ତି ଲୋକ ମାନେ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହୋମ ରେମେଡି ନେଇ ଆସୁଛି ଯାହାର ସେବନ କରିଲେ ଅର୍ଶ ଭଳି ସମସ୍ଯା ଦୂର ହେବା ସହ ଅର୍ଶ ରେ ରକ୍ତ ପଡୁଥିଲେ ତାହା ମଧ୍ୟ ବନ୍ଦ ହୋଇଯିବ ।

ଏଥିପାଇଁ ମାତ୍ର ଗୋଟିଏ ସାମଗ୍ରୀର ଆବଶ୍ୟକତା ରହିଛି ବତକ ଅଣ୍ଡା । ଯାହା ଆପଣଙ୍କୁ କୌଣସି ଅଣ୍ଡା ଦୋକାନ ବା ବତକ ଗରମ ରୁ ସହଜରେ ମିଳିଯିବ । ଅର୍ଶ ଭଳି ସମସ୍ୟାରେ ଅଣ୍ଡା ଖାଇବା ଠିକ ନୁହେଁ ବୋଲି ଅନେକ ଲୋକ ଭବିଥାନ୍ତି ।

କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଧାରଣା ଅଟେ । କାରଣ ଅର୍ଶ ଭଳି ସମୟସରେ ଅଣ୍ଡା ଖାଇଲେ ବିଲକୁଲ ସୁରକ୍ଷିତ ଅଟେ ।ଅର୍ଶ ଭଳି ସମସ୍ୟାରେ ଏମିତି ଖାଦ୍ୟ ଖାଇବା ଦରକାର କବଚ ଭଳି ସମସ୍ଯା ଦୂର ହୋଇ ପାରିବ । ଅନେକ ଲୋକ ମାନେ ସକାଳ ଖାଇବାରେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି ।


ଏଥିରେ ଥିବା ପ୍ରୋଟିନ,ଏମିନୋ ଏସିଡ ପ୍ରଚୁର ମାତ୍ରା ରେ ମିଳିଥାଏ । ଏଥିରେ କୋଲେଷ୍ଟର ଅଧିକ ଥିବା କାରଣରୁ ଅନେକ ଲୋକେ ଏହା ଖାଇବାକୁ ପସନ୍ଦ କରନ୍ତି ନାହି । କିନ୍ତୁ ବତକ ଅଣ୍ଡାର କେସର ରେ କୋଲେଷ୍ଟର ବହୁତ କମ ରହିଥାଏ ।

ଏକ ପାତ୍ର ରେ ରାତି ରେ ପାଣିରେ ବତକ ଅଣ୍ଡା ପକାଇ ଭଲ ଭାବେ ସିଝାଇ ଦିଅନ୍ତୁ । କିନ୍ତୁ ମନେ ରଖିବେ ଏହାକୁ କେବଳ ୨୫ ମିନିଟ ଯାଏଁ ବଏଲ କରିବେ । ଅନେକ ଲୋକ ଅଣ୍ଡା ସିଝାଇବା ପାଇଁ ଲୁଣ ପକାଇଥାନ୍ତି । ହେଲେ ଅର୍ଶ ଭଳି ସମସ୍ୟା ପାଇଁ ବତକ ଅଣ୍ଡା ରେ ଲୁଣ ପକାଇବେ ନାହି । ବତକ ଅଣ୍ଡା ରେ ହେଲଥି ଫ୍ୟାଟ ଓ ପ୍ରୋଟିନ ମିଳିଥାଏ ।

ଏହାର ସେବନ କରିବା ଦ୍ଵାରା କବଚ ଭଳି ସମସ୍ଯା ଦୂର ହୋଇଥାଏ ।ଅଣ୍ଡା ବଏଲ ହେବ ପରେ ଥଣ୍ଡା ପାଣିରେ ବୁଡାଇ ରାତି ସାରା ରଖନ୍ତୁ । ଏହା ପରେ ସକାଳୁ ଏହାର ଚୋପା ଛଡାଇ ବିନା ଲୁଣରେ ଏହାର ସେବନ କରନ୍ତୁ । ଏକ ସପ୍ତାହ ଯାଏଁ ସିଝା ବତକ ଅଣ୍ଡା ର ସେବନ କରିଲେ ରକ୍ତାର୍ସ ଭଳି ସମସ୍ଯା ବହୁତ ଜଲ୍ଦି ଦୂର ହୋଇଯିବ ।

କିନ୍ତୁ ମାନେ ରଖିବେ ଏଥିରେ ପ୍ରୋଟିନ ପ୍ରଚୁର ପରିମାଣରେ ରହିଛି । ତେଣୁ ଅର୍ଶ ରୋଗୀ ମାନେ ଦିନକୁ ୨ ରୁ ୩ଟି ଅଣ୍ଡା ସେବନ କରି ପାରିବେ । ନଚେତ ଏହା ଆପଣଙ୍କର ଅନ୍ତ ଖରାପ କରିବା ସହ ଅନେକ ସମସ୍ଯା ସୃଷ୍ଟି କରିପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।