ଝିଅ ଅଭିଯୋଗ କଲେ ପୁଅକୁ ବନ୍ଧା ହେଉଛି ,ଝିଅ ମାନେ ମିଛ କହି ହୋଟେଲ ଯାଉଛନ୍ତି ? ଶୁଣନ୍ତୁ ଏହି ଯୁବତୀ ଙ୍କ ମୁଖରୁ ….

ଆଜିକାଲି ର ଯୁବପିଢ଼ି ଙ୍କୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି ଏମିତି ପାଠ ପଢିବା ନାଁ କିଛି ଯୁବକ ଯୁବ ତୀ ହୋଟେଲ ଯାଇ ରାସଲୀଳା କରୁଛନ୍ତି | ତେବେ ଏହାକୁ ନେଇ ଏକ କଲେଜ ଛାତ୍ରୀ କିଛି କହିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ପ୍ରଶଂସା କରିବେ | ତେବେ ଯୁବତୀ ଜଣଙ୍କ ହେଉଛନ୍ତି ରମାଦେବୀ ର ପୂର୍ବତନ ଛାତ୍ରୀ ଆଉ ଯାହାଙ୍କର ନାଁ ହେଉଛି କବିତା ଭୂତୀୟ |

ତେବେ ସେ ମିଡ଼ିଆ ସାମ୍ନାରେ କହିଛନ୍ତି କି, ଆଜିକାଲି ର ପ୍ରାୟ ଛୋଟ ଛୋଟ ଝିଅ ମାନେ ଯେଉଁ ମାନେ ଦୁନିଆଁ କୁ ଭଲ ଭାବରେ ଜାଣି ନାହାଁନ୍ତି ସେହି ମାନେ ଏହି ଲଭ କେସ ରେ ଫସି ଯାଉଛନ୍ତି | ଲଭ କିନ୍ତୁ ଖରାପ ନୁହଁ ଲଭ କର ହେଲେ ଲୋକଙ୍କୁ ଚିହ୍ନିକି କର, କାରଣ ତମ ବାପା ମା ଏତେ କଷ୍ଟ ରେ ପଇସା ରୋଜଗାର କରି ତମକୁ କଲେଜ ରେ ପଢ଼ାଉଛନ୍ତି |

କିନ୍ତୁ ତମେ ଲଭ କରୁଛ ଆଉ କଲେଜ ନାଁ କହିକି ହୋଟେଲ ଯାଉଛ ଏଟା ଜମା ବି ଠିକ କଥା ନୁହଁ | ଆଉ ଯଦି ବି ସେମିତି କିଛି କରୁଛ ତାହେଲେ ପାଠ ପଢ଼ ଆଉ ଯଦି କେଉଁଠି ଭଲ ପାଉଛ ତେବେ ଘର ଲୋକ ଙ୍କୁ ସେ ବିଷୟରେ ଜଣାଅ |

ଯେହତୁ ଛୋଟ ପିଲା ଆମେ ଭଲ ପରିବାର ରୁ ଆସିଛେ ତେବେ ଏହି ଭଲ ପାଇବାରେ ପଶି ନିଜକୁ କେବଳ ଆମେ ଖରାପ କରି ଦେଉଛୁ କାରଣ ଏହି ପ୍ରେମ ଆଜିକାଲି ଦୁନିଆଁ ରେ ପୁରା ମିଛ ହୋଇ ଗଲାଣି | ଏହି ସମୟରେ ମନ ଦେଇ ପାଠ ପଢ଼ କ୍ୟାରିୟର ଗଢ଼ ଆଉ ଭଲ ଚାକିରୀ କର ଆପେ ଭଲ ବର ମିଳିବେ କିନ୍ତୁ ପ୍ରେମ କରି ଏଭଳି କ୍ୟାରିୟର ନଷ୍ଟ କର ନାହିଁ |

ଆଉ ଏଥିପାଇଁ ବାପା ମା ମାନେ ମଧ୍ୟ ଦାୟୀ କାରଣ ଯେଉଁ ଛୁଆ ଙ୍କୁ କଲେଜ ଛାଡ଼ି ଦେଉଛନ୍ତି ସେମାନେ କଲେଜ ଯାଉଛନ୍ତି କି ନାହିଁ ଠିକ ସମୟରେ ଘରକୁ ଫେରୁଛନ୍ତି କି ନାହିଁ ଏସବୁ ବୁଝିବା ଦରକାର | କାରଣ ଆଜିକାଲି ଝିଅ ମାନେ ଯାହା କରୁଛନ୍ତି ତାହାଦ୍ୱାରା ପୁରା ସମାଜ ର ଝିଅ ଖରାପ ଦୃଷ୍ଟି ରେ ଯାଉଛନ୍ତି |

 ଏହା ସହିତ ଝିଅ ମାନେ ଯଦି କୌଣସି ପୁଅଙ୍କ ନାଁ ରେ ଅଭିଯୋଗ କରୁଛନ୍ତି ତାହେଲେ ସେହି ପୁଅ ଙ୍କୁ ସାଙ୍ଗେ ସାଙ୍ଗେ କୋର୍ଟ ଫରୱାର୍ଡ଼ କରି ଦିଆ ଯାଉଛି ନହେଲେ ପୁଅର ବାପା ମା ଙ୍କୁ ସାଙ୍ଗେ ସାଙ୍ଗେ ଜେଲ ନିଆ ଯାଉଛି | କିନ୍ତୁ ଯଦି ଗୋଟେ ପୁଅ ହାରାସମେଣ୍ଟ ରହୁଛି କିମ୍ବା ଯଦି କୌଣସି ପୁଅ ଏକ ଝିଅ ନାଁ ରେ ଅଭିଯୋଗ କରୁଛି ତାହେଲେ ସେହି ଝିଅ ଙ୍କୁ ବି ଜେଲ ନେବା ଦରକାର ଏବଂ ତାଙ୍କ ବାପା ମା ଙ୍କୁ ମଧ୍ୟ ବ୍ଲେମ କରିକି କାଠଗୋଡ଼ା ନେବା ଦରକାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।