କୃଷକର ଦେହ ଖରାପ ସମୟରେ ,ସବୁକିଛି ନିଜେ ନିଜେ କଲା ବଳଦ ..ମଣିଷ -ପଶୁର ନିଆରା ସମ୍ପର୍କ…ଥରେ ଏହି ଭିଡିଓ ଦେଖନ୍ତୁ ଆଉ ଜାଣନ୍ତୁ ମନୁଷ୍ୟ ଓ ପଶୁ ମଧ୍ୟରେ ଫରକ୍ କଣ?

ଆମେ ସୋସିଆଲ ମିଡ଼ିଆ ରେ ଅନେକ କିଛି ଜାଣି ଥାଉ ଆଉ କିଛି ଜାଣି ବା ଦେଖି ଅନେକ ମହତ୍ତପୂର୍ଣ୍ଣ କଥା ମଧ୍ୟ ଜାଣି ପାରି ଥାଉ | କିନ୍ତୁ ବେଳେ ବେଳେ କିଛି ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳେ ଯାହା ନିଜ ମନକୁ ଖୁବ ଶାନ୍ତି ଦେଇ ଥାଏ ଏବଂ ଆନନ୍ଦ ମଧ୍ୟ ଲାଗି ଥାଏ | ତେବେ କଥା ରେ କୁହନ୍ତି ଯେ ମଣିଷ ଅପେକ୍ଷା ପାଳି ଥିବା ପଶୁ ପକ୍ଷୀ ହିଁ ବିଶ୍ୱସ୍ତ ହୋଇ ଥାଆନ୍ତି ଆଉ ବିନା ସ୍ୱାର୍ଥ ଅନେକ ସାହାଯ୍ୟ ମଧ୍ୟ କରନ୍ତି |

ଆଉ ଆଜି ସେଭଳି ଏକ ବଡ଼ ଉଦାହରଣ ଦେଖିବା ପାଇଁ ମିଳିଛି ଯାହା ମଣିଷ ଆଉ ପଶୁ ଭିତରେ ଥିବା ମଧୁର ସମ୍ପର୍କ ବିଷୟ ରେ ଜଣାଇ ଦେଇଛି | ଆଜି ଏଭଳି ଏକ ଭାଇରାଲ ଭିଡ଼ିଓ ସମ୍ପର୍କ ରେ କହିବୁ ଯାହାକୁ ଦେଖିଲେ ଆପଣ ଖୁବ ଖୁସି ଅନୁଭବ କରିବେ |

ଏହି ଦୃଶ୍ୟ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ, କୃଷକ ର ଯଦି ବଡ଼ ସାଥି କିଏ ଜୀବନ ରେ ଥାଏ ତାହାଲେ ତାହା ହେଉଛି ବଳଦ | ବଳଦ ଓ କୃଷକ ର ବନ୍ଧୁ ଯେତିକି ପେଟକୁ ଦାନା ଦେଉ ଥିବା ଭଗବାନ ସେତିକି |

 ତେବେ ଆଜି ସେଭଳି ସମ୍ପର୍କ ରେ ଆଜି ଏକ ଭିଡ଼ିଓ ବିଷୟ ରେ ଆମେ ଆପଣ ଙ୍କୁ କହିବୁ | ଏକ ବଳଦ ଯିଏ କି ନିଜ ବେକ ଲଗାଇ ଶଗଡ଼ ଟିକୁ ଉଠାଉଛି ଆଉ ଶଗଡ଼ ଟିକୁ ଟାଣି ନେବା ପାଇଁ ନିଜେ ନିଜେ ହିଁ ପ୍ରସ୍ତୁତ ହୋଇ ଯାଉଛି | ଏଭଳି ଏକ ଦୃଶ୍ୟ ଦେଖିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ, କିନ୍ତୁ ଏଭଳି ଦୃଶ୍ୟ ବାସ୍ତବ ରେ ସତ୍ୟ ଅଟେ |

ଏହି ଭିଡ଼ିଓ ଟିରେ ଆପଣ ଗୋଟିଏ କଥା ଦେଖି ପାରିବେ ଯେ ବଳଦ କୁ ଜବରଦସ୍ତି ବା ବାଧ୍ୟତାମୂଳକ କୁହାଯାଇ ନାହିଁ ସେ ନିଜେ ନିଜେ ହିଁ ଶଗଡ଼ କୁ ଏଭଳି ଭାବରେ ବେକ ରେ ଲଗାଇ ଟାଣୁଛି | ସେ ଜାଣି ନେଇଛି ଯେ ତା କର୍ତ୍ତବ୍ୟ କଣ ଆଉ ବେକ ଲଗାଇ ଏଭଳି ଶଗଡ଼ କୁ ଟାଣି ନେବା ପାଇଁ ସେ ପ୍ରସ୍ତୁତ ହୋଇ ଯାଉଛି | ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ସହିତ ଭିଡ଼ିଓ ଟିରେ ଏହି ବଳଦ କୁ ଦେଖି କୃଷକ କୁ ଏକ ଭାଗ୍ୟବାନ କୃଷକ ବୋଲି କହିଛନ୍ତି | ତେବେ ଆପଣ ହିଁ କୁହନ୍ତୁ ଏଭଳି ଏକ ମନଲୋଭା ଦୃଶ୍ୟ ଆପଣ ଆଗରୁ କେଉଁ ଠାରେ ଦେଖିଛନ୍ତି କି ବା ଆପଣଙ୍କ ଆଖପାଖ ରେ ଥିବା ବଳଦ ମାନେ ଏଭଳି କିଛି କାର୍ଯ୍ୟ କରି ଥାଆନ୍ତି କି |