( ଡାଇବେଟିସ୍ ) ସୁଗାର ୩୮୦ ହେଉ ବା ୪୮୦, ବହୁବର୍ଷ ପୁରୁଣା ହେଲେବି କେବେଳ ୭ଦିନରେ ଶେଷ ହେବ

ଆପଣଙ୍କର ସୁରାଗ 380 ହେଉ କି 480 ଯେତେ ବି ପୁରୁଣା ହୋଇଥାଉ ଏହି କାଢା ଯଦି ଆପଣ 7 ଦିନ ପିଅନ୍ତି, ତେବେ ସୁଗାର ଆପଣଙ୍କ ର କଣ୍ଟ୍ରୋଲ ହୋଇଯିବ। ତେବେ ଆଜିକାଲି ଡାଇବେଟିସ ପ୍ରତି ଘରେ ଘରେ ଦେଖା ଯାଉଛି ଆଉ ଏହା ଯାହାକୁ ଥରେ ହୁଏ ତାହା ଆଉ ଭଲ ହୁଏନା । କହିବାକୁ ଗଲେ ଡାଇବେଟିସ୍ ଏକ ଗମ୍ଭୀର ରୋଗ ହୋଇ ଯାଇଛି । ଡାଇବେଟିସ୍ ଆପଣଙ୍କର ଶରୀରକୁ ଧୀରେ ଧୀରେ ଭିତରୁ ଫମ୍ପା କରିଦିଏ , ଆଉ ଏହାକୁ ଧୀର ମୃତ୍ୟୁ ବୋଲି ମଧ୍ୟ କୁହା ୟାଇଥାଏ ।

ଭାରତରେ ପ୍ରାୟତଃ 7 କୋଟି ଲୋକ ଡାଇବେଟିସ୍ ରେ ଆକ୍ରାନ୍ତ ହୋଇଛନ୍ତି । ଡାଇବେଟିସ୍ ହେବା ଦ୍ବାରା ଆପଣଙ୍କର ଶରୀରରେ ଅନେକ ପ୍ରକାର ରୋଗ ଜନ୍ମ ନେଇଥାଏ । ଯେମିତିକି ହାର୍ଟ ଡିଜିଜ୍, ଆଖି ରୋଗ, କେଶ ଝଡିବା, ସ୍କିନ୍ ଖରାପ ହେବା, କିଡନି ଠିକ୍ ଭାବରେ କାମ ନକରିବା ।

ଡାଇବେଟିସ୍ କାରଣରୁ ଲୋକ ଏମିତି ଜୀବନ ବଞ୍ଚିବାକୁ ଲାଗନ୍ତି ନାଁ ସ୍ବାଦ ଥାଏ ନାଁ ହିଁ ସ୍ବାସ୍ଥ୍ୟ ଠିକ୍ ଥାଏ । କିନ୍ତୁ ଏମିତି ବିଲକୁଲ୍ ନୁହଁ ଯେ ଥରେ ଯଦି ଆପଣଙ୍କୁ ସୁଗାର ରୋଗ ହୋଇଯାଏ ତେବେ ଆପଣଙ୍କୁ ପୂରା ଜୀବନ ଇନସ୍ୟୁଲିଂ ନେବାକୁ ପଡିବ ଅବା ଆପଣ ଏହାକୁ କଣ୍ଟ୍ରୋଲ କରି ପାରିବେ ନାହିଁ । ଆପଣଙ୍କର ଲାଇଫ୍ ଷ୍ଟାଇଲ୍ ଏବଂ ଖାଦ୍ୟରେ ପରିବର୍ତ୍ତନ ଦ୍ବାରା ଆପଣ ଡାଇବେଟିସ୍ ର କୁ ପରିଣାମରୁ ବଞ୍ଚି ପାରିବେ ।

ଶରୀରରେ ଗ୍ଲୋକଜର ମାତ୍ରା ଅଧିକ ହୋଇଗଲେ ତାହାକୁ ଡାକ୍ତରଙ୍କ ଭାଷାରେ ଡାଇବେଟିସ୍ କୁହାଯାଏ । ମୋଟାପଣ, କମ୍ ପାଣି ପିଇବା, ଏକ୍ସାସାଇଜ୍ ନ କରିବା, ଅନିଦ୍ରା ହେବା, ଯଦି ଚିନ୍ତାରେ ରହୁଛନ୍ତି ତେବେ ଆପଣଙ୍କୁ ଡାଇବେଟିସ୍ ହୋଇପାରେ । ତେବେ ଏଥିପାଇଂ ଚିନ୍ତା କରିବାର ଆବଶ୍ୟକତା ନାହିଁ , ଆଜି ଆମେ ଆପଣ ମାନଙ୍କ ପାଇଂ ଏମିତି ଏକ କାଢା ନେଇ ଆସିଛୁ, ଯାହା ଆପଣଙ୍କର ଡାଇବେଟିସ୍ କୁ କଣ୍ଟ୍ରୋଲରେ ରଖିବା ସହିତ ନର୍ମାଲରେ ରଖିଥାଏ । ଚାଲନ୍ତୁ ଜାଣିବା ସେହି କାଢା ବିଷୟରେ,


ଆବଶ୍ୟକ ସାମଗ୍ରୀ- ମେଥି,ଭୃଷୁଙ୍ଗା ପତ୍ର, ଅଦା, ଡାଲଚିନି ଗୁଣ୍ଡ ।

ପ୍ରସ୍ତୁତ ପ୍ରଣାଳୀ-

 

ପ୍ରଥମେ ଗ୍ୟାସରେ ଏକ ପାତ୍ର ବସେଇ ସେଥିରେ 2 ଗ୍ଲାସ ପାଣି ନିଅନ୍ତୁ । ଏହାପରେ ସେଥିରେ 1 ଚାମଚ ମେଥି, 15-20ଟି ଭୃଷୁଙ୍ଗା ପତ୍ର, ଏକ ଚାମଚ ଅଦା ପେଷ୍ଟ, ଅଳ୍ପ ମାତ୍ରାରେ ଡାଲ ଚିନି ଗୁଣ୍ଡ ସେହି ପାଣିରେ ପକାଇ ମିଶାନ୍ତୁ ।

ଏବେ ଆପଣ ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ପାଣି ଅଧା ନ ହୋଇଯିବ । 5-6 ମିନିଟ୍ ପରେ ଗ୍ୟାସକୁ ବନ୍ଦ କରି ଏହାକୁ ଉଷୁମ ହେବାକୁ ଦିଅନ୍ତୁ, ତାପରେ ଏକ ଗ୍ଲାସକୁ ଛାଣି ନିଇନ୍ତୁ ।

ସେବନ ପ୍ରଣାଳୀ-


ସକାଳୁ ଖାଲି ପେଟରେ ଆପଣ ଏହାର ସେବନ କରନ୍ତୁ । ଆଉ ଏହାର ସେବନ କରିବାର ଅଧ ଘଣ୍ଟା ପରେ ଜଳଖିଆ ଖାଆନ୍ତୁ । ଏହାକୁ ଆପଣ ପ୍ରଦିଦିନ ସକାଳୁ ସେବନ କରନ୍ତୁ ଦେଖିବେ ଆପଣଙ୍କର ଡାଇବେଟିସ୍ କଣ୍ଟ୍ରୋଲ ହୋଇଯିବ ଏବଂ ଆପଣ ଗୋଟିଏ ସାଧାରଣ ଜୀବନ ବଞ୍ଚିବାର ରାସ୍ତା ଖୋଲିଯିବ ।