Vastu Tips – ରାତିରେ ତକିଆ ତଳେ ଚୁପଚାପ ରଖିଦିଅନ୍ତୁ ଗୋଟେ ଟଙ୍କାର Coin ଏମିତି ଭାଗ୍ୟ ବଦଳିବ କି ଆପଣ ଭାବିନଥିବେ.

ସୃଷ୍ଟିରେ ଏମିତି କିଛି ଜିନିଷ ଥାଏ ଯାହାକୁ ପାଇବା ପାଇଁ କୌଣସି ଉପାୟ ଦରକାର ପଡେ ନାହିଁ । ମାନବ ଜୀବନ ଇଶ୍ୱରଙ୍କ ବରଦାନ ବୋଲି କୁହାଯାଇଥାଏ , ଇଶ୍ୱରଙ୍କ କୃପାରୁ ମଣିଷ ଜୀବନରେ ଉତ୍ଥାନ ପତ୍ତନ ହୋଇଥାଏ । ସେହିଠାରେ ଆମେ କେବେ କେବେ ଆମ ଜୀବନରେ କେତେକ ଦିବ୍ୟଶକ୍ତିର ଆଭାସ ହୋଇଥାଏ , ଯାହାକି ଆମକୁ ଆମ ଲକ୍ଷ୍ୟ ଏବଂ କାମସନାକୁ ପୂରା କରିବାକୁ ଆମକୁ ସହାୟତା ମିଳି ଯାଇଥାଏ । ଆମ ଘରେ କେତେକ ବସ୍ତୁ ରହିଥାଏ , ଯାହା ଘରେ ରହିବା ଦ୍ୱାରା ଆମର ସମସ୍ତ ମନ ସ୍କାମନା ପୂର୍ଣ୍ଣ ହୋଇଥାଏ ।

ସମସ୍ତ ଙ୍କ ଜୀବନରେ କେବେ ନା କେବେ ଆର୍ଥିକ ସମସ୍ୟା ସହିତ ଗୃହରେ ବହୁ ଅସୁବିଧା ଓ ସମସ୍ୟା ଦେଖା ଦେଇଥାଏ । ଯେତେ ଅର୍ଥ ଉପାର୍ଜନ କରିଲେ ମଧ୍ୟ ତାହା ନିିଅଣ୍ଟ ହୋଇଥାଏ, ତେବେ ଆଜି ଆମେ ସେହି ବିଷୟରେ କିଛି ଗୁପ୍ତ କଥା ଆପଣଙ୍କୁ ଜଣେଇବୁ, ଯାହା ଫଳରେ ଆପଣଙ୍କ ଘରେ ଧନ ବୃଦ୍ଧି ହେବା ସହିତ ଅନେକ ସକରାତ୍ମକ ଫଳ ମିଳିବ ।

ତେବେ ଅନେକ ସମୟ ରେ ବହୁତ ଘର ମାନଙ୍କରେ ଦେଖା ଯାଇ ଥାଏ କି ଘରର କେହି ସଦସ୍ୟ ସବୁବେଳେ ରୋଗରେ ପଡିତି ରହୁଛନ୍ତି ଏବଂ ଘରେ ସବୁ ବେଳେ ଅଭାବ ଅନଟନ ଲାଗି ରହୁଛି । ଘର ଶ୍ରୀହୀନ ପରି ଲାଗୁଛି ଏବଂ ଯେତେ ଚେଷ୍ଟା କରିଲେ ମଧ୍ୟ ଘରେ କେବେ ସୁଖ ସମୃଦ୍ଧି ସ୍ଥାପନା ହୋଇ ପାରୁ ନାହିଁ । ତେବେ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଗୋଟିଏ ଚମତ୍କାର ଉପାୟ କହିବୁ ଯାହାକୁ ଆପଣ ମାନିଲେ ଆପଣଙ୍କର ସମସ୍ତ ପ୍ରକାର ସମସ୍ୟା ଖୁବ୍ ଶିଘ୍ର ଦୂର ହୋଇ ଯିବ । ତେବେ ଚାଲନ୍ତୁ ଜାଣିବା କଣ ସେହି ଉପାୟ ବିଷୟରେ,

ମନେ ରଖିବେ ଯେତେବେଳେ ବି ଆପଣଙ୍କର ଘରର କୌଣସି ସଦସ୍ୟ ସବୁବେଳେ ରୋଗରେ ପିଡୀତ ହେଉଛନ୍ତି ଏବଂ ଶୟ୍ୟାଶାୟୀ ହୋଉଛନ୍ତି ଏବଂ ଘରେ ଧନର ଅଭାବ ମଧ୍ୟ ଲାଗି ରହୁଛି ତାହେଲେ ଏହି ଉପାୟଟିକୁ ନିଶ୍ଚିତ ଭାବରେ ଥରେ କରି ଦେଖନ୍ତୁ । ତେବେ ଏହି ଉପାୟ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ଗୋଟିଏ ଟଙ୍କିକିଆ କଏନ ଦରକାର ।

ଆଉ ସେହି ଟଙ୍କିକିଆ କଏନ ନେଇ ପ୍ରଥମେ ନିଜ ଚାରି ପଟେ 5 ଥର ବୁଲାନ୍ତୁ ଏବଂ ଏହାପରେ ତାହାକୁ ନେଇ ନିଜ ଘରେ ଯେଉଁ ବ୍ୟକ୍ତି ଅଧିକ ରୋଗରେ ପିଡିତ ହେଉଛନ୍ତି ତାଙ୍କ ତକିଆ ତଳେ ରଖି ଦିଇନ୍ତୁ ଚୁପଚାପ ହୋଇ ଯେମିତି ସେ ଜାଣି ପାରିବେ ନାହିଁ । ଆଉ ଏହି କାମ କରିବା ବେଳେ ଆପଣଙ୍କୁ ଯେମିତି କେହି ନ ଦେଖନ୍ତି ଓ ନିଜେ ମଧ୍ୟ ଏହି କାମ କରିବା ବେଳେ କଥା ହେବେ ନାହିଁ କିମ୍ବା ପାଟି ଖୋଲିବେ ନାହିଁ ।

ଏହାପରେ ଚମତ୍କାର ଦେଖିବେ, ସେହି ବ୍ୟକ୍ତି ଧିରେ ଧିରେ ଭଲ ହୋଇଯିବେ ଏବଂ ସୁସ୍ଥ ହେବାକୁ ଲାଗିବେ ।

ଏହାସହିତ ଘରେ ଥିବା ସମସ୍ତ ଧନ ସଂମ୍ପତି ଜନିତ ସମସ୍ୟା ମଧ୍ୟ ଦୂର ହୋଇ ଯିବ । ଆଉ ଧନ ଉପାର୍ଜନ ର ମଧ୍ୟ ନୂଆ ନୂଆ ମାର୍ଗ ଆପଣ ଙ୍କ ପାଇଁ ଖୋଲିୟିବ ଏବଂ ଘରେ ସବୁବେଳେ ସୁଖଶାନ୍ତିର ବାତାବରଣ ରହିବା ସହିତ ସକରାତ୍ମକର ମାହୋଲ ତିଆରି ହେବ । ତେବେ ଆପଣ ମାନେ ଥରେ ଏହି ଉପାୟକୁ ନିଶ୍ଚିତ ଭାବରେ କରି ଦେଖନ୍ତୁ ଏବଂ ତାହାର ଫଳ ନିଜେ ଅନୁଭବ କରନ୍ତୁ ।